Odisha News Portal

ଶୀତରେ ଥରୁଥିଲେ ଏହି ବୃଦ୍ଧା ମହିଳା ଜଣଙ୍କ ,ମହିଳା ପୋଲିସ କର୍ମଚାରୀ ଜଣଙ୍କ ଦେଖି ଏମିତି କିଛି କାମ କରିଦେଲେ ଜାଣିଲେ ଗର୍ବିତ ହେବେ ! ଏହି ମହିଳା ପୋଲିସ ପାଇଁ ଗୋଟିଏ ସେୟାର ….

ପୋଲିସ ଚାକିରୀ କରିବା ଏତେ ସହଜ ହୋଇନଥାଏ , ସେମାନେ ସର୍ବଦା ଆମର ସୁରକ୍ଷା କରିବା ଆମକୁ ନ୍ୟାୟ ପ୍ରଦାନ କରିବା ଏପରି ଅନେକ କିଛି କାମ ପାଇଂ ସର୍ବଦା ଲାଗି ରହିଥାନ୍ତି । ବେଳେବେଳେ ପୋଲିସ କର୍ମଚାରୀ ମାନେ ନିର ଡିୟୁଟି ବ୍ୟତୀତ ଏମିତି କିଛି କାମ କରିଥାନ୍ତି ଯେଉଁଥିପାଇଁ ସେମାନେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତେବେ ସୋସିଆଲ ମିଡିଆରେ ଏବେ ଗୋଟିଏ ଭିଡିଏ ଭାଇରାଲ ହେବାରେ ଲାଗିଛି ଯେ ଭିଡିଓରେ ପୋଲିସ କର୍ମଚାରୀ ଅସଅସଓ ଏକତା ସିଂ ନିଜର କାମ ପାଇଁ ଚର୍ଚ୍ଚାରେ ରହିଛନ୍ତି ।

ଏକତା ସିଂ ଯେତେବେଳେ ଡିୟୁଟି କରୁଥିଲେ ସେହି ସମୟରେ ସେ ଏକ ମହିଳାଙ୍କୁ ଏହି ଶୀତରେ ଥଣ୍ଡା ପାଦରେ ବୁଲୁଥିବାର ଦେଖିଲେ , ତେବେ ୟେତେବେଳେ ସେ ଏହି ମହିଳାଙ୍କୁ ଏହି କଥା ବିଷୟରେ ପଚାରିଲେ ତେବେ ସେହି ମହିଲା ଜଣକ କହିଲେ କି ମୋ ପାଖରେ ଜୋତା କିଣିବା ପାଇଁ ପଇସା ନାହିଁ । ଏହା ପରେ ସେହି ଏସଏଚଓ ଏକତା ସିଂ କେବଳ ସେହି ବୃଦ୍ଧ ମହିଳାଙ୍କ ପାଇଁ ଜୋତା କଣିଲେ ତାହା ନୁହେଁ ଜୋତା କିଣିବା ସହ ସେ ସେହି ବୃଦ୍ଦ ମହିଳାଙ୍କୁ ସେହି ଜୋତା ନିଜ ହାତରେ ପିନ୍ଦାଇ ଦେଇଥିଲେ ।


ଏହି ମାମଲାଟି ଉତ୍ତର ପ୍ରଦେଶର ମେଲପୁର ଜିଲ୍ଲାର ଅଟେ । ବୃଦ୍ଧ ବ୍ୟକ୍ତିକୁ ସାହାର୍ଯ୍ୟ କରିବା ପରେ ଏସଏସଓ ମହିଳା ଏକତା ସିଂ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ତାଙ୍କର ଏହି କାମ ପାଇଁ ଭାଇରାଲ ହେଉଛନ୍ତି ଏବଂ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତେବେ ସେହି ବୃଦ୍ଦି ମହିଳା ମଧ୍ୟ ଏକତା ସିଂଙ୍କୁ ଆର୍ଶିବାଦ ଦେଉଛନ୍ତି ଏବଂ ଏହି ପ୍ରକାର ଏକ ଭିଡିଏ ଲୋକମାନଙ୍କୁ ବହୁତ ହିଁ ପସନ୍ଦ ଆସିଛି ।

ଏସଏଚଓଙ୍କର ଏପରି କାମ ମେନପୁର ପୋଲିସ ଏବଂ ଉତ୍ତର ପ୍ରଦେଶର ପୋଲିସଙ୍କୁ ତାଙ୍କୁ ଅଦିକାରୀକ ଟ୍ୱିଟର ସେୟାର ମଧ୍ୟ କରିଛନ୍ତି । ସେମାନେ ଏହି ଫଟୋକୁ ଦେଖି ବୁଝି କରି କ୍ପିରସନରେ ଲେଖିଥିଲେ ମେନପୁର ଥାନା ପ୍ରଭାରୀ ଏକ ବୃଦ୍ଧ ମହିଳାଙ୍କୁ ଥଣ୍ଡାରେ ଖାଲି ପାଦରେ ଦେଖି ସେ ତାଙ୍କୁ ନିଜ ପଇସାରେ ଜୋତା କିଣିଦେଇ ନିଜ ହାତରେ ପିନ୍ଧି ଦେଇଥିଲେ ।

ଏହି ଖବର ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଅଲଗା ଅଲଗା ରିଆକସନ ଦେଖିବାକୁ ମିଳିଥିଲା । ତେବେ ଏହା ପୂର୍ବରୁ ମଧ୍ୟ ଏସଏଚଓ ଏକତା ସିଂ ଏକ ବୃଦ୍ଧି ମହିଳାଙ୍କୁ ତାଙ୍କ ହାତରେ ଶୁଆଇ ଦେଇଥିଲେ ଏବଂ ତାଙ୍କୁ କୁଣ୍ଡାଇଥିଲେ ମଧ୍ୟ । ଏହି କଥାଟି ମାର୍ଚ୍ଚ ମାସର ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।