Odisha News Portal

ଏହି ରାଶିର ପୁଅ ମାନେ କେବେବି ନିଜ ସ୍ତ୍ରୀକୁ ଖୁସିରେ ରଖିପାରନ୍ତି ନାହିଁ ! ଟିକିଏ ସୁଖ ପାଇବା ପାଇଁ ସ୍ତ୍ରୀ ମାନେ ହୋଇଥାନ୍ତି ବିକଳ……

ଆମେ ଆପଣ ମାନଙ୍କୁ ବହୁତ ସମୟରେ ଅନେକ କଥା କହିଥାଉ ଯାହାକୁ ଆପଣ ମାନେ ଜାଣିଥାନ୍ତି ସେହିପରି ଆଜି ମଧ୍ୟ ସେମିତି କିଛି କଥା କହିବୁ । ଯାହା ଆପଣ ମାନେ ଜାଣିରଖିବା ନିତାନ୍ତ ଅବଶ୍ୟକ ଅଟେ । କାରଣ ଯଦି ଆପଣଙ୍କର ସ୍ୱାମୀ ସେହି ରାଶିର ବ୍ୟକ୍ତି ହୋଇଥିବେ ଏବଂ ସେମିତି ବ୍ୟବହାର ପ୍ରଦର୍ଶନ କରୁଥିବେ ତେବେ ତାହାର ପଛର କାରଣ ଏହା ହୋଇଥାଏ ।ଆଜି ଆମେ ଆପଣ ମାନଙ୍କୁ କହିବୁ କି କେବେବି ଏହି ତିନୋଟି ରାଶିର ପୁଅ ମାନେ ନିଜର ସ୍ତ୍ରୀ ମାନଙ୍କୁ ଖୁସି କରି ପାରନ୍ତି ନାହିଁ ।

ମଣିଷର ସ୍ୱଭାବ ଚିନ୍ତାଧାରା ସେମାନଙ୍କର ପରିଚୟ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ତିନୋଟି ରାଶିର ପୁଅ ମାନଙ୍କ ବିଷୟରେ କହିବୁ ଯେଉଁମାନେ କି କେବେବି ନିଜର ସ୍ତ୍ରୀ ମାନଙ୍କୁ ଖୁସିରେ ରଖିପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

1–ମୀନ ରାଶି

ଜ୍ୟୋତିଷ ଶାସ୍ତ୍ରରେ ବାରଟି ରାଶି ମାନଙ୍କ ମଧ୍ୟରୁ ସବୁଠାରୁ ଶେଷରେ ଆସିଥାଏ ମୀନ ରାଶି । ତେବେ ଏହି ରାଶିର ପୁଅ ମାନଙ୍କ ବିଷୟରେ କହିଲେ ଏମାନେ କେବେବି ନିଜର ସ୍ତ୍ରୀ ମାନଙ୍କୁ ଖୁସିରେ ରଖିପାରନ୍ତି ନାହିଁ । ଏହି ପୁରୁଷ ମାନେ ନିଜର ସ୍ତ୍ରୀର ସମସ୍ତ କାମରେ ଦୋଷ ବାହାର କରନ୍ତି । ଏମାନଙ୍କର ସ୍ତ୍ରୀ ଯେତେ କାମ କଲେ ମଧ୍ୟ ଏମାନେ ପ୍ରଶଂସା କରନ୍ତି ନାହିଁ । ଏହି କାରଣ ପାଇଁ ଭଲ ସଂପର୍କ ମଧ୍ୟ ଖରାପ ହୋଇଥାଏ ।

2–ବୃଷ ରାଶି


ଏହି ରାଶିର ବ୍ୟକ୍ତି ମାନେ ବା ପୁରୁଷ ମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି । ବୃଷ ରାଶିର ପୁରୁଷ ମାନେ ନିଜର ସ୍ତ୍ରୀ ମାନଙ୍କୁ ଖୁସି ନକରିବା ପଛରେ ଗୋଟିଏ କାରଣ ରହିଥାଏ । ସେହି କାରଣଟି ହେଉଛି ଏମାନେ କେବେବି ନିଜର ଭଲ ପାଇବାକୁ ପ୍ରକାଶ କରିପାରନ୍ତି ନାହିଁ । କାହିଁକିନା ଏମାନେ ବହୁତ ଲାଜୁଆ ସ୍ୱଭାବର ହୋଇଥାନ୍ତି ଯେଉଁଥିପାଇଁ ନିଜର ମନ କଥା କହିପାରନ୍ତି ନାହିଁ । ଏମାନେ ଧୋକାବଜ ନୁହନ୍ତି ମାତ୍ର ନିଜର ଭଲପାଇବାକୁ ପ୍ରକାଶ ନକରିପାରିବାରୁ ଏମାନଙ୍କର ସ୍ୱାମୀ ସ୍ତ୍ରୀ ସଂପର୍କ ଖରାପ ହୋଇଥାଏ ।

3–କନ୍ୟା ରାଶି


ଏହି ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି ମାତ୍ର କେବେବି ଏମାନେ ନିଜର ସ୍ତ୍ରୀ ମାନଙ୍କୁ ଖୁସିରେ ରଖିପାରନ୍ତି ନାହିଁ । ଏମାନେ ନିଜ ସ୍ତ୍ରୀକୁ ଖୁସିରେ ନରଖିବା ପଛରେ ଗୋଟିଏ କାରଣ ଥାଏ , ଯାହା ହେଉଛି କି ଏମାନେ ନିଜର ସ୍ତ୍ରୀ ମାନଙ୍କୁ ସର୍ବଦା ନିୟନ୍ତ୍ରଣରେ ରଖିବା ପାଇଁ ଚାହିଁଥାନ୍ତି । କେବେବି ନିଜର ସ୍ତ୍ରୀକୁ ସ୍ୱାଧୀନତା ଦେଇନଥାନ୍ତି । ମାତ୍ର ସମସ୍ତ ସ୍ତ୍ରୀ ମାନେ ଚାହାନ୍ତି କି ସେମାନଙ୍କୁ ସ୍ୱାଧୀନତା ମିଳୁ ମାତ୍ର ଏମାନେ ନିଜ ସ୍ତ୍ରୀକୁ ସର୍ବଦା ନିଜ ଆୟତ୍ତରେ ରଖିଥାନ୍ତି । ପ୍ରଥମେ ନିଜ ସ୍ତ୍ରୀକୁ ବହୁତ ଭଲ ପାଇଥାନ୍ତି ମାତ୍ର ପରେ ନିଜ ଆୟତ୍ତରେ ରଖିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।