Odisha News Portal

ଭିଡିଓ – ଏହି ଝିଅର ପର୍ସୋନାଲ ଚାଟ ଭାଇରାଲ ହେଲା ସୋସିଆଲ ମେଡିଆରେ – BF କୁ ମନେଇବା ପାଇଁ ଦେଖେଇଲା ନିଜର ସବୁକିଛି..

ଆଜିର ଇଣ୍ଟରନେଟ ଏବଂ ଅତ୍ୟାଧୁନିକ ଯୁଗରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଯଥେଷ୍ଟ ଉନ୍ନତି ଘଟିବା କାରଣରୁ ଅନେକ ସମୟରେ ମଣିଷ ଏହାର ସଦୁପଯୋଗ ନକରି ଦୁରୁପଯୋଗ କରୁଥିବାର ଦେଖିବାକୁ ମିଳୁଛି। ଯାହାକୁ ନେଇ ଅନେକ କିଛି ଅପ୍ରୀତିକର ଘଟଣା ଏବଂ ନିନ୍ଦନୀୟ ବାତାବରଣ ଆଜିର ସମାଜରେ ସୃଷ୍ଟି ହେଉଛି ଭିନ୍ନ ସମୟରେ। ଏମିତି ରେ ଅନେକ ପ୍ରକାରର ଖବର ସଂସ୍ପର୍ଶରେ ଆପଣ ମାନେ ପ୍ରତିଦିନ ଆସୁଥିବେ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଅନେକ ସମୟରେ। ଦେଶ ବିଦେଶର ଅନେକ ଖବର ବିଷୟରେ ଆପଣଙ୍କୁ ଆମେ ଅନେକ ସମୟରେ ଅବଗତ କରାଇଛୁ ବିଭିନ୍ନ ସମୟରେ ଯାହା ସୋସିଆଲ ମିଡ଼ିଆ ସହିତ ଜଡ଼ିତ।

ଏହିପରି ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଖବର ମଧ୍ୟ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ବା ଖବର ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା। କାରଣ ଏହା ସମାଜର ଏକ ବିପରୀତ ଧାରାକୁ ସୂଚାଇ ଥାଏ ଯେଉଁଥିରେ ଭରି ରହିଥାଏ ମନ୍ଦ ଉଦ୍ଦେଶ୍ୟ।ତେଣୁ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ। କିନ୍ତୁ ଆଜି ଆମେ ଜାଣିବା ଏକ ଏମିତି କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। କିନ୍ତୁ ଏଭଳି ଘଟଣା ଆଜିର ଦୁନିଆରେ ଅନେକ ସମୟରେ ଅନେକ ମାତ୍ରାରେ ଦେଖିବାକୁ ମିଳୁଛି।

ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ କାରଣ ତାହା ପରବର୍ତ୍ତୀ ସମୟରେ ଆମ ମାନ ସମ୍ମାନ କୁ ହାନୀ କରିଥାଏ। ସେହିପରି ଏକ ଘଟଣା ନିକଟରେ ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବତୀଙ୍କ ବ୍ୟକ୍ତିଗତ ଚାର୍ଟ ର ଭିଡିଓ ରହିଛି। ଯାହା ଆପତ୍ତି ଜନକ ଅଟେ। ନିଜ ସାଙ୍ଗ କଥାରେ ପଡି ବୟ ଫ୍ରେଣ୍ଡ୍ କୁ ମନାଇବା ପାଇଁ ଯୁବତୀ ଜଣଙ୍କ ତାଙ୍କ ବୟ ଫ୍ରେଣ୍ଡ୍ ଙ୍କ ସହ କରିଥିବା ପାର୍ଶନାଲ୍ ଭିଡିଓ ଚାଟ୍ କୁ ତାଙ୍କ ସାଙ୍ଗ ସୋସିଆଲ ମିଡିଆରେ ସେୟାର କରିଦେବା ପରେ ଯୁବତୀ ଜଣଙ୍କ ସମସ୍ୟାରେ ପଡିଛନ୍ତି।

ସେ ଏମିତି ତାଙ୍କ ସହ ଘଟିବ ବୋଲି ଭାବି ନଥିଲେ। କାରଣ ସେ ତାଙ୍କ ସାଙ୍ଗକୁ ବିଶ୍ଵାସରେ ଏହି ଭିଡିଓ ସେୟାର କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଯୁବତୀଙ୍କ ସାଙ୍ଗ ତାଙ୍କ ସହିତ ବିଶ୍ବାସଘାତକତା କରି ତାଙ୍କର ଏହି ବ୍ୟକ୍ତିଗତ ଭିଡିଓ କୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ। ଫଳରେ ସେ ତାଙ୍କ ସାଙ୍ଗ ଉପରେ ରଖିଥିବା ବିଶ୍ୱାସ ମଧ୍ୟ ରହିଲା ନାହିଁ। ତେଣୁ ଆପଣଙ୍କୁ କହିବାର କଥା ହେଉଛି ଆପଣ କେବେବି ଏପରି ଭାବରେ ନିଜର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ କୁ କାହା ସହ ସେୟାର କରନ୍ତୁ ନାହିଁ ଏବଂ ଏଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।