Odisha News Portal

ଏହି ସବୁ ରୋଗରେ ଆକ୍ରାନ୍ତ ଥିଲେ ଏହି ପରିବାର ସେବନ କରନ୍ତୁ ନାହିଁ , ନିଶ୍ଚିତ ଜାଣନ୍ତୁ ନଚେତ୍ ପରେ ପସ୍ତେଇ ପାରନ୍ତି….

0 8

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ସୁନ୍ଦର କଥା ବିଷୟରେ କହିବୁ , ଯାହା ଆପଣ ମାନେ ଜାଣିବା ନିତାନ୍ତ ଆବଶ୍ୟକ । କାହିଁକିନା ଏହାକୁ ଆପଣ ମାନେ ନିଜର ଦୈନଦୀନ ଜୀବନରେ ବ୍ୟବହାର କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଗୋଟିଏ ପରିବା ବିଷୟରେ କହିବୁ ଯାହାକୁ ଯଦି ଆପଣ ମାନେ ସେବନ କରୁଛନ୍ତି ତେବେ ତାହାକୁ ସେବନ କରନ୍ତୁ ନାହିଁ । ଅର୍ଥାତ ସେହି ପରିବାର ଦେହ ପାଇଁ ବହୁତ ଭଲ ଏବଂ ତା ଦ୍ୱାରା ଆମକୁ ବହୁତ ଭିଟାମିନ ଏବଂ ଶକ୍ତି ମିଲିଥାଏ ମାତ୍ର ଏମିତି କିଛି ରୋଗ ରହିଛି ଯଦି ଆପମ ମାନେ ସେହି ରୋଗରେ ଆତ୍ରାନ୍ତ ଅଛନ୍ତି ତେବେ ସେହି ପରିବାକୁ ଖାଇବେ ନାହିଁ ।

ଆମେ ଆପଣ ମାନଙ୍କୁ ଯେଉଁ ପରିବା କଥା କହୁଛୁ ତାହା ହେଉଛି ଫୁଲକୋବି , ତେବେ ଆପଣ ମାନେ କେବେବି ଫୁଲକୋବିର ଏବେକା ସମୟରେ ବହୁତ ମାତ୍ରାରେ ମିଳୁତିବ ଏବଂ ଆପଣ ମାନେ ମଧ୍ୟ ତାହାକୁ କାଇବା ପାିଁ ବହୁତ ପସନ୍ଦ କରୁଥିଲେ । କେତେକ ଲୋକମାନେ ମଧ୍ୟ ଏହାକୁ କଞ୍ଚାରେ ସେବନ କରିଥାନ୍ତି ତାହା ମଧ୍ୟ ଶରୀର ପାଇଁ ବହୁତ ଭଲ ଅଟେ । ମାତ୍ର କିଛି କାରଣ ପାଇଁ ଏହି ଫୁଲକୋବିର ସେବନ କରିବା ଠିକ ନ, ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି କାରଣ ।

ଅଧିକାଂଶ ଲୋକେ ଫୁଲକୋବି ଖାଇବା ପାଇଁ ପସନ୍ଦ କରନ୍ତି , ଫୁଲକୋବିରେ କ୍ୟାସମିୟେ , ପ୍ରୋଟିନ , କାର୍ବୋହାଇଡ୍ରେଟ ଏବଂ ଲୋବତତ୍ତ୍ୱ ବ୍ୟତୀତ ଭିଟାମିନ ଏ , ବି , ସି ଏବଂ ଆଇଓଡିନ ଓ ପଟାସିୟମ ଭରପୁର ମାତ୍ରାରେ ରହିଥାଏ । ଏହି ମସସ୍ତ ଜିନିଷ ଶରୀର ପାଇଁ ଲାଭ ଦାୟକ ହୋଇଥାଏ । କ୍ୟାଲସିୟମ ମାତ୍ରା ଅଧିକ ଥିବାରୁ ଫୁଲ କୋବି ଖାଇବା ଶରୀର ପାଇଁ ଲାଭ ହୋଇଥାଏ । ଫୁଲକୋବିକୁ ଲୋକମାନେ ଭିନ୍ନ ଭିନ୍ନ ରୂପରେ ରାନ୍ଧି ଖାଇଥାନ୍ତି ।

କିଏ କୋବି ତରକାରୀ ଖାଇବାକୁ ଭଲପାଏ ତ ପୁଣି କିଏ କୋବି ଆଚାର ଖାଇବା ପାଇଁ ପସନ୍ଦ କରେ । ଏହା ବ୍ୟତୀତ କୋବିର ଅନେକ ଆଇଟମ ରହିଛି ଯେଉଁଥିରେ କୋବିକୁ ରାନ୍ଧି କାଇଲେ ମଧ୍ୟ ତାହା ସ୍ୱାଦିଷ୍ଟ ଲାଗେ । କଞ୍ଚା କୋବି ଖାଇବା ଦ୍ୱାରା ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାର୍ଯ୍ୟ କରେ । ମାତ୍ର କିଛି ଲୋକଙ୍କ ପାଇଁ ଫୁଲକୋବି ଖାଇବା ବିଷ ସହିତ ସମାନ ହୋଇଥାଏ ।

ଯେଉଁ ମାନଙ୍କୁ ଥାଇରୋଏଡର ସମସ୍ୟା ରହିଥାଏ ସେମାନଙ୍କୁ କୋବି ଖାଇବା ଅନୁଚିତ । ଏହା ଦ୍ୱାରା ଶରୀର ଟିଥ୍ରି ଟି ହରମୋନ ବଢିପାରେ । ଯେଉଁ ମାନଙ୍କର ପିତ୍ତକୋଷ ବା କିଡନିରେ ପଥର ସମସ୍ୟା ରହିଥାଏ ସେମାନଙ୍କ ପାଇଁ କୋବି ଖାଇବା ଭୟଙ୍କର ହୋଇପାରେ । କୋବିରେ କ୍ୟାସସିୟମ ମାତ୍ରା ଅଧିକ ରହିଥାଏ ଏଥିପାଇଁ ଶରୀରେ ୟୁରିକ ଏସିଡ ଅଧିକ ଥିଲେ କୋବି ଖାଇବା ଅନୁଚିତ .। କାହିଁକିନା ଏହା ଦ୍ୱାରା ଶରୀରରେ ଏସିଡ ମାତ୍ରା ବଢିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।