Pregnancy Tips – ଏହିସବୁ ଲକ୍ଷଣରୁ ଜାଣନ୍ତୁ ନର୍ମାଲ ଡେ଼ଲିଭରି ହିଁ ହବ 100 % ଗ୍ୟାରେଣ୍ଟି

ପ୍ରତ୍ୟେକ ମହିଳା ମାନଙ୍କ ପାଇଁ ବିବାହ ଏକ ସ୍ୱପ୍ନ ହୋଇଥାଏ ଏବଂ ବିବାହ ପରେ ପ୍ରତ୍ୟେକ ଝିଅ ମାନେ ମା ହେବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ଗୋଟିଏ ଝିଅ ଜୀବନରେ ମା ବନିବା ଏକ ପ୍ରକାର ସୌଭାଗ୍ୟ ଅର୍ଜନ କରିବା ସହିତ ସମାନ ହୋଇଥାଏ । କିନ୍ତୁ ଅନେକ ମହିଳା ମାନେ ରହିଛନ୍ତି ଯେଉଁ ମାନେ ବିବାହ ପରେ ମା ହେବାକୁ ଇଚ୍ଛା ପ୍ରକାଶ କରିଥାନ୍ତି କିନ୍ତୁ ଆଉ କେତେକ ମହିଳା ବିବାହ ର କିଛି ଦିନ ପରେ ମା ହେବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । କିନ୍ତୁ କେତେକ କାରଣ ଯୋଗୁଁ ସେମାନେ ମା ହେବାରୁ ବଞ୍ଚିତ ରହିଥାନ୍ତି ,ସେମାନଙ୍କ ଠାରେ କେତେ ଗୁ଼ଡିଏ ସମସ୍ୟା ମାନ ଦେଖାଯାଏ ଥାଏ ।

ଜଣେ ଗର୍ଭବତୀ ମହିଳା ନିଜ ଗର୍ଭରେ 9 ମାସ ଧରି ଅନେକ କଷ୍ଟ ଯନ୍ତ୍ରଣାସହି ଶିଶୁଟିକି ଜନ୍ମ ଦେଇଥାଏ । କିନ୍ତୁ ଶିଶୁଟିକୁ ଜନ୍ମ ଦେବା ପୂର୍ବରୁ ସେମାନଙ୍କ ମନରେ ଏହି ଭୟ ରହିଥାଏ ଯେ ତାଙ୍କର ନର୍ମାଲ ଡେଲିଭରି ହେବ ନା ସିଜେରିଂ ହବ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ କେତେକ ଲକ୍ଷଣ ଗୁ଼ଡିକ ବିଷୟରେ ଜଣେଇବୁ , ଯାହା ସାହାର୍ଯ୍ୟରେ ଆପଣ ମାନେ ଜାଣି ପାରିବେ ଯେ ଆପଣଙ୍କର ନର୍ମାଲ ଡେଲିଭରି ହେବ ନା ସିଜେରିଂ ହେବ । ତେବେ ଆସନ୍ତୁ ଜାଣିବା ସେହି ଲକ୍ଷଣ ଗୁଡିକ ବିଷୟରେ ।

1. ସାଧାରଣତଃ ଗର୍ଭବତୀ ମହିଳା ମାନଙ୍କୁ ଡେଲିଭରି ସମୟରେ ଅଧିକ ପରିସ୍ରା ଲାଗିଥାଏ , କିନ୍ତୁ ଜଣେ ଗର୍ଭବତୀ ମହିଳା ଙ୍କୁ 8 ମାସ ପରେ ତା ଠାରୁ ଅଧିକ ରୁ ଅଧିକ ପରିସ୍ରା ଲାଗୁଛି । ତେବେ ଜାଣି ରଖନ୍ତୁ ଆପଣଙ୍କର ନର୍ମାଲ ଡେଲିଭରି ହେବ ।

2. ଗର୍ଭ ଧାରଣର 9 ମାସ ରେ ଯଦି ଗର୍ଭବତୀ ମହିଳାଙ୍କୁ ତାଙ୍କ ତଳ ଭାଗ ଓଜନିଆ ଲାଗିଥାଏ , ତେବେ ଜାଣି ରଖନ୍ତୁ ଯେ ତାଙ୍କର ପେଟର ତଳଭାଗକୁ ପିଲାଟି ଆସି ସାରିଛି । ଏହା ଦ୍ୱାରା ଜାଣି ରଖନ୍ତୁ ଯେ ଆପଣଙ୍କର ନର୍ମାଲ ଡେଲିଭରି ହେବାକୁ ଯାଉଛି ।

3. ଗର୍ଭବତୀ ସମୟରେ ମହିଳା ମାନଙ୍କ ଠାରେ ହାତ ଗୋଡ ଯନ୍ତ୍ରଣା ହେବା ଅନୁଭବ ହୋଇଥାଏ କିନ୍ତୁ ଜାଣି ରଖନ୍ତୁ ଯଦି 8 ମାସ ପରେ ଆପଣଙ୍କ କମର ର ତଳଭାଗ ଅଧିକ ଯନ୍ତ୍ରଣା ବା କଷ୍ଟ ଅନୁଭବ ହୋଇଥାଏ । ତେବେ ଆପଣ ମାନେ ଜାଣି ରଖନ୍ତୁ ଯେ ଆପଣଙ୍କର ନର୍ମାଲ ଡେଲିଭରି ହେବ ।

4. ଯଦି ଗର୍ଭଧାରଣର 8 ମାସ ପରେ ପିଲାଟିର ଗତି ଧୀରେ ଧୀରେ କମ ହେବାର ଅନୁଭବ ହେଉଥାଏ ଅର୍ଥାତ୍ ପୂର୍ବ ଅପେକ୍ଷା କମ ଗତି କରୁଥାଏ । ତେବେ ଆପଣଙ୍କର ନିଶ୍ଚିତ ରୂପେ ନର୍ମାଲ ଡେଲିଭରି ହେବ । ଏହି ସବୁ ଲକ୍ଷଣ ଯଦି ଆପଣ ମାନଙ୍କ ଠାରେ ଦେଖାଯାଉଛି ତେବେ ନିଶ୍ଚିତ ରୂପେ ଆପଣଙ୍କ ର ନର୍ମାଲ ଡେଲିଭରି ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment