Odisha News Portal

ଆଶ୍ଚର୍ଯ୍ୟ ! ଏହି ଫୋଟୋ କୁ ZOOM କରି ଦେଖିଲେ ଆପଣଙ୍କ ମୁଣ୍ଡ ବୁଲାଇଦେବ, ଥରୁଟିଏ ନିଶ୍ଚୟ ଦେଖନ୍ତୁ

0 918

ଗୋଟିଏ ପତି ପତ୍ନୀ ର ସମ୍ପର୍କ ଭରସା ଓ ବିଶ୍ୱାସ ରେ ଗଢି ଉଠିଥାଏ । ଯଦି କୌଣସି ସମ୍ପର୍କ ରେ ଭରସା ନାହିଁ , ବିଶ୍ୱାସ ନାହିଁ , ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ନାହିଁ , ଆଉ ଦୁହେଁ ଦୁହିଁଙ୍କ ପାଇଁ ସମର୍ପଣ ନୁହନ୍ତି ତେବେ ଏହି ସମ୍ପର୍କ ର ଅର୍ଥ ହିଁ କିଛି ନାହିଁ । ଏହା ତ ଆପଣ ନିଶ୍ଚିତ ଭାବେ ଜାଣିଥିବେ ତେବେ ଆଜି ଆମେ ଏହିପରି ଏକ ଘଟଣା ର ଉଦାହରଣ ଦେବାକୁ ଯାଉଛୁ । ତେବେ କଣ ରହିଛି ସମ୍ପୂର୍ଣ ଘଟଣା ଆସନ୍ତୁ ଜାଣିବା ;

କିଛି ମାସ ପୂର୍ବର ଘଟଣା ଯେବେ ଜଣେ ମହିଳା ବିଜନେସ ଟ୍ରିପ ନାମ କହି ବାହାରକୁ ଯାଉଥିଲେ । ସେ ଗୋଟିଏ ହୋଟେଲ୍ ରହିଥିଲେ , ତାଙ୍କୁ ଯେତେବେଳେ ତାଙ୍କ ସ୍ଵାମୀ କଲ୍ କଲେ ଓ ବାରମ୍ବାର ତାଙ୍କ ଫଟୋ ମାଗିଲେ ମହିଳା ଜଣଙ୍କ ସେହି ହୋଟେଲ୍ ରୁମ ରେ ନିଜର ଏକ ଫଟୋ କ୍ଲିକ୍ କରି ସ୍ବାମୀ ଙ୍କ ପାଖକୁ ପଠାଇ ଦେଲେ ଓ ଭାବିଲେ ଆଉ କିଛି ସମୟ ଜାଏ ତାଙ୍କୁ ତାଙ୍କ ସ୍ବାମୀ ଦିଷ୍ଟର୍ବ କରିବେ ନାହିଁ । ଯେତେବଳେ ସେହି ଫଟୋ ଟି ତାଙ୍କ ସ୍ବାମୀ ଦେଖିଲେ ସେତେବେଳେ ହିଁ ଅଧିକ ବବାଲ ସୃଷ୍ଟି ହେଲା । ସେହି ଫଟୋ ଟି ତାଙ୍କ ସ୍ଵାମୀ କୁ କିଛି ଅଜିବ ଲାଗିଲା ଓ ସେ ଯେତେବେଳେ ସେହି ଫଟୋ କୁ ଜୁମ୍ କରି ଦେଖିଲେ ସେତେବେଳେ ତାଙ୍କ ସ୍ଵାମୀ ଙ୍କ ର ତାଙ୍କ ଉପରୁ ବିଶ୍ବାସ ଉଠି ଗଲା ।

ପ୍ରକୃତି ରେ ସେହି ମହିଳା ଙ୍କ ସହିତ ହୋଟେଲ୍ ରେ ଜଣେ କିଏ ପୁରୁଷ ଥିଲା ଯାହାର ଫଟୋ ମହିଳା ଙ୍କ ଫଟୋ ସହିତ ଥିଲା। ପୁରୁଷ ଜଣଙ୍କ ବେଶି ଭଲ ଭାବରେ ଦେଖା ଯାଉ ନଥିଲା କିନ୍ତୁ ହାଲ୍କା ଭାବରେ ନଜର ଆସୁଥିଲା । ଯଦି ଆଉ କିଏ ହୋଇ ଥାଆନ୍ତା ସେ ଏହାକୁ ଇଗ୍ନୋର କରି ଥାଆନ୍ତେ କିନ୍ତୁ ସେ ଏହି ଫଟୋ ଦେଖି ତାଙ୍କ ସ୍ତ୍ରୀ ଉପରେ ତାଙ୍କର ଆଉ ଭରସା ରହିଲା ନାହିଁ । ସେ ସଙ୍ଗେ ସଙ୍ଗେ ହୋଟେଲ୍ ମ୍ୟାନେଜର କୁ କଲ୍ କଲେ ଓ ନିଜ ସ୍ତ୍ରୀ ବିଷୟ ରେ ପଚାରିଲେ । ହୋଟେଲ୍ ମ୍ୟାନେଜର କହିଲେ ଯେ ତାଙ୍କ ସ୍ତ୍ରୀ ସହିତ ଜଣେ ପୁରୁଷ ବଂଧୁ ତାଙ୍କର ଅଛନ୍ତି ଓ ସେ ଦୁଇ ଜଣ ଗୋଟିଏ ରୁମ୍ ରେ ରହିଛନ୍ତି ।

ଏହାପରେ ସେ ନିଜ ସ୍ତ୍ରୀ କୁ କଲ୍ କରି ଏହି ବିଷୟ ରେ ପଚାରିଲେ ଓ ତାଙ୍କ ସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଗଲେ ଓ ଉତ୍ତର ଦେଇ ପାରିଲେ ନାହିଁ ଯେଉଁଥିପାଇଁ ତାଙ୍କ ମିଛ ଧରା ପଡ଼ିଲା । ଏହା ପରେ ସେହି ବ୍ୟକ୍ତି ଜଣଙ୍କ ତୁରନ୍ତ ନିଜ ସ୍ତ୍ରୀ କୁ ଛାଡ଼ପତ୍ର ମାଗିଲେ ଓ ବର୍ତ୍ତମାନ ର ସୂଚନା ଅନୁସାରେ ସେ ଦୁହିଙ୍କ ର ଛାଡ଼ପତ୍ର ହୋଇ ଯାଇଛି । ବର୍ତ୍ତମାନ ଦୁହେଁ ସ୍ବାମୀ ସ୍ତ୍ରୀ ଅଲଗା ଅଲଗା ରହୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।