Odisha News Portal

ଏହି ହନୁମାନ ମନ୍ତ୍ରକୁ ଆଜି ରାତିରେ କହିଦିଅନ୍ତୁ ୩ଥର ହେବ ବଡ ଚମତ୍କାର ! ପ୍ରଭୁ ହନୁମାନ ଙ୍କ ବିଶେଷ କୃପା ବର୍ଷିବାକୁ ଯାଉଛି…..

ଆଜି ଆମେ ଆପଣଙ୍କୁ ପ୍ରଭୁ ହନୁମାନଙ୍କର ଏପରି ଏକ ଚମତ୍କାରୀ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ , ଯେଉଁ ମନ୍ତ୍ରକୁ ଆପଣ ଯଦି ଥରେ ଭଲ ଭାବରେ କହି ଦିଅନ୍ତି ତେବେ ଶତ ପ୍ରତିଶତ ଆପଣଙ୍କୁ ଧନ ପ୍ରାପ୍ତି ହେବ । ଆଉ ଆପଣଙ୍କର କଷ଼୍ଟ ସବୁ ଦିନ ପାଇଁ ଦୂର ହୋଇ ଯିବ । ଏହାହେଉଛି ହନୁମାନଙ୍କର ଚମତ୍କାରୀ ମନ୍ତ୍ର ଯାହାର ଅପମାନ ଆପଣ କେବେ ବି ନକରିବା ଉଚିତ ।ଯେମିତିକି ଆମେ ସମସ୍ତେ ଜାଣିଛେ କି ବଳ, ବୁଦ୍ଧି ଓ ବିଦ୍ୟାର ନିଦାନ ଅଟନ୍ତି ହନୁମାନ, ତାଙ୍କର କୃପା ଯାହାର ଉପରେ ବି ହୋଇଯାଏ ତାହାର ସବୁ କାର୍ଯ୍ୟ ସଫଳତାରେ ପରିଣତ ହୋଇଯାଏ ।

ଏହାସହିତ ସବୁ ଅସୁବିଧାର ମଧ୍ୟ ଅନ୍ତ ଘଟିଥାଏ । କୁହାଯାଇଥାଏ ଯେ ରାମ ଭକ୍ତ ହନୁମାନଜୀ ଆଜି ବି ମଧ୍ୟ ଜୀବିତ ଅଛନ୍ତି ଏବଂ ଭକ୍ତ ମାନଙ୍କ ସମସ୍ତ ଦୁଃଖ ଦୁର୍ଦ୍ଦଶାକୁ ମଧ୍ୟ ଦୂର କରୁଛନ୍ତି । ହନୁମାନଙ୍କୁ ଯେକୌଣସି ଭି ଭକ୍ତ ସଚ୍ଚା ମନ ଏବଂ ଶ୍ରଦ୍ଧାରେ ସ୍ମରଣ କରିଥାଏ ସେ ତାହାର ଡାକ ଶୁଣିଥାନ୍ତି ଓ ତାର ସବୁ ଦୁଃଖକୁ ମଧ୍ୟ ନିବାରଣ କରିଥାନ୍ତି ।

ମଙ୍ଗଳବାର ଏବଂ ଶନିବାର ଦିନଟି ପ୍ରଭୁ ହନୁମାନଙ୍କର ଦିନ ଅଟେ । ଆଜି ଆମେ ଆପଣଙ୍କୁ ଏକ ଏମି୍ତି ମନ୍ତ୍ର କହିବାକୁ ଯାଉଛୁ ଯାହାର ଜପ କରିବା ଦ୍ବାରା ନିଜେ ବଜରଙ୍ଗବଲୀ ଆପଣଙ୍କର ସାହାଯ୍ୟ କରିବା ପାଇଁ ଆପଣଙ୍କ ସାମ୍ନାରେ ଆସି ଯେକୌଣସି ସମୟରେ ଡାକିବେ ସେହି ସମୟରେ ଛିଡା ହୋଇଯିବେ ।

ତାସହିତ ଆପଣଙ୍କର ସବୁ ମନସ୍କାମନା ଏବଂ ସବୁ ଇଚ୍ଛା ମଧ୍ୟ ପୂରଣ କରିବେ । ଆମେ ଏହିଠାରେ କହି ରଖୁଛୁ ଯେ ଏହି ମନ୍ତ୍ରର ଜପ ନିଜେ ହନୁମାନଜୀ କରୁଥିଲେ । ତେବେ ଚାଲନ୍ତୁ ଜାଣିବା କଣ ସେହି ଖାସ୍ ଚମତ୍କାରୀ ମନ୍ତ୍ର । 

ଆଜି ରାତିରେ ଶୋଇବା ପୂର୍ବରୁ ହନୁମାନଜୀଙ୍କର ସ୍ମରଣ କରି ହନୁମାନ ଚାଳିଷାର ପାଠ କରନ୍ତୁ । ଏହା ସହିତ ରାଶି ତେଲରେ ଦୀପ ଟିଏ ମଧ୍ୟ ନିଶ୍ଚୟ ଜଳାନ୍ତୁ । ତାପରେ ଏହି ଖାସ୍ ମନ୍ତ୍ରର ଜପ କରନ୍ତୁ । ତେବେ ସେହି ଖାସ୍ ଚମତ୍କରୀ ମନ୍ତ୍ରଟି ହେଉଛି –ଜୟ ଶ୍ରୀରାମ ଜୟ ଶିୟାପତି ରାମ । ଆଉ ଏହି ଚମତ୍କାରୀ ମନ୍ତ୍ରର ଜପ ଆପଣ ଅତି କମ୍ ରେ 108 ଥର କରନ୍ତୁ ।

ତେବେ ଏହା କରିବା ଦ୍ବାରା ଆପଣଙ୍କ ସହିତ ଚମତ୍କାର ହେବାରେ ଲାଗିବ । ସବୁ ଅସଫଳ କାର୍ଯ୍ୟ ସଫଳ ହେବ, ମିଳୁ ନଥିବା ଟଙ୍କା ମଧ୍ୟ ମିଳିବ । ଆଉ ଯଦି କିଛି ଇଚ୍ଛା ବା ମନସ୍କାମନା ରହିଛି ତେବେ ତାହା ମଧ୍ୟ ପୂରଣ ହେବାରେ ଲାଗିବ । ଏହା ସହିତ ଯଦି କୌଣସି ଅସୁବିଧାରେ ପଡିଛନ୍ତି ତେବେ ଏହି ମନ୍ତ୍ରଟିକୁ ଜପ କରି ଦିଅନ୍ତୁ । ଏହି ମନ୍ତ୍ରଟିକୁ ଜପ କରିବା ମାତ୍ରେ ହି ପ୍ରଭୁ ବଜରଙ୍ଗବଲୀ ଆପଣଙ୍କ ସାମ୍ନା ରେ ଯେ କୌଣସି ବି ରୂପରେ ଆସି ଛିଡା ହେବେ ଏବଂ ଆପଣଙ୍କୁ ସାହାଯ୍ୟ ବି କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।