ଆପଣ ମାନଙ୍କ ପାଖରେ ବି କଣ ପୁରୁଣା ନୋଟ୍, କଏନ୍ କିମ୍ବା ମୁଦ୍ରା ଅଛି କି ? ତେବେ ଦେଖନ୍ତୁ କିପରି ବିକ୍ରି କରି ଲକ୍ଷପତି ହୋଇ ପାରିବେ।

ପୁରୁଣା ଟଙ୍କା ଥିଲେ ଆପଣ ବି କହୋଇ ପାରିବେ ଲକ୍ଷପତି । ଯଦି ଆପଣଙ୍କ ପାଖରେ ରହିଛି ପୁରୁଣା ମୁଦ୍ରା ତେବେ ଆପଣ ବି ହୋଇ ପାରନ୍ତି ରାତାରାତି ଲକ୍ଷପତି । ଏହାକୁ ଆପଣ ମିଛ ବୋଲି କେବେ ହେଲେ ଭାବନ୍ତୁ ନାହିଁ । ଏହା ହେଉଛି ନିରାଟ ସତ କଥା । ଯଦି ଆପଣଙ୍କ ପାଖରେ ପୁରୁଣା ମୁଦ୍ରା ରହିଛି ତେବେ ଏହାକୁ କାହାକୁ ଦିଅନ୍ତୁ ନାହିଁ କିମ୍ବା ଏଣେତେଣେ ଫିଙ୍ଗନ୍ତୁ ନାହିଁ । କାରଣ ପୁରୁଣା ମୁଦ୍ରା ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ ।

ଭାରତରେ ଶ୍ରଦ୍ଧାଳୁଙ୍କର କୌଣସି ଅଭାବ ନାହିଁ, ଅନେକ ଏମିତି ଲୋକ ରହିଛନ୍ତି ଯେଉଁ ମାନେ କି ପୁରୁଣା ଜିନିଷକୁ କଲେକ୍ଟ କରି ବା ସଞ୍ଚୟ କରି ରଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି । ଆଉ ସେହି ମାନେ ହିଁ ଆପଣ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଦେଇ ଆପଣଙ୍କ ପୁରୁଣା ନୋଟ ଏବଂ ପୁରୁଣା କଏନ୍ ସବୁ କିଣି ନେବା ପାଇଁ ଖୋଜୁଛନ୍ତି ।

ଯଦି ଆଜି ବଜାରରେ ଗୋଟିଏ କିମ୍ବା ଦୁଇ ଟଙ୍କିଆ ନୋଟ ଦୃଶ୍ୟମାନ ହେଉ ନାହିଁ , ତେବେ ଏହି ନୋଟ ଗୁଡିକ ମୂଲ୍ୟ ବର୍ତ୍ତମାନ ଆକଳନ କରା ଯାଇ ପାରିବ ନାହିଁ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ଲୋକ ମାନେ ଏହି ମୁଦ୍ରା ଗୁଡିକୁ ନିଜ ଘରେ ରଖୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁଇ ଟଙ୍କିଆ ମୁଦ୍ରା ଏତେ ମୂଲ୍ୟବାନୁ ହୋଇପାରେ ଯାହାର ମୂଲ୍ୟ 3-10 ଲକ୍ଷ ପର୍ଯ୍ୟନ୍ତ ଯାଇପାରେ ।


ଯଦି ଆପଣଙ୍କ ପାଖରେ 1923 ମସିହା ର କୌଣସି ପୁରୁଣା ଏକ ଟଙ୍କିଆ ମୁଦ୍ରା ଅଛି ତାହାଲେ ତା ବଦଳରେ ଆପଣ ଲକ୍ଷ ଲକ୍ଷ ଟଙ୍କା ଆୟ କରି ପାରିବେ ତାକୁ ବଜାର ରେ ବିକି ପ୍ରାୟ 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରି ପାରିବେ। ଏହି ମୁଦ୍ରା ଟି ରୁପା ରେ ନିର୍ମିତ ହୋଇଥିଲା। ଧନୀ ଲୋକ ମାନେ ନିଜର ସଉକ ମେଣ୍ଟାଇବା ପାଇଁ ଏହି ପ୍ରକାର ର ପୁରୁଣା ମୁଦ୍ରା ଗୁଡିକ ସଂଗ୍ରହ କରିଥାନ୍ତି। ତେବେ ଏହ 1 ଟଙ୍କିଆ ମୁଦ୍ରା ସହ ମା ବୈଷ୍ଣବୀ ଦେବୀ ଙ୍କ ଚିତ୍ର ଥିବା ପୁରୁଣା ପାଞ୍ଚ ଟଙ୍କିଆ ମୁଦ୍ରା ର ଦାମ ମଧ୍ୟ ପ୍ରାୟ 4 – 8 ଲକ୍ଷ ଥିବା ଶୁଣିବାକୁ ମିଳୁଛି।

ତେବେ ଚାଲନ୍ତୁ ଜାଣିବା ଆପଣ ଏହି ମୁଦ୍ରା କେମିତି ବିକ୍ରି କରିବେ –

ଯଦି ଏହି ମୁଦ୍ରା ଗୁଡିକ ଆପଣ ଙ୍କ ପାଖରେ ଅଛି ତାହାଲେ ଆପଣ ଏହି ମୁଦ୍ରା କୁ ଇଣ୍ଡିଆ ମାର୍ଟ ୱେବ ସାଇଟ ରେ ବିକ୍ରି କରି ପାରିବେ। ପ୍ରଥମେ ଏହି ସାଇଟ ରେ ଲଗଇନ୍ କରନ୍ତୁ ଏହା ପରେ ଏହି ମୁଦ୍ରାର ଫୋଟୋ ଉଠାଇ ପଠେଇ ଦିଅନ୍ତୁ । ଦେଖିବେ ନିଶ୍ଚିତ ଭାବରେ ଆପଣ ଙ୍କ ର ମୁଦ୍ରା ବହୁତ ଭଲ ଦାମ ରେ ବିକ୍ରି ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment