Odisha News Portal

ଏହି ପାଞ୍ଚୋଟି ନାମର ଝିଅ ମାନେ ସବୁବେଳେ ହୋଇଥାନ୍ତି ତୁଳସୀ ଏବଂ ଗଙ୍ଗା ପରି ପବିତ୍ର !

0 14

ଏହି ଦୁନିଆରେ ସମସ୍ତ ଝିଅ ମାନଙ୍କୁ ବୁଝିବା ବହୁତ କଠିନ ହୋଇଥାଏ । କାହିଁକି ନାଁ ଗୋଟିଏ ଝିଅ ମନରେ କେତେବେଳେ କଣ ଚାଲିଥାଏ, ଏହା କେହି ବି କହିପାରିବେ ନାହିଁ । ସେମିତି ତ ଆପଣ ଗୋଟିଏ କଥା ଶୁଣିଥିବେ ଯେବେ ଭଗବାନ ନାରୀଙ୍କୁ ବୁଝି ପାରିଲେ ନାହିଁ ତାହେଲେ ସାମାନ୍ୟ ମନୁଷ୍ୟ କିପରି ବୁଝି ପାରିବ । ପ୍ରକୃତରେ କଥା ଏହା ଯେ ଝିଅ ମାନଙ୍କର ବ୍ୟବହାର ଏତେ ଅଲଗା ହୋଇଥାଏ ଯେ ସେମାନେ କେବେ କେଉଁ ଜିନିଷ ଉପରେ କଣ ପ୍ରତିକ୍ରିୟା ଦେବେ ଏହା କେହି ବି କହିପାରିବେ ନାହିଁ । ଏହି ଦୁନିଆରେ ବହୁତ ଝିଅ ଏମିତି ମଧ୍ୟ ହୋଇଥାନ୍ତି ଯେଉଁମାନେ ପାଣି ଭଳି ନିର୍ମଳ ଏବଂ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି । ଆଉ ବହୁତ ଶାନ୍ତ ସ୍ବଭାବର ହୋଇଥାନ୍ତି ।

ଏହାସହିତ ବହୁତ ଏମିତି ଝିଅମାନେ ମଧ୍ୟ ଅଛନ୍ତି ଯେଉଁମାନେ ବହୁତ ଚାଲାକ ମଧ୍ୟ ହୋଇଥାନ୍ତି ଏବଂ ଭରସାର ଯୋଗ୍ୟ ହୋଇନଥାନ୍ତି । ଆଜି ଆମେ ସେହି ମାନଙ୍କ ବିଷୟରେ କହିବୁ ଯେଉଁମାନେ ବହୁତ ପବିତ୍ର ହୋଇଥାନ୍ତି । ଆପଣଙ୍କ ଜାଣିବା ପାଇଁ କହିରଖୁଛୁ କି ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ବହୁତ ପବିତ୍ର ବୋଲି ମାନାଯାଏ ।

B ନାମ ଥିବା ଝିଅ-

ଏମାନେ ବହୁତ ଶାନ୍ତ ସ୍ବଭାବର ହୋଇଥାନ୍ତି ଏବଂ ନିଜ ଜୀବନସାଥୀଙ୍କର ବହୁତ ବିଶ୍ବସ୍ଥ ହୋଇଥାନ୍ତି । ଏମାନେ କୌଣସି ପରିସ୍ଥିତିରେ ମଧ୍ୟ ନିଜ ଜୀବନସାଥୀଙ୍କର ସାଥୀ ଛାଢନ୍ତି ନାହିଁ । ଆଉ ଏମାନଙ୍କର ବ୍ୟବାହର ମଧ୍ୟ. ବହୁତ କୋମଳ ହୋଇଥାଏ । ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି ମାନାଯାଏ ।

N ନାମ ଥିବା ଝିଅ-

ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ତେଜ ସ୍ବଭାବର ହୋଇଥାନ୍ତି । ଏମାନେ ନିଜ ପରିବାରର ଏବଂ ଜୀବନସାଥୀଙ୍କ ଧ୍ୟାନ ବହୁତ ରଖିଥାନ୍ତି । ଏମାନେ କେବେ ଏମିତି କିଛି କାମ କରିନଥାନ୍ତି ଯେଉଁଥି ପାଇଁ ତାଙ୍କ ପରିବାରର ନାମ ଖରାପ ହେବେ ଏବଂ ନିଜ ଜୀବନସାଥୀଙ୍କୁ କଷ୍ଟ ହେବ ।

P ନାମ ଥିବା ଝିଅ-

ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସଂପର୍କକୁ ବାନ୍ଧି ରଖିବା ବହୁତ ଭଲ ଭାବରେ ଜଣାଥାଏ । ଏମାନେ ସମସ୍ତଙ୍କର ଭାବନାକୁ ବହୁତ ଭଲ ଭାବରେ ବୁଝି ପାରନ୍ତି । ଏମାନେ କେବେ କାହାକୁ ଦୁଃଖ ଦିଅନ୍ତି ନାହିଁ ଏବଂ ସମସ୍ତଙ୍କ ସହିତ ମଧୁର କଥା କୁହନ୍ତି ।

S ନାମ ଥିବା ଝିଅ-

ଯେଉଂ ଝିଅ ମାନଙ୍କର ନାମର ପ୍ରଥମ ଅକ୍ଷର Sରୁ ଆରମ୍ଭ ହୋଇଥାଏ , ସେମାନେ ବହୁତ ପବିତ୍ର ହୋଇଥାନ୍ତି । ଏମାନେ ବହୁତ ଲାଜକୁରା ବି ହୋଇଥାନ୍ତି । କିନ୍ତୁ ନିଜ ପରିବାରର ମାନ ମର୍ଯ୍ୟଦାକୁ ପୂରା ଧ୍ୟାନ ରଖିଥାନ୍ତି । ଅର୍ଥାତ ଏମାନେ ନିଜ ପରିବାରକୁ ଖୁସିରେ ରଖିବା ପାଇଂ ସର୍ବଦା ଚେଷ୍ଟା କରିଥାନ୍ତି ।

M ନାମ ଥିବା ଝିଅ-

ଏମାନେ ବହୁତ ଶାନ୍ତି ସ୍ବଭାବର ହୋଇଥାନ୍ତି । ଏମାନଙ୍କର ସ୍ବଭାବ ଅନ୍ୟମାନଙ୍କ ଠାରୁ ବହୁତ ଭଲ ହୋଇଥାଏ । ଏମାନେ ବହୁତ ଜୋରରେ କଥା କହିଥାନ୍ତି କାହାକୁ ନିରାଦର କରନ୍ତି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।