Odisha News Portal

ଏହି ତିନୋଟି ଗୁଣ ଥିବା ଝିଅମାନେ ହୋଇଥାନ୍ତି ଗଙ୍ଗାପରି ପବିତ୍ର ! ଯଦି ଆପଣ ଙ୍କ ଏମାନଙ୍କୁ ବିବାହ କରିବେ ତେବେ ଜୀବନ ଖୁସିରେ ବିତିବ ?

ଆଜି ଆମେ ଆପଣଙ୍କୁ ଏମିତି 3ଟି ଝିଅଙ୍କ ବିଷୟରେ ଏହି ଲେଖା ମାଧ୍ୟମରେ ଜଣାଇବୁ , ସେହି ମାନଙ୍କୁ ଯଦି ଆପଣ ଭଲ ପାଇବେ ତେବେ ଜୀବନ ସାରା ବହୁତ ଖୁସି ଏବଂ ଆନନ୍ଦରେ ରହିବେ । ତେବେ ଆଜିର ଝିଅମାନେ ବହୁତ ଅଧିକ ସ୍ବାର୍ଥପର ହୋଇଗଲେଣି । ସେମାନେ କେଉଂଠି ବି କାହାକୁ ଭଲ ପାଇ ବସିଥାନ୍ତି , ଯଦି ପୁଅ ପଇସାବାଲା ହୋଇଥିବ ଏବଂ ହେଣ୍ଡସମ୍ ହୋଇଥିବ ତେବେ ସେମାନେ ଆଉ ଆଗପଛ ବିଚାର ନକରି ତାକୁ ଭଲ ପାଇ ବସିଥାନ୍ତି ।

ଆଜି ଆମେ 3 ଟି S ବାଲା କ୍ବାଲିଟି କହିବା ଯାହା ଯଦି ଆପଣଙ୍କ ଗାର୍ଲଫ୍ରେଣ୍ଟ କିମ୍ବା ଝିଅ ପାଖରେ ଅଛି ତେବେ ସେ କେବେ ବି ଆପଣଙ୍କୁ ଛାଡି ଚାଲିଯିବ ନାହିଁ ।

1. Simplicity (ସରଳତା) –

ତେବେ ଆଜି କାଲିର ଝିଅ ମାନଙ୍କର ଏତେ ଗର୍ବ ତଥା ଅଂହକାର ହୋଇଗଲାଣି ଯେ ସେ କଥା କହିବା ସମ୍ଭବପର ନୁହେଁ । ଆଉ ବିୟୁଟିଫୁଲ୍ ଝିଅମାନେ ବିଶେଷତଃ ବହୁତ ଗର୍ବୀ ହୋଇଥାନ୍ତି । ତେବେ ସୁନ୍ଦର ସେଥିପାଇଂ ଗର୍ବ କରିବା କଣ ଦରକାର । ତେବେ ଗୋରା ହେବା, ସୁନ୍ଦର ହେବା ଏବଂ ଭଲ ଲକ୍ଷଣ ରହିବା ପାଇଂ କୌଣସି ଝିଅ କେବେ ବି କିଛି କରିନଥାନ୍ତି ବରଂ ଏହା ତ ତାଙ୍କର ଜନି୍ ଦୋଷ ହୋଇଥାଏ ।

କିନ୍ତୁ ସବୁଝିଅ ଏମିତି ନୁହଁନ୍ତି ବହୁତ ଝିଅ ଏମିତିବି ରହିଛନ୍ତି ଯେଉଂମାନେ କି ବାହାରୁ ବହୁତ ଭଲ ଦେଖେଇ ହୁଅନ୍ତି ଏବଂ କିନ୍ତୁ ଆଉ କେତେକ ଝିଅ ଅଛନ୍ତି ଯେଉଁମାନେ କି ଭିତରୁ ବାହାରୁ ବହୁତ ଭଲ ସ୍ବଭାବର ହୋଇଥାନ୍ତି । ତେବେ ସବୁବେଳେ ତମେ ଏହା ଦେଖିବା ଉଚିତ ଯେ ଭିତରୁ ତାଙ୍କର ସ୍ବଭାବ ତଥା ନେଚର୍ କେମିତି ।ତେବେ ଝିଅଙ୍କ ଠାରେ ସୁନ୍ଦରତା ନଦେଖି ସେ କେତେ ଭଲ ଏବଂ ସରଳ ଦେଖିବା ଉଚିତ । ଯାହା ଫଳରେ ଜୀବନସାରା ସୁଖରେ ରହିପାରିବ ।

2. Sensitive (ସମ୍ବେଦନଶୀଳ) –

ଆଜି ବି ପୁଅମାନେ ଏହି ଜିନିଷ ପ୍ରତି ପାଗଳ ହୋଇଯାଇଥାନ୍ତି କି ଝିଅ କେତେ ଗୋରା , କେତେ ଅଧିକ ନେଚର୍ ଦେଖିଥାନ୍ତି । କିନ୍ତୁ ଝିଅମାନଙ୍କ ପାଖରେ ସବୁବେଳେ ଦିମାକ୍ ଅଛି ନାଁ ନାହିଁ ଦେଖ । ତେବେ ସେଥିପାଇଁ ଝିଅଙ୍କ ଠାରେ ବୁଦ୍ଧି ଅଛି କି ନାହିଁ କେହି ଦେଖନ୍ତି ନାହିଁ ଆମର ପୂର୍ବଜ କିମ୍ବା ଆଜି ବି ଲୋକମାନେ ଝିଅର ସୁନ୍ଦରତା, ସଂସ୍କାରୀ, ସୁଶୀଳ ଏବଂ ସର୍ବଗୁଣାସମ୍ପର୍ଣ୍ଣ ତଥା ତା ପରିବେଶ କୁ ଆଖି ଆଗରେ ରଖି ବିବହା କରି ଆଣିଥାନ୍ତି । କିନ୍ତୁ ସବୁବେଳେ ଝିଅଙ୍କର କେତେ ବୁଦ୍ଧି ଅଛି କି ନାହିଁ ଦେଖନ୍ତୁ ।

3. Supportive (ସାହାଯ୍ୟକାରୀ ) –

ବର୍ତ୍ତମାନ ସମୟର ସବୁବେଳେ ଏହା ଦେଖିବା ଉଚିତ ଯେ ଝିଅଟିର ସପୋର୍ଟିଙ୍ଗ ନେଚର୍ ରହିଛି କି ନାହିଁ । ଯିଏ କି ଭଲ ସମୟରେ ଆପଣଙ୍କ ହାତ ଧରିକି ଥିବ ଏବଂ ଖରାପ ସମୟରେ ମଧ୍ୟ କେବେ ବି ଆପଣଙ୍କ ହାତ ଛାଡିବ ନାହିଁ । କେବଳ ପଇସା ଲୁକ୍ କୁ ଦେଖି ଆସୁଥିବା ଝିଅ ସମୟ ଆସିଲେ କେବେ ଛାଡି ଚାଲିଯିବେ ଆପଣ ଜାଣିପାରିବେନି । ଏହାସହିତ ତାଙ୍କର ଅଧିକ ଆଗ୍ରହ ରହୁଥିବା ଦରକାର ଆପଣଙ୍କ ପରିବାର ବିଷୟରେ ଜାଣିବା ପାଇଁ । ସେହିଭଳି ଝିଅକୁ ଭଲପାଇଲେ ଜୀବନସାରା ବହୁତ ଖୁସିରେ ରହିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।