Odisha News Portal

ଏହି ପାଞ୍ଚଟି ସ୍ୱପ୍ନ ଯଦି ଦେଖୁଛନ୍ତି ତେବେ ତାହାକୁ କାହା ଆଗରେ କୁହନ୍ତୁ ନାହିଁ, ନଚେତ୍ ଆପଣ ହୋଇପାରନ୍ତି କାଙ୍ଗାଳ…..

ଆପଣ ମାନେ କେବେବି ନିଜର ଏହି ପାଞ୍ଚଟି ସ୍ୱପ୍ନ କାହାକୁ କୁହନ୍ତୁ ନାହିଁ , କାହିଁକିନା ଦୁନିଆରେ ମଧ୍ୟ ଏମିତି ଲୋକମାନେ ରହିଛନ୍ତି ଯିଏ କି ନିଜର ସ୍ୱପ୍ନକୁ କାହା ଆଗରେ କହି ଦେଇଥାନ୍ତି । ମାତ୍ର କିଛି ସ୍ୱପ୍ନ ଏପରି ହୋଇଥାଏ କି ଯାହାକୁ ଭୁଲରେ ମଧ୍ୟ କାହା ଆଗରେ ସେୟାର କରିବା କଥା ନୁହେଁ । ବେଳେବେଳେ ସ୍ୱପ୍ନରେ ଏମିତି ଜିନିଷ ଦେଖା ଦେଇଥାଏ କି ତାହାକୁ କାହା ସହ ସେୟାର କରିବା କଥା ନୁହେଁ । ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚଟି ସ୍ୱପ୍ନ କଣ ଅଟେ ଯାହା କାହାକୁ ମଧ୍ୟ କହିବା ଉଚିତ ହୋଇନଥାଏ ।

1–ଯଦି ଆପଣ ମାନେ କେବେବି ସ୍ୱପ୍ନରେ ଭଗବାନଙ୍କୁ ଦେଖୁଛନ୍ତି କିମ୍ବା ଭଗବାନ ଆପଣ ମାନଙ୍କୁ ଆର୍ଶିବାଦ ଦେଉଥିବାର ଦେଖୁଛନ୍ତି ତେବେ ଆପଣ ମାନେ ବୁଝିନେବା ଦରକାର କି ଆପଣଙ୍କର ଆତ୍ମା ଏହି ଦୁନିଆର ବାକି ଲୋକମାନଙ୍କ ତୁଳନାରେ ପବିତ୍ର ଅଟେ । ଈଶ୍ୱର ଆପଣଙ୍କର ଆତ୍ମାରେ ସର୍ବଦା ନିବାସ କରିବେ । ଏହା ଆପଣ ମାନଙ୍କର ଭୌତିକ ଏବଂ ଆଧ୍ୟାତ୍ମିକ ଉନ୍ନତିର ସୂଚନା ପ୍ରଦାନ କରିଥାଏ । ଏଥିପାଇଁ ଆପଣ ମାନେ ଏହି ସ୍ୱପ୍ନକୁ କେବେବି କାହା ସହିତ ସେୟାର କରନ୍ତୁ ନାହିଁ ।


2--ସ୍ୱପ୍ନରେ ଯଦି ଆପଣ ମାନେ କେବେବି ଦେଖନ୍ତି କି ଆପଣଙ୍କର ମାତା ପିତା ଆପଣ ମାନଙ୍କୁ ପାଣି ପିଉଛନ୍ତି ବା ପାଣି ଦେଉଥିବା ଦେଖୁଛନ୍ତି ତେବେ ତାହା ଭବିଷ୍ୟତରେ ଆସିବାକୁ ଥିବା ଉନ୍ନତିର ଶୁଭ ସଂଙ୍କେତ ଅଟେ । ଯଦି ଏହି ପ୍ରକାର ସ୍ୱପ୍ନ ଆପଣ ମାନେ ଦେଖୁଛନ୍ତି ତେବେ ତାହାକୁ କେବେବି କାହା ଆଗରେ ସେୟାର କରିବେ ନାହିଁ ।

3–ଯଦି ଆପଣଙ୍କୁ ସ୍ୱପ୍ନରେ ଭଗବାନ ବାରମ୍ବାର ଦେଖା ଦେଉଛନ୍ତି ଏବଂ ଯଦି ଆପଣ ମାନେ ଏହି କଥାଟିକୁ କାହାକୁ କହି ଦିଅନ୍ତି ତେବେ ଏହି ସ୍ୱପ୍ନରୁ ମିଳିବାକୁ ଥିବା ଲାଭ ଅଟକି ଯାଇପାରେ । ଏଥିପାଇଁ ଆପଣ ମାନେ ଏହି ସ୍ୱପ୍ନକୁ ଭୁଲରେ ମଧ୍ୟ କାହା ଆଗରେ କୁହନ୍ତୁ ନାହିଁ ।


4–ଯଦି ସ୍ୱପ୍ନରେ ଭଗବାନଙ୍କର ଆଳତୀ ହେଉଥିବାର ଆପଣ ମାନେ ଦେଖନ୍ତି ବା ଆପଣ ମାନେ ଭଗବାନଙ୍କୁ ପୂଜା କରୁଥିବାର ସ୍ୱପ୍ନରେ ଦେଖନ୍ତି ତେବେ ଏହାର ଅର୍ଥାତ ବହୁତ ଶୀଘ୍ର ହିଁ ଆପଣଙ୍କର ଜୀବନରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଏହା ଦ୍ୱାରା କୌଣସି ଶୁଭ ଖବର ଆପଣ ମାନଙ୍କୁ ଅତି ଶୀଘ୍ର ମିଳିପାରେ । ଯଦି ଆପଣ ମାନେ ଏହି ସ୍ୱପ୍ନକୁ କାହା ଆଗରେ କୁହନ୍ତି ତେବେ ଆପଣଙ୍କର ହେବାକୁ ଥିବା କାର୍ଯ୍ୟ ବିଫଳ ହୋଇପାରେ ।

5–ଯଦି ଆପଣ ମାନେ ସ୍ୱପ୍ନରେ ପରଆତ୍ମାଙ୍କର ବିରାଟ ରୂପର ଦର୍ଶନ କରନ୍ତି , ତେବେ ଏହା ଜାଣିନିଅନ୍ତୁ କି ଆପଣ ମାନେ ଯେ କୌଣସି ଅବସ୍ଥାରେ ଥାଆନ୍ତୁ ନା କାହିଁକି ଆପଣଙ୍କର ସଂପର୍କ ସେହି ପରଆତ୍ମା ସହିତ ଜଡିତ ହୋଇ ରହିଛି । ଏହି ସ୍ୱପ୍ନ ବହୁତ ଶୁଭ ଫଳ ଦାୟକ ହୋଇଥାଏ ତେଣୁ ଆପଣ ମାନେ କେବେବି କାହା ଆଗରେ କୁହନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।