Odisha News Portal

ହନୁମାନଙ୍କ ମହାଶକ୍ତିଶାଳୀ ମନ୍ତ୍ର – ଆଜି ମଙ୍ଗଳବାର ଥରେ ମାତ୍ର ଏହି ଖାସ୍ ମନ୍ତ୍ର କୁ 1 ଥର ଜପକରନ୍ତୁ ଦେଖିବେ ସବୁ ଦୁଃଖ କଷ୍ଟ ଦୂର ହେବ !

0 30

ଆଜି ଆମେ ଆପଣଙ୍କୁ ପ୍ରଭୁ ହନୁମାନଙ୍କର ଏପରି ଏକ ଚମତ୍କାରୀ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ , ଯେଉଁ ମନ୍ତ୍ରରୁ ଯଦି ଆପଣ ଗୋଟିଏ ମନ୍ତ୍ରକୁ ଭଲ ଭାବରେ କହି ଦିଅନ୍ତି ତେବେ ଶତ ପ୍ରତିଶତ ଆପଣଙ୍କୁ ଧନ ପ୍ରାପ୍ତି ହେବ । ଆଉ ଆପଣଙ୍କର କଷ଼୍ଟ ସବୁ ଦିନ ପାଇଁ ଦୂର ହୋଇ ଯିବ । ଏହାହେଉଛି ହନୁମାନଙ୍କର ଚମତ୍କାରୀ ମନ୍ତ୍ର ଯାହାର ଅପମାନ ଆପଣ କେବେ ବି ନକରିବା ଉଚିତ । ଏହି ମନ୍ତ୍ରର ରଚନା ତୁଳସୀ ଦାସ କରିଥିଲେ । ତେବେ ଚାଲନ୍ତୁ ଜାଣିବା ସେହି ମନ୍ତ୍ର ବିଷୟରେ । ତେବେ ତୁଳସୀ ଦାସ ଙ୍କ ଦ୍ବାରା ଲେଖା ଯାଇଥିବା କାବ୍ୟାତ୍ମକ କୀର୍ତ୍ତି ହନୁମାନ ଚାଳିଷା ବହୁତ ବିଶେଷ ଅଟେ ।

ଏଥିରେ ହଜାର ହଜାର ମନ୍ତ୍ରରେ ସମାହିତ ହୋଇଛି୍ । କୋଟି ବର୍ଷ ତପସ୍ୟାର ଫଳ ସମାନ ଶକ୍ତିଶାଳୀ ବୋଲି ଏହାକୁ କୁହାଯାଇଥାଏ । ଏମିତିରେ ସଂମ୍ପୂର୍ଣ୍ଣ ହନୁମାନ ଚାଳିଷା ହଁ ସବୁଠାରୁ ମହତ୍ବପୂର୍ଣ୍ଣ ହୋଇଥାଏ । ଏହି ହନୁମାନ ଚାଳିଷାର ଏହି ପାଞ୍ଚିଟ ଚୌପାୟୀ ଯଦି ଆପଣ ସଠିକ୍ ଉପାୟରେ ନିରନ୍ତର ଜପ କରନ୍ତି ତେବେ ସବୁ ଦୁଃଖ ଦୁର୍ଦ୍ଦଶା ଠାରୁ ମନୁଷ୍ୟକୁ ମୁକ୍ତି ମିଳି ଯାଇଥାଏ । ତେବେ ଚାଲନ୍ତୁ ଜାଣିବା ସେହି ପାଞ୍ଚଟି ମନ୍ତ୍ର ବିଷୟରେ । ପ୍ରଥମ ମନ୍ତ୍ର – ଭୂତ ପିସାଚ ନିକଟ ନହିଂ ଆବୈ, ମହାବୀର ଜବ ନାମ ସୁନାବୈ ।

ଯଦି ବ୍ୟକ୍ତିକୁ କୌଣସି ପ୍ରକାରର ଭୟ ମନରେ ରହିଥାଏ, ତେବେ ପ୍ରତ୍ୟେକ ଦିନ ସକାଳେ କିମ୍ବା ସଂନ୍ଧ୍ୟାରେ କେବଳ 108 ଥର ଏହି ଚୌପାୟୀ ର ଜପ କରି ଦିଅନ୍ତୁ ।

ଦ୍ବିତୀୟ ମନ୍ତ୍ର – ନାସୈ ରୋଗ ହରୈ ସବ ପୀରା , ଜପତେ ନିରଂତର ହନୁମତ ବୀରା ।

ଯେଉଂ ଲୋକ ସର୍ବଦା ରୋଗ ଗ୍ରସ୍ଥ ହୋଇ ରହି ଥାଏ କିମ୍ବା କୌଣସି ରୋଗ ବହୁତ ଦିନ ଧରି ହଇରାଣ କରୁଥାଏ , ତେବେ ନିରଂତର ସକାଳେ ସଂନ୍ଧ୍ୟାରେ 108 ଥର ହନୁମାନ ଜୀ ଙ୍କର ଏହି ଚୌପାୟୀର ଜପ କରିବାକୁ ପଡିବ । ମଙ୍ଗଳବାରରେ ହନୁମାନଜୀ ଙ୍କର ବିଶେଷ ପୂଜା ଏବଂ ଜପ କରନ୍ତୁ । ଏହାଦ୍ବାରା ସମସ୍ତ ରୋଗ ମଧ୍ୟ ଠିକ୍ ହୋଇଯିବ ।

ତୃତୀୟ ମନ୍ତ୍ର – ଅଷ୍ଠ ସିଦ୍ଧି ନୌ ନିଧି କେ ଦାତା, ଅସ ବର ଦୀନ ଜାନକୀ ମାତା । ଜୟ ସୀୟାରାମ ଜୟସୀୟାରାମ ଜୟସୀୟାରାମ । । ଜୀବନରେ ବ୍ୟକ୍ତିକୁ ଶକ୍ତିର ପ୍ରାପ୍ତି କରିବାକୁ ପଡିବ ଏବଂ ସମସ୍ତ ଅସୁବିଧାରୁ ମୁକ୍ତି ପ୍ରାପ୍ତି କରିବାକୁ ପଡିବ । ତେଣୁ ଏହି ମନ୍ତ୍ରର ଜପ ନିଶ୍ଚିତ କରିବାକୁ ପଡିବ । ଏହାସହିତ ଅଷ୍ଠସିଦ୍ଧିକୁ ପ୍ରାପ୍ତ କରିବା ପାଇଂ ମଧ୍ୟ ପ୍ରାତଃ କାଳରେ 108ଥର ଏହି ମନ୍ତ୍ରର ଜପ କରିବାକୁ ପଡିବ ।

ଚତୁର୍ଥ ମନ୍ତ୍ର – ବିଦ୍ୟାବାନ ଗୁନୀ ଅତି ଚାତୁର , ରାମ କାଳ କରିବେ କୋ ଆତୁର ।

ବିଦ୍ୟା ଏବଂ ବୁଦ୍ଧିକୁ ପ୍ରାପ୍ତ କରିବା ପାଇଁ ପ୍ରତ୍ୟେକ ଦିନ 11 ଥର ଏହି ମନ୍ତ୍ର ଜପ କରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହା ବହୁତ ବଡ ଶକ୍ତି ଭଳି କାର୍ଯ୍ୟ କରିଥାଏ ।

ପଞ୍ଚମ ମନ୍ତ୍ର – ଭୀମ ରୂପ ଧରି ଅସୁର ସହାଁରେ, ରାମଚନ୍ଦ୍ର କେ କାଜ ସଂବାରେ ।

କୌଣସି ବ୍ୟକ୍ତି ଶତୃବାଧା ଯୋଗୁଁ ଅସୁବିଧାରେ ଅଛି କିମ୍ବାର ବ୍ୟକ୍ତିର କାର୍ଯ୍ୟ ହୋଇପାରୁ ନାହିଁ ତେବେ ଏହି ମନ୍ତ୍ରର ଜପ ପ୍ରତିଦିନ 108 ଥର କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।