Odisha News Portal

ଏହି ରାଶି ଉପରେ ଶନିଦେବ ଢାଳିବେ ପ୍ରଚୁର ଧନ . ବିଶେଷ କୃପା ବର୍ଷିବାକୁ ଯାଉଛି , ଆପଣଙ୍କ ରାଶି ଏଥିରେ ଅଛି କି ?

ଆମର ହିନ୍ଦୁ ଧର୍ମରେ ଭଗବାନ ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ , ଶନି ଦେବ ଯେତେବେଳେ କାହା ଉପରେ ଖୁସି ହୁଅନ୍ତି ତେବେ ସେହି ସମୟରେ ସେହି ମନୁଷ୍ୟର ଭାଗ୍ୟ ବଦଳିଯାଏ । ଶନିଦେବ କାହାର ଶତ୍ରୁ ନୁହନ୍ତି ବରଂ ମିତ୍ର ଅଟନ୍ତି । ଶନିଦେବ ଜଣେ ନ୍ୟାୟପ୍ରିୟ ଦେବତା ଅଟନ୍ତି ଯିଏ କି ପ୍ରତ୍ୟେକ ମନୁଷ୍ୟ ସହିତ ନ୍ୟାୟ କରିଥାନ୍ତି । ମାତ୍ର ଯେଉଁମାନେ ଅନୈତିକ କାର୍ଯ୍ୟ କରନ୍ତି ସେମାନଙ୍କର ଉପରେ ଶନିଦେବଙ୍କର ପ୍ରକୋପ ପଡିଥାଏ ।

ଯେତେବେଳେ ଶନିଦେବ କେଉଁ ରାଶି ଉପରେ ଭାରି ପଡନ୍ତି ତ କାହା ଉପରେ ଖୁସି ହୁଅନ୍ତି ତ କାହା ଉପରେ ଭାରି ପଡନ୍ତି । ଜ୍ୟୋତିଷଙ୍କ ଅନୁସାରେ ଏମିତି କିଛି ରାଶି ରହିଛି ଯାହା ଉପରେ ଶନିଦେବ ଖୁସି ରହିବେ ବୋଲି କୁହାଯାଇଛି । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି ରାଶି ଗୁଡିକ ।

1–ମେଷ ରାଶି

ମେଷ ରାଶିର ଲୋକମାନେ ଉପରେ ଶନିଦେବଙ୍କର କୃପା ପାଇବେ । ଆପଣ ମାନଙ୍କ ପାଇଁ ଦିନ ଗୁଡିକ ଅତ୍ୟନ୍ତ ଶୁଭ ମୟ ହେବ । ଆପଣଙ୍କର ଜାତକରେ ଅନେକ ପରିବର୍ତ୍ତନ ହେବ , ସେଥିପାଇଁ ଆପଣ ମାନଙ୍କୁ ପୁରୁଣା କରଜରୁ ମୁକ୍ତି ମିଳିବ । ଆପଣ ନିଜ ବ୍ୟବସାୟରେ ଧ୍ୟାନ କେନ୍ଦ୍ରିତ କରିବେ ଆପଣ ମାନଙ୍କୁ ଅନେକ ଲାଭ ପ୍ରାପ୍ତ ହେବ ।

2–ସିଂହ ରାଶି

ଆପଣଙ୍କର ଦ୍ୱାରା କରାଯାଇଥିବା ସମସ୍ତ କାର୍ଯ୍ୟ ସଫଳ ହେବ । ଘର ପରିବାରରେ ମଙ୍ଗଳ କାର୍ଯ୍ୟର ଆୟୋଜନ ରହିବ । ଳନିଦେବଙ୍କର କୃପା ଆପଣଙ୍କର ଉପରେ ବର୍ଷା ସାରା ରହିବ । ଆପଣଙ୍କୁ ଆବଶ୍ୟକ ଧନ ଲାଭ ମଧ୍ୟ ହୋଇପାରେ । ଆପଣ କୌଣସି ମହତ୍ତ୍ୱ ପୂର୍ଣ୍ଣ କାର୍ଯ୍ୟ କରିପାରିବେ । ପିତା ମାତାଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବ ।

3–କନ୍ୟା ରାଶି

ଶନିଦେବ କୃପାରୁ ଚାକିରୀ କ୍ଷେତ୍ରରେ ଉନ୍ନତି ମିଳିବ । ଆପଣ ମାନେ କୌଣସି ବିଜନେସ ଆରମ୍ଭ କରିପାରନ୍ତି । ବୈବାହିକ ଜୀବନ ଭଲ ରହିବ । ଘର ପରିବାର ସୁଖମୟ ହେବ । ଆପଣ ମାନେ ଯାନ ବାହାନ କିଣିବାକ ବିଚାର ମଧ୍ୟ କରିପାରନ୍ତି । ସମସ୍ତ ପ୍ରକାର ଭୌତିକ ସୁଖ ସୁବିଦା ପ୍ରାପ୍ତ କରିବେ ।

4–ତୁଳା ରାଶି

ଆପଣ ମାନଙ୍କ ପାଇଁ ଆସୁଥିବା ସମୟ ବହୁତ ଭଲ ରହିବ । ଶନିଦେବଙ୍କର କୃପା ସର୍ବଦା ରହିବ । ଯେଉଁ କାର୍ଯ୍ୟ କରିବା ପାଇଁ ଚିନ୍ତା କରିବେ ତାହା ପୂରଣ ହେବ । ଆର୍ଥିକ ସ୍ଥିତି ମଜବୁତ ରହିବ । ଧନର ବର୍ଷା ମଧ୍ୟ ଆପଣଙ୍କ ଉପରେ ହୋଇପାରେ । ପୁରୁଣା ସମସ୍ୟାରୁ ବଞ୍ଚିତ ରହିବେ । ପ୍ରେମ ପ୍ରସଙ୍ଗରେ ଚାଲୁଥିବା ସମସ୍ୟା ଦୂର ହେବ ।

5–କର୍କଟ ରାଶି

କର୍କଟ ରାଶିର ଲୋକମାନଙ୍କ ପାଇଁ କୌଣସି ଏକ ଶୁଭ ସମୟର ଲାଭ ହେବାକୁ ଯାଉଛି । କୌଣସି ଶୁଭ ସମାଚାର ମିଳିବାର ଯୋଗ ବନୁଅଛି । ଆପଣ ମାନଙ୍କ ଘରକୁ ନୂଆ କୁଣିଆ ଘରକୁ ଆସିବା ପାଇଁ ଯାଉଛି । ମାତ୍ର ସ୍ୱାସ୍ଥ୍ୟକୁ ନେଇ କରି ଆପଣ ମାନଙ୍କୁ ଟିକେ ଅସୁବିଧା ମଧ୍ୟ ହୋଇପାରେ । ସେଥିପାଇଁ ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ । ଆପଣ ମାନେ ନିଜର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

6–କୁମ୍ଭ ରାଶ

ଆପଣ ମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ବ୍ୟାପାର ସହିତ ଜଡିତ ଲୋକମାନଙ୍କୁ ଆର୍ଥିକ ଧନ ଲାଭ ହେବାର ଯୋଗ ବନୁଅଛି । ଶନି ଦେବ ଆପଣ ମାନଙ୍କ ସମସ୍ତ କଷ୍ଟକୁ ଦୂର କରିବେ । ଲଭ ଲାଇଫ କ୍ଷେତ୍ରରେ ଆପଣ ମାନଙ୍କୁ ସଫଳତା ମିଳିପାରେ । ଦୀର୍ଘ ଦିନରୁ ଚାଲି ଆସୁଥିବା ସମସ୍ୟା ମାନଙ୍କର ଅନ୍ତ ଘଟିବ । ଆପଣ ମାନଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି ।