ଏହି ନୂଆ ସିନେମାଟା ହଲରେ ଚାଲିବ ଆଉ ଆୱାର୍ଡ ପାଇଁ ବି ଯିବ… ଏ ନେଇ କଣ କହିଲେ ମିଟୁ ମିଥୁନ, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଅନେକ ପ୍ରକାରର ଭିଡିଓ ମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଠି ଓଡ଼ିଆ ଫ୍ଲିମ ଦୁନିଆର ଜଣେ ବେଶ ଜଣା ଶୁଣା ଅଭିନେତା ଜଣଙ୍କ କହିଛନ୍ତି କି ବିନା ନେକବ ରେ ପ୍ରକାଶ ପାଇବାକୁ ଯାଉଛି ଏକ ଫ୍ଲିମ | ଆଉ ଯେଉଁ ଫ୍ଲିମ ରେ ହିରୋ ହିରୋଇନ ସହିତ କୌଣସି ଆଟିଷ୍ଟ ମାନେ ନେବେ ନାହିଁ ମେକବ | କିନ୍ତୁ ସେହି ଫ୍ଲିମ ଟି ସମସ୍ତଙ୍କ ମନକୁ ଛୁଇଁବା ସହିତ ହଲ ରେ ପଡିବ ଓ ଆୱାଡ଼ ମଧ୍ୟ ପାଇବ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଯାହା କୁହାଯାଉଛି କି ଡାଇରେକ୍ଟ ଙ୍କ କଥା ଅନୁସାରେ ଏକ ନୂଆ ଫ୍ଲିମ ଟି ବର୍ତ୍ତମାନ ରିଲିଜ ହେବାକୁ ଯାଉଛି ଆଉ ସେଥିରେ କେହି ମେକବ ନେବେ ନାହିଁ ବୋଲି ମଧ୍ୟ କହିଛନ୍ତି ମିଟୁ ମିଥୁନ ଙ୍କୁ | ତେବେ ଯାହା କୁହାଯାଉଛି କି ଆଜି କାଲି ହେଉଛି ମେକବ ର ଯୁଗ ବିନା ମେକବ ରେ ଫ୍ଲିମ କରିବା ତ ଅସମ୍ଭବ କଥା |ତେବେ ଏଭଳି ସମୟରେ ସିନେ କଳାକାର ମାନଙ୍କର ବିନା ମେକବ ରେ ଫ୍ଲିମ କରିବା ସତରେ ଗୋଟିଏ ନୂଆ କଥା ଅଟେ ବୋଲି କୁହାଯାଉଛି | ଆଉ ଏହି ଫ୍ଲିମ ଟି ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ପାଇଁ ଗୋଟିଏ ଗର୍ବ ର ବିଷୟ ହେବ ବୋଲି ମଧ୍ୟ କୁହାଯାଉଛି |

ଯାହା କହୁଛନ୍ତି ମିଟୁ ମିଥୁନ କି ଏହି ଫ୍ଲିମ ଟିର ନାଁ ହେଉଛି “ମାନସୀ “, ଆଉ ଏହି ଫ୍ଲିମ ରେ ଡାଇରେକ୍ଟ ଭାବରେ ଅଶୋକ ବାବୁ ଅଛନ୍ତି ଆଉ ଯିଏ କି ଆଗରୁ ଅନେକ ଫ୍ଲିମ ଆମ ଓଡ଼ିଆ ଇଣ୍ଡୋଷ୍ଟ୍ରି ପାଇଁ କରିକି ବହୁତ ସାରା ପ୍ରସଂଶା ମଧ୍ୟ ଅର୍ଜନ କରିଛନ୍ତି ବୋଲି କୁହାଯାଉଛି |ତେବେ ସଲ ମାଟିର ପୁଅ କେବେ ବି ହାରିବନି ବୋଲି କୁହାଯାଉଛି | ଆଉ ଏହି ଫ୍ଲିମ ଟି ହଲ ରେ ଚାଲିବା ସହିତ ଆୱାର୍ଡ ମଧ୍ୟ ପାଇବା କଥା କହିଛନ୍ତି ମିଟୁ ମିଥୁନ |

ତେବେ ଏହି ଫ୍ଲିମରେ ମିଟୁ ମିଥୁନ ଦଲାଲ ର ଭୂମିକା କରିଛନ୍ତି ଓ ଯେଉଁଥିରେ ସେ ବେସିଆ ସାହିରେ ମଦ ପିଇକି ବୁଲିବା କଥା ମଧ୍ୟ କୁହାଯାଇଛି ଏହି ଫ୍ଲିମ ରେ | ତେବେ ବିନା ମେକବ ରେ ଏହିଭଳି ଫ୍ଲିମ ସମସ୍ତଙ୍କର ବେଶ ପସନ୍ଦ ଆସିବ ବୋଲି ସମସ୍ତଙ୍କର ଆଶା ରହିଛି | ଆଉ ଅଲିଉଡ ପାଇଁ ଏକ ଗର୍ବ ର କଥା ବୋଲି ମଧ୍ୟ କୁହାଯାଉଛି | ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment