Odisha News Portal

general knowledge questions –ରାମାୟଣ ଯୁଗରେ କେଉଁ ନାରୀ କୁ ସତୀ ବୋଲି କୁହାଯାଉଥିଲା ?

ଜ୍ଞାନର ଅସୀମ ଭଣ୍ଡାର ରହିଛି। ଏହାକୁ ଯେତେ ପଢିଲେ ସରେ ନାହିଁ। ତେବେ ସେହି ଜ୍ଞାନ ଭିତରେ ଏମିତି କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଏହା ଆମର ବହୁତ ଦରକାରୀ ମଧ୍ୟ ହୋଇ ଥାଏ । ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମର ଭବିଷ୍ୟତ ରେ ବହୁତ କାମ ରେ ଆସି ଥାଏ।ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମ ଆମ ଜୀବନ ସହିତ ମଧ୍ୟ ଜଡିତ ହୋଇ ଥାଏ। ଆଉ ଏହି ଭଳି ଜାଣିବା ଦ୍ୱାରା ପଢିବା ଦ୍ୱାରା ଆମର ଜ୍ଞାନ ର ଅସୀମ ସାଗର ର ବୃଦ୍ଧି ହୋଇ ଥାଏ ।

ପୃଥିବୀ ରେ ଏମିତି ଅନେକ କଥା ରହିଛି ଯାହା ଆମେ କେବେ ଜାଣି ନଥିବା । ତେବେ ଅନେକ ଛୋଟ ଛୋଟ କଥା ରହିଛି ଯାହା ଜାଣିବା ନିହାତି ଆବଶ୍ୟକ । ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ ତେଣୁ ସରକାର ଏହି ପାଠକୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି । ତେବେ ଆଜି ଆମେ ରାମାୟଣ ବିଷୟରେ କିଛି ଅଜଣା ପ୍ରଶ୍ନ ଏବଂ ତାହାର ଉତ୍ତର ବିଷୟରେ ଜାଣିବା । ତେବେ ଆସନ୍ତୁ ଆରମ୍ଭ କରିବା ।

1. କିଏ ଗୋଟିଏ ଗୋଡରେ ଠିଆ ହୋଇ ପାଞ୍ଚ ହଜାର ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥନା କରିଥିଲେ ?


ଉତ୍ତର – ବୀଭିଷଣ ।

2. କେଉଁ ମହର୍ଷି ନିଜ ପିତାଙ୍କ ଆଦେଶରେ ମାତାଙ୍କ ମୁଣ୍ଡ କାଟି ଦେଇଥିଲେ ?

 ଉତ୍ତର- ପର୍ଶୁରାମ ।

3. ସେହି ଭାଲୁଟିର ନାମ କଣ ଯାହାକୁ ବ୍ରହ୍ମା ନିଜ ପାଟି ମାଧ୍ୟମରେ ଜନ୍ମ କରିଥିଲେ ?

ଉତ୍ତର – ଯାମ୍ବବାନ

4. କେଉଁ ଋଷି ରାମଚନ୍ଦ୍ରଙ୍କୁ ବନବାସ ନପଠେଇବା ପାଇଁ ଚେଷ୍ଟା କରିଥିଲେ ?
ଉତ୍ତର- ଜାବାଳି

5. ଲଙ୍କାକୁ ପୋଲ ତିଆରି କରିବା ପୂ୍ର୍ବରୁ ପ୍ରଭୁ ଶ୍ରୀରାମଚନ୍ଦ୍ର କାହାକୁ ପ୍ରାର୍ଥନା କରିଥିଲେ ?
ଉତ୍ତର- ଶିବ ।
6. ରାବଣର କେଉଁ ପୁତ୍ରକୁ ହନୁମାନ ଅଶୋକ ବାଟିକାରେ ହତ୍ୟା କରିଥିଲେ ?
ଉତ୍ତର- ଅକ୍ଷକୁମାର ।
7. ମହର୍ଷି ଜମଦଗ୍ନିଙ୍କୁ କିଏ ହତ୍ୟା କରିଥିଲେ ?
ଉତ୍ତର- ସହସ୍ରାଅର୍ଜୁନ ।

8. ରାମାୟଣ ଯୁଗରେ କେଉଁ ନାରୀ କୁ ସତୀ ବୋଲି କୁହାଯାଉଥିଲା ?

ଉତ୍ତର – ସୁଲୋଚନା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।