Odisha News Portal

ପ୍ରତିଦିନ ଘରେ କଲେ ଏହି ପାଞ୍ଚଟି କାମ କଲେ ଘରକୁ ଆସିବେ ମାତା ଲକ୍ଷ୍ମୀ ଧିରେ ଧିରେ ଆର୍ଥିକ ଅଭାବ ଦୂର ହେବ !

ପ୍ରତିଦିନ ଗୃହରେ କରନ୍ତୁ ଏହି ପାଞ୍ଚଟି କାର୍ଯ୍ୟ , ଯାହା ଦ୍ୱାରା ପ୍ରସନ୍ନ ହେବେ ମନାତା ଲକ୍ଷ୍ମୀ । ଯାହା ଦ୍ୱାରା ଆପଣଙ୍କର ଆପେ ଆପେ ବଢିବାରେ ଲାଗିବ ଧନର ଭଣ୍ଡାର । ଆଜିକାଲି ଦୁନିଆରେ ଟଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ହୋଇଯାଇଛି । ସମସ୍ତେ ଚାହିଁଥାନ୍ତି କି ସେମାନଙ୍କର ଘର ଟଙ୍କା ପଇସାରେ ଭରି ରହିଥାଉ । କଠିନ ପରିସ୍ରମ , ନିଷ୍ଟା ଏବଂ କୌଶଳତାର ସହିତ ଆପଣ ମାନେ ଧନ ବୃଦ୍ଧି କରିପାରିବେ । ଏହା ସହିତ ଧନ ବୃଦ୍ଧି ପାିଇଁ ଘରର ବାସ୍ତୁ ଠିକ ରହିବା ଆବଶ୍ୟକ । ଯଦି ଆପଣଙ୍କର ଘରେ ଭରପୁର ମାଚତ୍ରାରେ ସକତାର୍ମକ ଶକ୍ତି ରହିଥାଏ ତେବେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ବହୁତ ଶୀଘ୍ର ଆସିଥାନ୍ତି । ଯେଉଁ ଘରେ ଅଧିକ ନକରାତ୍ମକ ଶକ୍ତି ରହିଥାଏ ସେ ଘରକୁ ମାତା ଲକ୍ଷ୍ମୀ କେବେବି ଆସିନଥାନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ପାଞ୍ଚଟି କାର୍ଯ୍ୟ ବିଷୟରେ କହିବୁ ଯାହାକୁ ଆପଣ ମାନେ ପ୍ରତିଦିନ ଗୃହରେ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ଆପଣଙ୍କର ଧନ ସମ୍ପତ୍ତି ଧୀରେ ଧୀରେ ବଢିବାକୁ ଲାଗିବ । ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚଟି ଉପାୟ ବିଷୟରେ ।


1–ଲୋକମାନେ ସାଧାରଣତଃ ପୂଜା ପର୍ବରେ ଘରେ ରଙ୍ଗୋଲି ତିଆରି କରିଥାନ୍ତି । ଯଦି ଆପଣ ମାନେ ଏହାକୁ ପ୍ରତ୍ୟେକ ଦିନ କରିବେ ତେବେ ମାତା ଲକ୍ଷ୍ମୀଙ୍କର ଅସେଷ କୃପା ଆପଣଙ୍କର ଉପରେ ସର୍ବଦା ରହିବ । ରଙ୍ଗୋଲି ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ଅଟେ । ତେଣୁ ଆପଣ ମାନେ ଘରର ଅଗଣାରେ ରଙ୍ଗୋଲି ନିଶ୍ଚିତ ରୂପରେ କରନ୍ତୁ ।

2--ଆପଣ ମାନେ ସଂଧ୍ୟା ସମୟରେ ଧୂପ ବା କପୂରର ଧୂଆଁ ଘରେ ବୁଲାନ୍ତୁ । ଏହାର ସୁଗନ୍ଧିତ ମହକରେ ଘରେ ସକରାତ୍ମକ ପ୍ରଭାବ ଆସିଥାଏ । ଯାହା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କର ଘରେ ବହୁତ ଶୀଘ୍ର ପ୍ରବେଶ କରିଥାନ୍ତି ।


3--ଆପଣ ମାନେ ଯେତେବେଳେ ଘରେ କିମ୍ବା ପ୍ରବେଶ କରନ୍ତି ତେବେ ପ୍ରଥମେ ଜାହାଣ ପାଦ ରଖି ପ୍ରବେଶ କରନ୍ତୁ । କାରଣ ଏହା ବହୁତ ଶୁଭ ହୋଇଥାଏ । ଏହା କରିବା ଦ୍ୱାରା ଆପଣଙ୍କର ଭାଗ୍ୟରେ ଉନ୍ନତି ହୋଇଥାଏ ।

4–ଯେତେବେଳେ ଆପଣ ମାନେ ଘର ସଫା କରୁଛନ୍ତି ତାହାର ପାଣିକୁ ଗାଧୁଆ ଘରେ ପକାନ୍ତୁ ନାହିଁ ଏହାକୁ ବାହାରେ ପକାଇ ଦିଅନ୍ତୁ । କାରଣ ଏମିତି କଲେ ଘରେ ନକରାତ୍ମକ ଶକ୍ତି ଘରୁ ବାହାରିଯିବ ।

5–ପଶୁ ପକ୍ଷୀ ମାନଙ୍କୁ ଖାଦ୍ୟ ଖାଇବା ପାଇଁ ଦିଅନ୍ତୁ ଏବଂ ପକ୍ଷୀ ମାନଙ୍କର ତୃଷ୍ନା ମେଣ୍ଟାଇବା ପାଇଁ ଆପଣ ମାନେ ଛାତ ଉପରେ ଏକ ପାତ୍ରରେ କିଛି ଜଳ ରଖନ୍ତୁ । ଏପରି ଦୟା , ସ୍ୱଭାବ ଦେଖିଲେ ଭଗବାନଙ୍କର କୃପା ଆପଣଙ୍କର ଉପରେ ସର୍ବଦା ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।