Odisha News Portal

ତୁଳସୀ ଙ୍କୁ ମିଳିଗଲା ତାଙ୍କର ପ୍ରକୃତ ସ୍ବାମୀ ! ଏହି ମାସରେ ବିବାହ କରିବେ ଆପଣଙ୍କ ପ୍ରିୟ ଅଭିନେତ୍ରୀ ତୁଳସୀ ! ଜାଣନ୍ତୁ ତାଙ୍କର ମନର ନାୟକ କିଏ ?

ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାର ମାନଙ୍କୁ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଓଡିଆ ଜଗତର କଳାକାର ମାନେ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ଏହି କଳାକାର ମାନଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ଇଣ୍ଡଷ୍ଟ୍ରିକୁ ।

ଆପଣ ମାନେ ନିଶ୍ଚିତ ଭାବରେ ଜି ସାର୍ଥକରେ ପ୍ରସାରିତ ହୋଇଥିବା ତୋ ଅଗଣାର ତୁଳସୀ ମୁଁ ସିରିଏଲ୍ ଦେଖିଥିବେ । ତେବେ ସେଥିରେ ଅଭିନୟ କରୁଥିବା ଲିଡ୍ ଆକ୍ଟରସ୍ ଭାବରେ ଅଭିନୟ କରୁଥିବା ତୁଳସୀ ଙ୍କୁ ତ ବହୁତ ଭଲ ଭବାରେ ଜାଣି ଥିବେ । ଆଜି ଆମେ ସେହି ତୋ ଅଗଣାର ତୁଳସୀ ମୁଁ ଧାରାବାହିକରେ ଅଭିନୟ କରୁଥିବା ତୁଳସୀଙ୍କ ବିଷୟରେ କିଛି ଆପଣ ମାନଙ୍କୁ ଜଣାଇବୁ । ତାଙ୍କର ରିଏଲ୍ ନାଁ ହେଉଛି ଶ୍ବେତାଲେନା ଭଟ୍ଟାଚାର୍ଯ୍ୟ ।

ତେବେ ଆପଣଙ୍କର ପ୍ରିୟ ତୁଳସୀ ଏବଂ ହାତକୁ ଦି ହାତ ହେବାକୁ ଯାଉଛନ୍ତି । ହଁ ଆଜ୍ଞା ଏହା ହେଉଛି ସତ୍ୟ ଅଟେ । ତେବେ ତୁଳସୀଙ୍କୁ ଆପଣ ମାନେ ତୋ ଅଗଣାର ତୁଳସୀ ମୁଁ ଧାରାବାହିକରେ ବେଶ୍ ପପୁଲାର୍ ହେବାର ଦେଖିଛନ୍ତି ଆଉ ଆପମଙ୍କ ଆଖି ସାମ୍ନାରେ ଗୋଟିଏ ଷ୍ଟାର ଗଢି ଉଠିଥିଲା । ସେହି ଷ୍ଟାରଙ୍କ ନାଁ ହେଉଛି ତୁଳସୀ ଯାହାକୁ ଆପଣ ତୁଳସୀ ନାମରେ ଜାଣିଛନ୍ତି ତାଙ୍କର ପ୍ରକୃତ ନାମ ହେଉଛି ଶ୍ବେତାଲେନା ଭଟ୍ଟାଚାର୍ଯ୍ୟ ଏବଂ ସେ ବର୍ତ୍ତମାନ ହାତକୁ ଦି ହାତ ହେବାକୁ ଯାଉଛନ୍ତି । ତାଙ୍କର ବୟଫ୍ରେଣ୍ଡ ଶିବା ମହାନ୍ତିଙ୍କ ସହିତ ତାଙ୍କର ବିବାହ ହେବାକୁ ଯାଉଛି ।

ତେବେ କିଛି ବିଶେଷ ସୃତ୍ରରୁ ଶୁଣିବାକୁ ମିଳିଛି ଯେ ଡିସେମ୍ବର ମାସରେ ହିଁ ବିବାହ ବନ୍ଧନରେ ଏହି ଦୁଇ କ୍ୟୁଟ କପୁଲ ଶିବା ଏବଂ ଶ୍ବେତାଲେନା ବାନ୍ଧି ହେବାକୁ ଯାଉଛନ୍ତି । ଶ୍ବେତାଲନାଙ୍କୁ ଆପଣ ଅନେକ ଧାରାବାହିକରେ ଲିଡ୍ ନାୟିକା ଭାବରେ ଅଭିନୟ କରିଥିବାର ଦେଖିଥିବେ । ସେ ଟୁପୁର ଟାପୁର ହେଉ ଇଟିଭିରେ କିମ୍ବା ସାର୍ଥକ ଟିଭିର ତୋ ଅଗଣାର ତୁଳସୀ ମୁଁ ହେଉ ବା ତରଙ୍ଗ ଟିଭିର କାଳିଜାଇ । ସବୁଥିରେ ନିଜର ଆକ୍ଟିର ପାରଦର୍ଶିତା ଦେଖାଇ ଲୋକଙ୍କ ହୃଦୟକୁ ବେଶ୍ ଛୁଇଁଛନ୍ତି ଶ୍ବେତାଲେନା । ଏହି ଅଭିନେତ୍ରୀ ଜଣଙ୍କର ଆକ୍ଟି ଯେତିକି ସୁନ୍ଦର ସେ ଦେଖିବା ପାଇଂ ମଧ୍ୟ ତା ଠାରୁ ଅଧିକ ସୁନ୍ଦର ।


ଶ୍ବେତାଲନା ଏବେ ନିଜ ବୟଫ୍ରେଣ୍ଡ ସହ ସୋସିଆଲ ମିଡିଆରେ ଅନେକ ଫୋଟ ଛାଡିଛନ୍ତି , ଯାହାକି ଦର୍ଶାଉଛି ଯେ ସେ ତାଙ୍କ ବୟଫ୍ରେଣ୍ଡକୁ ନେଇ କେତେ କନସସ୍ ଏବଂ ଆଗକୁ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ନେଇ ସେ ବହୁତ ଖୁସି ମଧ୍ୟ ଜାହିର କରିଛନ୍ତି । ତେବେ ଶ୍ବେତାଲନା ଆଗରୁ ଅନେକ ଚଳଚିତ୍ରରେ ମଧ୍ୟ କିଛି କିଛି ଭାଗରେ ଅଭିନୟ କରିଛନ୍ତି କିନ୍ତୁ ସେତେବେଳେ ସେ ଏତେ ପପୁଲାର ହୋଇନଥିଲେ । ଯେଉଂ ଧାରାବାହିକ ତୋ ଅଗଣାର ତୁଳସୀ ମୁଁ ତାଙ୍କୁ ଦେଇଥିଲା ନୂଆ ପରିଚୟ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।