Odisha News Portal

ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ , କଣ ଆପଣ ଦେଇ ପାରିବେ ?

ଆମେ ମାନେ ସମସ୍ତେ ବେଶ୍ ଭଲ ଭାବରେ ଜାଣିଛେ ଆଜିର ଦୁନିଆ ଶିକ୍ଷା କ୍ଷେତ୍ରରେ କେତେ ଆଗୁଆ କେତେ ସମୃଦ୍ଧ । ଆଜି ଆଉ କେହି ବି ଅଶିକ୍ଷିତ ନାହାଁନ୍ତି ,ଆମେ ଯଦି ଦେଖିବା ଆଜିକାଲି ଯିଏ ଅଟୋ ଚଳାଉଥିବ ସେ ମଧ୍ୟ ଇଂରାଜୀରେ କଥା କହୁଥିବ । ତେବେ ଆଜିର ଦୁନିଆରେ ପାଠ ପଢିବା , ଶିକ୍ଷିତ ହେବା ଏବଂ ଭଲ ଚାକିରି ଟିଏ ପାଇବା ବହୁତ କଷ୍ଟ ହୋଇ ଗଲାଣି ।

ଯଦି ଆମେ ମାନେ ଦେଖିବା ବର୍ତ୍ତମାନ ଯୁଆଡେ ଗଲା ବେଳକୁ ଲୋକମାନେ ଆମ ବୁଦ୍ଧିର ପରୀକ୍ଷା କରୁଛନ୍ତି , ଆଉ ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା ।

ଯଦି କୌଣସି ଚାକିରି ପାଇଂ ଏଣ୍ଟ୍ରାନ୍ସ ଦେବା ପାଇଁ ୟାଉଛେ ତାହେଲେ ସେଠାରେ ବି ଆମର ବୁଦ୍ଧି ତଥା ଜ୍ଞାନର ପରୀକ୍ଷା କରୁଛନ୍ତି । ଆମକୁ ସେହି ସବୁର ଉତ୍ତର ଆମ ବୁଦ୍ଧି ମାଧ୍ୟମରେ ହିଁ କେବଳ ଦେବାକୁ ପଡିଥାଏ ।

ସେହି ସବୁ ପ୍ରଶ୍ନ ଉତ୍ତର ବହୁତ ମଜାଳିଆ ହୋଇଥାଏ ଯାହାର ଉତ୍ତର ଖେଜିବା ପାଇଁ ଆମକୁ ଭଲ ଲାଗିଥାଏ । ତାହେଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଆମ ଜୀବନରେ ଜେନେରାଲ୍ ନୋଲେଜ୍ ର କେତେ ମାତ୍ରାରେ ଆବଶ୍ୟକତା ରହିଛି ।

ମଣିଷ ପାଖରେ ଯେତେ ଜ୍ଞାନ ଥାଉ ନାଁ କାହିଁକି ତା ପାଖରେ ସାଧାରଣ ଜ୍ଞାନ ରହିବା ନିହାତି ଆବଶ୍ୟକ ଯାହାକି ବ୍ୟକ୍ତିକୁ ସମ୍ମାନ ପ୍ରାପ୍ତ କରାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ ଯାହା ଜାଣିବା ଆପଣଙ୍କ ନିହାତି ଜରୁରୀ । ଆଜି ଆମେ ଇତିହାସ ସମ୍ବନ୍ଧରେ କିଛି ପ୍ରଶ୍ନ ଏବଂ ତାର ଉତ୍ତର ବିଷୟରେ ଆପଣଙ୍କୁ ଜଣାଇବୁ ।

1. କେବେ ଚମ୍ପାରନ୍ ଆନ୍ଦୋଳନ ହୋଇଥିଲା ?
ଉତ୍ତର – 1917

2. ମହାତ୍ମାଗାନ୍ଧି ପ୍ରଥମେ କେଉଁ ସହରରେ ଆଇନ୍ ବ୍ୟବସାୟ ଆରମ୍ଭ କରିଥିଲେ ?
ଉତ୍ତର – ଅହମ୍ମଦାବାଦ୍ ଏବଂ ରାଜକୋଟ ।

3. କେଉଂ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କ ସପକ୍ଷରେ ମୋକନ୍ଧମା ଲଢିବା ପାଇଁ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକା ଯାତ୍ରା କରିଥିଲେ ?
ଉତ୍ତର – ଦାଦା ଅବଦୁଲ୍ଲା ।

4. ଦକ୍ଷିଣ ଆଫ୍ରିକାରେ ବାସ କରୁଥିବା ଭାରତୀୟଙ୍କୁ ଇଂରେଜମାନେ କଣ କହି ସମ୍ବୋନ୍ଧନ କରୁଥିଲେ ?
ଉତ୍ତର – କୁଲି ।

5. କେଉଁଠାରେ ତିନି କାଠିଆ ବ୍ୟବସ୍ଥା ପ୍ରଚଳିତ ଥିଲା ?
ଉତ୍ତର – ଚମ୍ପାରନ୍ ।

6. ଖେଡା ଆନ୍ଦୋଳନରେ ଗାନ୍ଧିଜୀଙ୍କ ମୁଖ୍ୟ ସହଯୋଗୀ ଥିଲେ ?
ଉତ୍ତର – ଇନ୍ଦୁଲାଲ୍ ଯାଜ୍ଞିକ୍ ।

7. କେବେ ରାଉଲାତ୍ ଆଇନ୍ ବିରୋଧରେ ଆନ୍ଦୋଳନ ହୋଇଥିଲା ?
ଉତ୍ତର – 1919 ।

8. କେଉଁ ଘଟଣାର ପ୍ରତିବାଦ ସ୍ବରୂପ ବିଶ୍ବକବି ରବିନ୍ଦ୍ରନାଥ ଟାଗୋର ନାଇଟ୍ ପଦ ଛାଡିଲେ ?
ଉତ୍ତର – ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ ।

9. କିଏ ଶ୍ରମିକ ମାନଙ୍କୁ ପ୍ଲେଗ୍ ବୋନସ୍ ଦେଉଥିଲେ ?
ଉତ୍ତର – ଲୁଗାକଳର ମାଲିକ ।

10. କିଏ ୟଙ୍ଗ ଇଣ୍ଡିଆର ସଂପାଦକ ଥିଲେ ?
ଉତ୍ତର – ମହାତ୍ମାଗାନ୍ଧୀ ।

11. କିଏ ଗାନ୍ଧିଜୀଙ୍କ ରାଜନୈତିକ ଗୁରୁ ଥିଲେ ?
ଉତ୍ତର – ଗୋପାଳକୃଷ୍ଣ ଗୋଖଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।