Odisha News Portal

ଦୁନିଆର ଏହି ପାଞ୍ଚୋଟି ନାମର ଝିଅ ମାନେ ହୋଇଥାନ୍ତି ଗଙ୍ଗାଭଳି ପବିତ୍ର ଏବଂ ନିର୍ମଳ ! କଣ ଆପଣ ଙ୍କ ନାମ ଯୋଡି ହୋଇ ରହିଛି କି ?

0 3

ଏହି ଦୁନିଆରେ ସମସ୍ତ ଝିଅ ମାନଙ୍କୁ ବୁଝିବା ବହୁତ ହିଁ କଠିନ ହୋଇଥାଏ । କାହିଁକିନା ଗୋଟିଏ ଝିଅ ମନରେ କେତେବେଳେ କଣ ଯେ ଚାଲିଥାଏ ତାହା କେବେ ହେଲେ ମଧ୍ୟ କେହି କହିପାରିବେ ନାହିଁ । ସେମିତିରେ ତ ଆପଣ ମାନେ ଗୋଟିଏ କଥା ନିଶ୍ଚିତ ରୂପରେ ଜାଣିଥିବେ କି ଯେତେବେଳେ ସ୍ୱୟଂ ଭଗବାନ ନାରୀକୁ ବୁଝିପାରିଲେ ନାହିଁ ତେବେ ଏ ସାମାନ୍ୟ ମଣିଷ ସେହି ନାରୀକୁ କିପରି ବୁଝିବ । ଏହି ଦୁନିଆରେ ବହୁତ ଝିଅ ମାନେ ଏମିତି ମଧ୍ୟ ହୋଇଥାନ୍ତି , ଯେଉଁମାନେ ପାଣି ପରି ନିର୍ମଳ ଏବଂ ଗଙ୍ଗା ପରି ପବିତ୍ର ହୋଇଥାନ୍ତି । ଏହା ସହିତ ବହୁତ ହିଁ ଶାନ୍ତ ସ୍ୱଭାବର ମଧ୍ୟ ହୋଇଥାନ୍ତି ।

ଏମିତି ଝିଅ ମାନେ ମଧ୍ୟ ରହିଛନ୍ତି ଯେଉଁମାନେ ବହୁତ ଚାଲାକ ହୋଇଥାନ୍ତି ଏବଂ ଭରସାର ଯୋଗ୍ୟ ହୋଇନଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ସେପରି ଝିଅ ମାନଙ୍କ ବିଷୟରେ କହିବୁ ଯେଉଁମାନେ କି ବହୁତ ହିଁ ପବିତ୍ର ହୋଇଥାନ୍ତି । ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷରରେ ଆରମ୍ଭ ହୋଇଥାଏ ସେମାନଙ୍କୁ ବହୁତ ହିଁ ପବିତ୍ର ବୋଲି ମାନାଯାଏ । ତେବେ ଆସନ୍ତୁ ଜାଣିବା ସେହି ନାମ ବିଷୟରେ ।

1–A

 


ଏହି ନାମର ବ୍ୟକ୍ତି ବିଶେଷଙ୍କର ଏହି ବର୍ଷ ଧନ ସମ୍ବଦ୍ଧିତ ମାମଲା ପାଇଁ ବହୁତ ଫାଇଦା ଦାୟକ ହେବାକୁ ଯାଉଛି । ଯେଉଁ ମାନେ ବହୁତ ସମୟରୁ ପରିଶ୍ରମ କରୁଛନ୍ତି ସେମାନେ ଉଚିତ ଫଳପ୍ରାପ୍ତି କରିପାରନ୍ତି । ଏହି ବର୍ଷ ଏମାନଙ୍କୁ ବହୁତ ଭଲ ଫଳ ପ୍ରାପ୍ତି ହେବ । ଆପଣଙ୍କର କ୍ୟାରିୟରରେ ନୂଆ ନୂଆ ସୁଯୋଗ ଆସିବ ଏବଂ ସଫଳତା ନିଶ୍ଚିତ ପ୍ରାପ୍ତ ହେବ ।

2–B

ଏହି ନାମର ଝିଅ ମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି ଏହା ସହିତ ସେମାନେ ନିଜ ଜୀବନ ସାଥୀର ବହୁତ ହିଁ ବିଶ୍ୱସ୍ତ ହୋଇଥାନ୍ତି । ଏମାନେ କୌଣସି ପରିସ୍ଥିତିରେ ମଧ୍ୟ ନିଜର ଜୀବନ ସାଥୀର ସାଥ ଛାଡନ୍ତି ନାହିଁ । ଏମାନଙ୍କର ବ୍ୟବହାର ମଧ୍ୟ ବହୁତ ପବିତ୍ର ହୋଇଥାଏ ଏଥିପାଇଁ ଏମାନଙ୍କୁ ପବିତ୍ର ବୋଲି ମାନା ଯାଇଥାଏ ।

3–P

P ନାମର ଝିଅ ମାନଙ୍କୁ ସଂପର୍କକୁ ବାନ୍ଧି ରଖିବା ବହୁତ ଭଲ ଭାବରେ ଜଣାଥାଏ । ଏହି ନାମର ଝିଅ ମାନେ ପ୍ରତ୍ୟେକ ମନୁଷ୍ୟଙ୍କର ବାବନାକୁ ଧ୍ୟାନ ସହକାରେ ବୁଝିପାରନ୍ତି । ଏହି ନାମର ଝିଅ ମାନେ କେବେବି କାହାକୁ ଦୁଃଖ ଦିଅନ୍ତି ନାହିଁ । ଏହା ସହିତ ଏମାନେ ସମସ୍ତଙ୍କ ସହିତ ମଧୁର କଥା କହିଥାନ୍ତି । ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି ମାନାଯାଏ ।

4–S


ଯେଉଁ ଝିଅ ମାନଙ୍କର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ମଧ୍ୟ ବହୁତ ପବିତ୍ର ବୋଲି ମାନାଯାଏ । ଏମାନେ ବହୁତ ଲାଜକୁଳା ମଧ୍ୟ ହୋଇଥାନ୍ତି ମାତ୍ର ଏମାନେ ନିଜ ପରିବାରର ମାନ ମର୍ଯ୍ୟଦା ମଧ୍ୟ ରଖିଥାନ୍ତି । ସିଧା ଅର୍ଥରେ କହିବାକୁ ଗଲେ ଏମାନେ ନିଜ ପରିବାରକୁ କେବେବି କୌଣସି ଅସୁବିଧାରେ ପକାନ୍ତି ନାହିଁ । ଏହା ସହିତ ନିଜ ପରିବାର ଲୋକଙ୍କର ଇଚ୍ଛା ପୂରଣ କରିବାରେ ଚେଷ୍ଟା କରିଥାନ୍ତି ।

5–M

ଯେଉଁ ଝିଅ ମାନଙ୍କର ନାମ M ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି । ଏମାନଙ୍କର ସ୍ୱଭାବ ଅନ୍ୟ ମାନଙ୍କ ଠାରୁ ବହୁତ ଭଲ ହୋଇଥାଏ । ଏହି ନାମ ଥିବା ଝିଅ ମାନେ ବହୁତ ଜୋରରେ କଥା କହିଥାନ୍ତି ଏହା ସହିତ କାହାକୁ ନିରାଦର ମଧ୍ୟ କରନ୍ତି ନାହିଁ । ଏମିତିକି ଏମାନେ ନିଜର ଜୀବନ ସାଥୀକୁ ଖୁସିରେ ରଖିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।