Odisha News Portal

ସ୍ବାମୀ ସ୍ତ୍ରୀ ଙ୍କର ଏହି ମହା ଭୁଲ ପାଇଁ ଜନ୍ମ ହୁଏ ଯାଆଁଳା ପିଲା ! ଆପଣ ଏହି ଭୁଲ କରୁନାହାଁନ୍ତି ତ ? ସାବଧାନ୍ ନଚେତ୍…

ଆଜି ଆମେ ଆପଣ ମାନଙ୍କୁ ବହୁତ ବଡ କଥା ବିଷୟରେ କହିବୁ । ତେବେ କଥାଟି ହେଉଛି କି ବର୍ତ୍ତମାନ କିଛି ଭୁଲ ପାଇଁ ଜନ୍ମ ହୁଏ ଯାଆଁଳା ପିଲା । ଆପଣ ମାନେ ତ ସମସ୍ତେ କେଉଁଟି ନା କେଉଁଟି ଯାଆଁଳା ପିଲା ମାନଙ୍କୁ ଦେଖିଥିବେ । ସାଧାରଣତଃ ଯାଆଁଳା ପିଲା ଜନ୍ମ ହେବା ଏବେ ସାଧାରଣ କଥା ହୋଇଗଲାଣି । ମାତ୍ର ଆପଣ ମାନେ କଣ ଏହା ଜାଣିଛନ୍ତି କି କେଉଁ କାରଣ ପାଇଁ ଯାଆଁଳା ପିଲା ଜନ୍ମ ହୋଇଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ କହିବା କି ଗର୍ଭବତୀ ମହିଳା ମାନେ ଗର୍ଭବତୀ ଥିବା ସମୟରେ ଏପରି କେଉଁ ଭୁଲ କରିଥାନ୍ତି ଯାହା ଫଳରେ ତାଙ୍କର ଗର୍ଭରେ ଥିବା ସନ୍ତାନ ଯାଆଁଳା ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି କାରଣ ବିଷୟରେ ।

ଆମ ଗାଁ ଗହଳି ମାନଙ୍କରେ ଏହି ମାନ୍ୟତା ରହିଛି କି ଯଦି ଗର୍ଭବତୀ ମହିଳା ମାନେ ଗର୍ଭବତୀ ଥିବା ସମୟରେ ବା ଗର୍ଭବତୀ ପୂର୍ବରୁ ଯାଆଁଳା ଫଳ କିଛି ଖାଇଥାନ୍ତି ତେବେ ସେମାନଙ୍କର ଯାଆଁଳା ସନ୍ତାନ ଜନ୍ମ ହୋଇଥାଏ । ମାତ୍ର ବୈଜ୍ଞାନିକ ମାନେ ତାଙ୍କର ବିଶେଷ କିଛି ଗବେଷଣା ଦ୍ୱାରା ତାଙ୍କର କିଛି ମତ ପ୍ରକାଶ କରିଛନ୍ତି କି କଣ ପାଇଁ ଗୋଟିଏ ଶୁକ୍ରାଣୁ ଦୁଇ ଭାଗରେ ବିଭକ୍ତ ହୋଇ ଦୁଇଟି ଭ୍ରୁଣର ରୂପ ନୋଇଥାଏ । ଯାହା ଦ୍ୱାରା କି ଯାଆଁଳା ସନ୍ତାନର ଉତ୍ପତ୍ତି ହୋଇଥାଏ ।


1–ଯେଉଁ ମହିଳା ମାନେ ଅଧିକ ଗର୍ଭ ନିରୋଧକ ବଟିକା ସେବନ କରିଥାନ୍ତି କିମ୍ବା ଗର୍ଭପାତ କରାଇଥାନ୍ତି ସେମାନଙ୍କ ପାଖରେ ଯାଆଁଳା ସନ୍ତାନ ହେବାର ସମ୍ଭବାନା ରହିଥାଏ । କାରଣ ଗର୍ଭ ନିରୋଧକ ବଟିକା ସେବନ କରିବା ଦ୍ୱାରା ସେମାନଙ୍କର ଶରୀରରେ ହଲିକାଲ ସିମଲାଇଟିଙ୍ଗଲ ମାତ୍ରା କମି ଯାଇଥାଏ । ଯାହା ଫଳରେ ଶୁକ୍ରାଣୁର ଦ୍ୱିତୀୟ ଅଣ୍ଡକୋଷ ତିଆରି ହୋଇଥାଏ । ଯାହା ଦ୍ୱାରା କି ଦୁଇଟି ସନ୍ତାନର ଉପ୍ତି ହୋଇଥାଏ ।

2–ଯଦି ପୂର୍ବରୁ କୌଣସି ମହିଳାଙ୍କର ପରିବାରରେ ଯାଆଁଳା ସନ୍ତାନ ଜନ୍ମ ହୋଇଥାଏ , ତେବେ ସେମାନଙ୍କ ପାଖରେ ମଧ୍ୟ ଯାଆଁଳା ସନ୍ତାନ ହେବାର ସମ୍ଭାବନା ରହିଥାଏ ।


3–ଯେଉଁ ମହିଳା ମାନେ ଅଧିକାଁଶ ନନଭେଜ ଖାଇଥାନ୍ତି ସେମାନଙ୍କର ମୋଟାପଣ ହେବା ସହିତ ହାଇଟ ମଧ୍ୟ ଅଧିକ ରହିଥାଏ । ତେବେ ଏପରି କ୍ଷେତ୍ରରେ ଯାଆଁଳା ସନ୍ତାନ ହେବାର ସମ୍ଭାବନା ରହିଥାଏ । କାହିଁକିନା ଏମାନଙ୍କର ହରମୋନରେ ଅଧିକ ପରିମାଣର ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।


4–ଯେଉଁ ମହିଳା ପୂର୍ବରୁ ଦୁଇଟି ବା ତିନୋଟି ସନ୍ତାନ ଜନ୍ମ କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ମଧ୍ୟ ଯାଆଁଳା ସନ୍ତାନ ଜନ୍ମ ହେବାର ଦେଖାଯାଏ । କାରଣ ସେମାନଙ୍କର ଶରୀରରେ ଅଣ୍ଡକୋଷ ନିର୍ମିତ ହେବାର କ୍ଷମତା ବହୁତ ବଢିଯାଇଥାଏ । ଏହା ସହିତ ତାହା ସୁରକ୍ଷିତ ମଧ୍ୟ ରହିଥାଏ । ଯାହା ଦ୍ୱାରା ଏମାନଙ୍କ କ୍ଷେତ୍ରରେ ଯାଆଁଳା ସନ୍ତାନ ଜନ୍ମ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।