Odisha News Portal

ଏହି ଜାନୁଆରୀ ମାସରେ ମାତ୍ର 5 ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଆସୁଛି ମହା ପରିବର୍ତ୍ତନ ! ହେବେ କୋଟିପତି….

0 6

ଜ୍ୟୋତିଷ ଶାସ୍ତ୍ରରେ ବାରଟି ରାଶି ରହିଛି ସେହି ବାରଟି ରାଶି ରହିଥାଏ ଏବଂ ଏହି ବାରଟି ରାଶି ଉପରେ ପଡୁଥିବା ଦଶା ଅନୁସାରେ ହିଁ କୌଣସି ଜାତକର ଭବିଷ୍ୟତ ବା ବର୍ତ୍ତମାନର ହେଉଥିବା ଉତ୍ଥାନ ପତନର ସମ୍ଭାବନା ଜଣା ପଡିଯାଇଥାଏ । ଗ୍ରହ ମାନଙ୍କର ସିଧା ପ୍ରଭାବ ଏହି ରାଶି ମାନଙ୍କ ଉପରେ ପଡିଥାଏ । ପ୍ରତ୍ୟେକ ବ୍ୟକ୍ତିର କୁଣ୍ଡଳୀ ବା ଜାତକ ଏହି ରାଶି ଉପରେ ନିର୍ଭର କରିଥାଏ । ପ୍ରତ୍ୟେକ ଦିନ ଗ୍ରହ ମାନଙ୍କରେ କିଛି ନା କିଛି ପରିବର୍ତ୍ତନ ଘଟୁଛି , ଏବେ ଗ୍ରହ ମାନଙ୍କର ଚଳନର ପରିବର୍ତ୍ତନ କାରଣରୁ ଚାରି ରାଶି ଉପରେ ତାହାର କୁପ୍ରଭାବ ପଡିବାକୁ ଯାଉଛି , ଯେଉଁଥିପାଇଁ ସେହି ଚାରିଟି ରାଶିକୁ ସାବଧାନତାର ସହ ରହିବା ପାଇଁ ପଡିବ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି ରାଶି ଗୁଡିକ ।

1–ମିଥୁନ ରାଶି  –ଲୋକପ୍ରିୟତା ହ୍ରାସ ପାଇବ , ନିଜର ଆସ୍ଥା ହରାଇବେ । ଆପଣଙ୍କର ପାଖରେ ଅର୍ଥ ଅଭାବ ଦେଖାଦେଇପାରେ , ଯାହା ଦ୍ୱାରା ଆର୍ଥିକ କ୍ଷତି ସହ୍ୟ କରିବେ । ଆକସ୍ମିକ କୌଣସି କଳହରେ ପଡିପାରନ୍ତି । ପାଇଥିବା ଦ୍ରବ୍ୟ ହରାଇ ବସିବେ , କୌଣସି ଏକ ନୂତନ ଯୋଜନାରେ ନିବେଶ କରିବେ । ପରିବାରରେ ଯଞ୍ଜାଳ ଏବଂ ଖର୍ଚ୍ଚ ବଢିବା କାରଣରୁ ବିଚଳିତ ରହିବେ । କୌଣସି ଆତ୍ମୀୟତା ମାନଙ୍କ ଦ୍ୱାରା ଅସୁବିଧାରେ ପଡିପାରନ୍ତି ।

2–କର୍କଟ ରାଶି


ଆପଣ ମାନଙ୍କର ମାନସିକ ଅଶାନ୍ତି ବଢିପାରେ , ନୂଆ ବନ୍ଧୁ ମାନଙ୍କ ଦ୍ୱାରା ଅପମାନିତ ହୋଇପାରନ୍ତି । ଅଯଥା କାମରେ ଟଙ୍କା ବିନିଯୋଗ କରିବେ । ଆପଣଙ୍କ ପାଇଁ ପରିବାରରେ କଳହ ସୃଷ୍ଟି ହୋଇପାରେ । ଦୂର ବନ୍ଧୁ ମାନଙ୍କ ଦ୍ୱାରା ଅପମାନିତ ହୋଇପାରନ୍ତି । ଅବାଞ୍ଚିତ ପରିସ୍ଥିତିରେ ପଡିଯିବେ ଏବଂ ଶାରିରୀକ କଷ୍ଟ ଭୋଗିବେ ।

3--ମୀନ ରାଶି


ଅର୍ଥ ଅଭାସ ମିଳିବ , ମାନ ସମ୍ମାନରେ ହାନି ଘଟିବ । ଉପଯୁକ୍ତ ନ୍ୟାୟ ପାଇ ପାରିବେ ନାହିଁ , ପରିବାରରେ ବିଶୃଙ୍ଖଳା ଦେଖାଦେଇପାରେ । ନିଜର ପରିବେଶରେ ପରିବର୍ତ୍ତନ ହେବ , ଉପରିସ୍ଥ କତ୍ତୃପକ୍ଷ ଚାପ ପଡିଯିବ , ଆଳସ୍ୟ ଅନୁଭବ ହୋଇପାରେ । ମାନସିକ ଉଦବେଗ ବଡିଯିବ , ଯାହା ଦ୍ୱାରା କାର୍ଯ୍ୟରେ ଅବନତି ଘଟିବ । ହଠାତ ଦୁର୍ଘଟଣା ଗ୍ରସ୍ତ ହୋଇପାରନ୍ତି ତେଣୁ ସର୍ବଦା ସାବଧାନ ରୁହନ୍ତୁ ।

4–ବିଛା ରାଶି


ଭୟଭୀତ ମଧ୍ୟରେ ସମୟ ଅତିବାହିତ ହେବ , ବହୁତ ଦିନର ଅନୁସନ୍ଧାନରେ ବିଫଳ ହେବେ । ମାନସିକ ଚାପ ପଡିପାରେ , ଗୃହରେ କ୍ଲେଶ ଦେଖାଦେଇପାରେ । ବିଶ୍ୱାସ ଘାତକତାର ଶିକାର ହୋଇପାରନ୍ତି , ଶାରିରୀକ କଷ୍ଟ ଅନୁଭବ କରିପାରନ୍ତି । ଯାତ୍ରାରେ ସତର୍କତା ଅବଲମ୍ବର କରନ୍ତୁ , ଅଭାବ ଅନଟନରେ ଦିନ କଟିପାରେ । ନିଜର ଦେହ ଉପରେ କଷ୍ଟ ରହିଛି ତେଣୁ ସାବଧାନ ରୁହନ୍ତୁ । ବ୍ୟସ୍ତତା ଭିତରେ ସମୟ କଟିପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।