ଝିଅ ମାନଙ୍କର ଏହି ଅଙ୍ଗ ବଡ଼ଥିଲେ ବିବାହ ପରେ ତାଙ୍କ ସ୍ୱାମୀ ଙ୍କର କଣ ହୁଏ ! ଜାଣିନଥିଲେ ଜାଣିରଖନ୍ତୁ….

ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟରେ କହିବୁ କି ସ୍ତ୍ରୀ ମାନଙ୍କର କେଉଁ ଦୁଇଟି ଅଂଗ ବଡ ହେଲେ ସ୍ୱାମୀକୁ କରିଥାଏ କୋଟିପତି । ଯାହା ଦ୍ୱାରା ତାହାର ସ୍ୱାମୀ କେବେବି କୌଣସି ପ୍ରକାର ଧନର ଅଭାବ ଦେଖା ଯାଏ ନାହିଁ ଏବଂ ସର୍ବଦା ସ୍ୱାମୀ ଏବଂ ସ୍ତ୍ରୀ ସୁଖରେ ଜୀବନ କାଟିଥାନ୍ତି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–ଗଭୀର ନାଭି

ଯେଉଁ ଝିଅ ମାନଙ୍କର ନାବି ଗଭୀର ହୋଇଥାଏ ସେମାନେ ନିଜର ସ୍ୱାମୀ ମାନଙ୍କ ପାଇଁ ଲକି ହୋଇଥାନ୍ତି । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମାନାଯାଇଛି କି ଗଭୀର ନାଭି ଥିବା ଝିଅ ମାନେ ସର୍ବଗୁଣା ସଂପନ୍ନ ହୋଇଥାନ୍ତି । ଏମାନେ ବିବାହ ପରେ ଶାଶୁ ଘରେ ପାଦ ଦେବା ମାତ୍ରେ ଶାଶୁ ଘରେ ଧନ ସମ୍ପତ୍ତିରେ ବୃଦ୍ଧି ଘଟିଥାଏ । ଏମାନେ ନିଜ ସ୍ୱାମୀକୁ ବହୁତ ଭଲ ପାଇବା ମଧ୍ୟ ଦେଇଥାନ୍ତି । ଏହି ଝିଅ ମାନେ ନିଜର ସ୍ୱାମୀ ପ୍ରତ୍ୟେକ କାର୍ଯ୍ୟରେ ସେମାନଙ୍କର ସାଥ ଦେଇଥାନ୍ତି । ଗଭୀର ନାଭି ଥିବା ଝିଅ ମାନେ ନିଜର ସ୍ୱାମୀକୁ କୋଟିପତି ମଧ୍ୟ କରିଥାନ୍ତି ।

ଏମାନେ ଯେଉଁ ଘରକୁ ବୁବାହ କରି ୟାଆନ୍ତି ସେ ଘରେ ସର୍ବଦା ଖୁସିର ଲହରୀ ଖେଳି ଯାଇଥାଏ କାରଣ ଏମାନେ ସମସ୍ତଙ୍କୁ ଭଲପାଇବା ଏବଂ ସ୍ନେହ ପ୍ରଦାନ କରିଥାନ୍ତି । ଏମାନେ ସର୍ବଦା ନିଜର ପରିବାରର ଯତ୍ନ ନେଇଥାନ୍ତି କୌଣସି ସମସ୍ୟା ଆସିଲେ ତାହାକୁ ଏହି ମାନେ ବହୁତ ସହଜରେ ସମାଧାନ କରିଥାନ୍ତି । ଏହି ଝିଅ ମାନେ ସେମାନଙ୍କର ପରିବାର ଲୋକଙ୍କୁ ବହୁତ ହିଁ ଭଲ ପାଇଥାନ୍ତି କେବେବି କାହା ପ୍ରତି ଭେଦଭାବ କରନ୍ତି ନାହିଁ ।

2–ଲମ୍ବା କେଶ

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମାନାଯାଇଛି କି ଯେଉଁ ଝିଅ ମାନଙ୍କର କେଶ ଲମ୍ବା ରହିଥାଏ ତାଙ୍କୁ ମାତା ସୀତା ଏବଂ ମାତା ଲକ୍ଷ୍ମୀଙ୍କର ଲକ୍ଷ୍ମୀ ରୂପ ମାନାଯାଇଥାଏ । ଲମ୍ବା କେଶ ଝିଅ ମାନେ ବହୁତ ସୁନ୍ଦର ହୋଇଥାନ୍ତି । ଯେଉଁ ଝିଅ ମାନଙ୍କର କେଶ ଲମ୍ବା ଏବଂ ଘନ ହୋଇଥାଏ ସେମାନେ ନିଜ ସ୍ୱାମୀ ମାନଙ୍କ ପାଇଁ ବହୁତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି ।

ଶାସ୍ତ୍ର ଅନୁସାରେ ଏହି ଝିଅ ମାନେ ଯେଉଁ ବ୍ୟକ୍ତିର ଭାଗ୍ୟରେ ଆସିଥାନ୍ତି ସେମାନଙ୍କର ଜୀବନ ଧନ ଧାନ୍ୟରେ ପରିପୂର୍ଣ୍ଣ ରହିଥାଏ । ଏହା ସହିତ ପ୍ରତ୍ୟେକ କାମରେ କିଛି ନା କିଛି ପରିବର୍ତ୍ତନ ଦେଖା ଦେଇଥାଏ । ଏହି ଝିଅ ମାନେ ନିଜର ସ୍ୱାମୀକୁ ବହୁତ ହିଁ ଭଲ ପାଆନ୍ତି ଏବଂ ନିଦର ପରିବାର ଲୋକଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି ।

ଏମାନେ ସର୍ବଦା ତାଙ୍କର ସ୍ୱାମୀର ଏବଂ ପରିବାର ଲୋକର ଯତ୍ନ ନେଇଥାନ୍ତି । ପ୍ରତ୍ୟେକ ସମୟରେ ନ୍ୟାୟର କଥା କହିଥାନ୍ତି । ଏମାନେ କାହା ପ୍ରତି ଅହଂଭାବ ରଖନ୍ତି ନାହିଁ ମାତ୍ର ନିଜର ଶତ୍ରୁ ମାନଙ୍କୁ ଏମାନେ କେବେବି ଛାଡନ୍ତି ନାହିଁ ସେମାନଙ୍କୁ ସର୍ବଦା ଉଚିତ ଶିକ୍ଷା ପ୍ରଦାନ କରନ୍ତି ଏହା ସହିତ ଭଗବାନଙ୍କୁ ମଧ୍ୟ ବହୁତ ହିଁ ବିଶ୍ୱାସ କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment