Odisha News Portal

ଏହି ଘରୋଇ ଉପାୟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ ଏବଂ 10 ମିନିଟ ପର୍ଯ୍ୟନ୍ତ ନିଜ ସ୍କନ ରେ ମସାଜ କରନ୍ତୁ , ଦେଖିବେ ସକାଳୁ ଆପଣଙ୍କ ଚେହେରା ଚମକିବ ! 100% ଗ୍ୟାରେଣ୍ଟି…..

ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କିଛି ଏମିତି ସହଜ ଘରୋଇ ଉପଚାର ପ୍ରସ୍ତୁତ କରିବାର ବିଦ୍ଧି ବିଷଯରେ ଜଣାଇବୁ ଯାହା ଆପଣଙ୍କର ସ୍କିନର କଳା ଦାଗକୁ ଲିଭାଇବାରେ ବହୁତ ଅଧିକ ସାହାଯ୍ୟ କରିବ । ଆଉ ଆପଣଙ୍କ ସ୍କନି କୁ ବହୁତ ଶିଘ୍ର ସଫା ମଧ୍ୟ କରି ଦେବ । ତେବେ ବହୁତ ଜଣଙ୍କର ଗୋରା ହେବା ପାଇଁ ବହୁତ ଅଧିକ ଇଚ୍ଚା ଥାଏ ଏବଂ ତାହା ପୁଣି ବହୁତ ଶିଘ୍ର । ତେଣୁ ଆମେ ଯେଉଁ ଉପଚାର ବିଷୟରେ କହିୁ ତାହା ଆପଣ କେବଳ ଥରେ ମାତ୍ର ପ୍ରୟୋଗ ଫଳରେ ଆପଣଙ୍କ ଫେସ୍ ପୂରା ଗ୍ଲୋ କରିବା ସହିତ ସଂମ୍ପୂର୍ଣ୍ଣ ଭାବରେ କ୍ଲିନ୍ ହୋଇଯିବ ।

ସାଧାରଣତଃ ଝିଅ ମାନଙ୍କର ସବୁବେଳେ ନିଜ ଫେସ୍ କୁ ନେଇ ଚିନ୍ତାରେ ରହିଥାନ୍ତି । କାହିଁକି ନାଁ ଅଧିକାଁଶ ସମୟରେ ଆମ ମୁହଁରେ ଅନେକ କିଛି ଜିନିଷ ବାହାରିଥାଏ । ଆଉ ତାହା ଆମ ଫସ୍ ରେ ସ୍ପଟ୍ ହୋଇ ରହିଯାଇଥାଏ । ଯାହା ଆମର ସ୍କିନ୍ କୁ କଳା କରିଦେଇଥାଏ ଏବଂ କଳା ଦାଗ ସବୁ ମଧ୍ୟ କରି ଦେଇଥାଏ ।

ତେବେ ଆଜି ଆମେ ସେଥିପାଇଂ ଗୋଟିଏ ଏମିତି ଫେସ୍ ପ୍ୟାକ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ଙ୍କ ର ସ୍କିନର ଏହି ସମସ୍ତ ସମସ୍ୟା ଗୁଡିକ ସବି ଦିନ ପାଇଂ ଦୂର କରି ଦେବ । ତେବେ ଚାଲନ୍ତୁ ଜାଣିବା ଏହା କେମିତି ପ୍ରସ୍ତୁତ କରିବା ଏବଂ ଏହାର ପ୍ରୟୋଗ କରିବାର ପ୍ରଣାଳୀ ବିଷୟରେ ।

ଆବଶ୍ୟକ ସାମଗ୍ରୀ- ଏକ ଫାଳ ଲେମ୍ବୁର ରସ , ଗୋଟିଏ ଅଣ୍ଡା, ଦୁଇ ଚାମଚ ମୁଲତାନି ମାଟି


ପ୍ରସ୍ତୁତି ପ୍ରଣାଳୀ –

ପ୍ରଥମେ ଗୋଟିଏ ଅଣ୍ଡାକୁ ଭାଙ୍ଗି ତାହାର ଅଧା ଅଂଶ ଗୋଟିଏ ବାଉଲକୁ ନିଅନ୍ତୁ । ଏହାପରେ ଗୋଟିଏ ଲେମ୍ବୁକୁ ଫାଳ କରି ତାର ରସ ବାହାର କରି ସେଥିରେ ମିଶାନ୍ତୁ । ଏହାପରେ ସେହି ଦୁଇଟି ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ତାପରେ ସେଥିରେ ଦୁଇ ଚାମଚ ମୁଲତାନି ମାଟି ନିଅନ୍ତୁ । ଏହାପରେ ଏହି ସବୁ ସାମଗ୍ରୀ କୁ ଭଲ ଭବାରେ ମିକ୍ସ କରି ଦିଅନ୍ତୁ । ଏବେ ଆପଣଙ୍କର ଉପଚାର ପ୍ରସ୍ତୁତ । ତେବେ ଚାଲନ୍ତୁ ଜାଣିବା ଆପଣ ଏହାର ବ୍ୟବହାର କେମିତି କରିବେ ।

ପ୍ରୟୋଗ –

 ଏହି ପେଷ୍ଟକୁ ଯେଉଁ ଲେମ୍ବୁ ଫାଳ କରି ତାହାର ରସ ବାହାର କରିନେଇଥିବା ଚୋପାରେ ଭର୍ତ୍ତି କରି ଦିଅନ୍ତୁ । ତାପରେ ନିଜ ସ୍କିନ କିମ୍ବା ଫେସ୍ ରେ ମାଲିସ କରନ୍ତୁ । ତେବେ ଏହାକୁ 10 ମିନିଟ ପର୍ଯ୍ୟନ୍ତ ନିଜ ସ୍କନ ରେ ମସାଜ କରନ୍ତୁ । ଏହାପରେ ଏହାକୁ ସାଧାରଣ ପାଣିରେ ଧୋଇ ଦେବେ । ତେବେ ଏହାକୁ ପ୍ରତିଦିନ କରନ୍ତୁ ଦେଖିବେ କିଛି ଦିନ ପରେ ଆପଣଙ୍କର ସ୍କିନ୍ ଏତେ ଗୋରା ହୋଇଯିବ ଆପଣ ବିଶ୍ବାସ ମଧ୍ୟ କରିପାରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।