Odisha News Portal

ଏହି ମନ୍ଦିର ରେ ଯିଏ କରିବ ବିବାହ ସେମାନେ ଦୁହେଁ ହୋଇଯିବେ ସାତ ଜନ୍ମ କୁ ସାଥି ରହିଛି ଏହି ମନ୍ଦିର ର ଅଭୁତ ରହସ୍ୟ ନିଶ୍ଚିୟ ଜଣନ୍ତୁ…

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ନ୍ଦିର ବିଷୟରେ କହିବୁ ଯେଉଁ ମନ୍ଦିରକୁ ଯିବା ପାଇଁ ଆପଣ ମାନେ ନିଶ୍ଚିତ ରୂପରେ ଇଚ୍ଛା ପ୍ରକାଶ କରିବେ । ଏହା ସହ ସେହି ମନ୍ଦିରରେ ବିବାହ କରିବା ପାଇଁ ମଧ୍ୟ ଆପଣଙ୍କର ବହୁତ ଇଚ୍ଛା ହେବ କାରଣ ସେହି ମନ୍ଦିରରେ କିଛି ରହସ୍ୟମୟ କଥା ରହିଅଛି । ଆପଣ ମାେ ତ ଜାଣିଛନ୍ତି କି ବିବାହ ହେଉଛି ଏକ ପବିତ୍ର ବନ୍ଧନ , ଏହି ବନ୍ଧନରେ ଦୁଇଟି ମନକୁ ଏକ କରିଥାଏ ଦୁଇ ପରିବାରକୁ ଏକ କରିଥାଏ ଏବଂ ଏହା ପରେ ଏକ ପବିତ୍ର ସଂପର୍କ ଆରମ୍ଭ ହୋଇଥାଏ ।

ବିବାହ ପରେ ଦୁଇ ମନ ଏକ ହୋଇ ପରସ୍ପର ପ୍ରତି ଭଲପାଇବା ଦେଇଥାନ୍ତି ଏବଂ ସାତ ଜନ୍ମର ସାଥୀ ହେବେ ବୋଲି ମଧ୍ୟ କଥା ଦେଇଥାନ୍ତି । ମାତ୍ର ଏବେକା ସମୟେ ସାତ ଦନ୍ମ କଣ ଗୋଟିଏ ଦିନ ରହିବା ମଧ୍ୟ ମୁସକିଲ ହେବାରେ ଲାଗିଛି ।

କେତେକ କ୍ଷେତ୍ରରେ ଦେଖାଯାଏ କି ବିବହା ପରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କୌଣସି କାରଣ ପାଇଁ ମନମାଳିନ୍ୟ ହେଲେ ସେହି ସଂପର୍କ ଆଉ ଭଲ ହୋଇନାହିଁ , ତାହା ଯାଇକରି ପହଞ୍ଚେ ଛାଡପତ୍ର ପାଖରେ । ଯାହା ଦ୍ୱାରା କି ସ୍ୱାମୀ ସ୍ତ୍ରୀ ଅଲଗା ହୋଇଯାଆନ୍ତି ।

ମାତ୍ର ଆଜ ଆମେ ଆପଣ ମାନଙ୍କୁ ଯେଉଁ ମନ୍ଦିର ସଂପର୍କରେ କହିବୁ ସେହି ମନ୍ଦିର ବିବାହ କରିବା ପାଇଁ ପ୍ରସିଦ୍ଧ ଅର୍ଥାତ ସେହି ମନ୍ଦିରରେ ବିବାହ କଲେ ଆପଣ ମାନେ ସାତ ଜନ୍ମର ସାଥୀ ହୋଇପାରିବେ ବୋଲି କିଛି ମାନ୍ୟତା ରହିଚି । ତେବେ କଣ ରହିଛି ଏହି ମନ୍ଦିରର ଘଟଣା ଆସନ୍ତୁ ଜାଣିବା ।

ଆମେ ଆପଣ ମାନଙ୍କୁ ଯେଉଁ ମନ୍ଦିର କଥା କହୁଛୁ ସେ ମନ୍ଦିରଟି ମହାରାଷ୍ଟ୍ରର ଦହିସରର ଥିବା ଭଟାଲ ମନ୍ଦିର । ଏହି ମନ୍ଦିରରେ ବିବାହ କଲେ ସାତ ଜନ୍ମ ସାଥୀ ହୋଇ ରହିବା ସହିତ ସଂପର୍କ ଦୃଢ ହୁଏ ବୋଲି ମାନ୍ୟତା ରହିଛି । ଏହା ବିଶ୍ୱାସ ମଧ୍ୟ ରହିଛି ଯେଉଁ ବ୍ୟକ୍ତି ନିଜର ମନର ଇଚ୍ଛା ବା ମନସ୍କାମନା ନେଇ କରି ସେହି ମନ୍ଦିରକୁ ଯାଇଥାଏ ତାହାର ଇଚ୍ଛା ପୂରଣ ହୋଇଥାଏ ।

ତେବେ ବିଶ୍ୱାସ ପାଇଁ କି ଲୋକମାନେ ଏହିଠାରେ ବିବାହ କଲେ ସାତ ଜନ୍ମ ପାଇଁ ବାନ୍ଧି ହୋଇ ରହନ୍ତି ଏଥିପାଇଁ ଅନେକ ଲୋକମାନେ ଏଠାକୁ ବିବାହ କରିବାକୁ ଆସନିଥାନ୍ତି । ଏହି ମନ୍ଦିରରେ ବହୁତ ବିବାହ ହୋଇଥାଏ ଦେଶର ଅନେକ ସ୍ଥାନରୁ ବର , କନ୍ୟା ମାନେ ବିବାହ କରିବା ପାଇଁ ଏହି ମନ୍ଦିରକୁ ଆସିଥାନ୍ତି ।

ଏହା ସହିତ ଏହି ମନ୍ଦିରକୁ ବୁଲିବା ପାଇଁ ଆସୁଥିବା ଲୋକମାନେ ମଧ୍ୟ ଏହି ମନ୍ଦିରରେ ଯେଉଁ ବିବାହ ହୋଇଥାଏ ତାହାକୁ ମଧ୍ୟ ଦେଖିଥାନ୍ତି । ଅର୍ଥାତ ଅନେକ ପର୍ଯ୍ୟଟକ ମାନେ ଏହି ମନ୍ଦିରରେ ହେଉଥିବା ବିବାହ ଗୁଡିକୁ ମଧ୍ୟ ଦେଖିବାକୁ ଆସିଥାନ୍ତି ।