Odisha News Portal

ଏହି ଡ୍ରିଙ୍କ ତିଆରି କରି ପିଅନ୍ତୁ ଆପଣଙ୍କର ସମସ୍ତ କଷ୍ଟ ଦୂର ହେବ ଏବଂ 90 ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମ ଅଭାବ ହେବ ନାହିଁ !!

0 2

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାର ସେବନ ଦ୍ୱାରା ଆପଣଙ୍କର ଶରୀରର ଅନେକ ପ୍ରକାର ସମସ୍ୟା ଦୂର ହୋଇଯିବ । ଦୁର୍ବଳତା ଲାଗିବା , ଶରୀରରେ ଯଦି କଷ୍ଟ ଅନୁଭବ ହେଉଛି , ଶୋଇକି ଉଠିବା ଦ୍ୱାରା ଏନଆରଜି ଲେସ ହୋଇବା ଏମିତି ଅନେକ ସମସ୍ୟା ଏହାର ସେବନ ଦ୍ୱାରା ଭଲ ହୋଇଥାଏ । ଏହାର ସେବନ ଦ୍ୱାରା ଆପଣ ମାନେ 50 ବୟସରେ ମଧ୍ୟ 25 ଭଳି ଅନୁଭବ କରିବେ । ଆଜି ଆମେ ଆପଣ ମାନଙ୍କୁ ଏକ ଘରୋଇ ସାମଗ୍ରୀ ସହାୟତାରେ ଏମିତି ଅକ ଡ୍ରିଙ୍କ ବନେଇ କରି ଦେଖିବୁ ଯାହାର ସେବନ ଦ୍ୱାରା ଆପଣ ମାନେ ନିଜର ଶରୀରକୁ ସର୍ବଦା ସୁସ୍ଥ ରଖିପାରିବେ । ତେବେ ଆସନ୍ତୁ ଜାଣିବା ଆପଣ ମାନେ ଏହାକୁ କେମିତି ବନେଇବେ ଏବଂ ଏହାର ସେବନ କିପରି ଭାବରେ କରିବେ ।

ଏହି ଡ୍ରିଙ୍କ ତିଆରି କରିବା ପାଇଁ ଆପଣ ମାନଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକ ତାହା ହେଉଛି କ୍ଷୀର । ଆପଣ ମାନେ ଏକ ଗ୍ଲାସ ହେଉ କି ଅଦା ଗ୍ଲାସ ହେଉ ଉଷୁମ କ୍ଷୀର ନେବେ । ଏହା ପରେ ଦ୍ୱିତୀୟ ସାମଗ୍ରୀ ଯାହା ଆବସ୍ୟକ ତାହା ହେଉଛି ପାନ ମହୁରୀ ।

ଆପଣ ମାନେ ଏକ ଚାମୁଚ ପାନମହୁରୀ ନିଅନ୍ତୁ । ଆପଣ ମାନେ ଭଲ ଭାବରେ ଜାଣିଥିବେ କି ପାନ ମହୁରୀ ଆମର ପେଟ ଏବଂ ହଜମ ପାଇଁ ବହୁତ ଅଦିକ ଲାଭ ଦାୟକ ଅଟେ । ପେଟକୁ ଥଣ୍ଡା ରଖିବା ପାଇଂ ଏବଂ ଗ୍ୟାସ ଦୂର କରିବା ପାଇଁ ପାନ ମହୁରୀ ବହୁତ ଅଧିକ ଲାଭ ଦାୟକ ଅଟେ । କ୍ଷୀରରେ ପାନମହୁରୀ ମିସାଇ ସେବନ କରିବା ଦ୍ୱାରା ଆପଣ ମାନଙ୍କୁ ଚମକ୍ତାରୀ ପାଇଦା ମିଳିବ । ତୃତୀୟ ସାମଗ୍ରୀ ଆପଣ ମାନଙ୍କୁ ଆବଶ୍ୟକ ତାହା ହେଉଛି ଅଦା । ଆପଣ ମାନେ ଏହାକୁ ସପ୍ତାହରେ ଥରେ କିମ୍ବା ଦୁଇ ଥର ସେବନ କରନ୍ତୁ ।

ଏହା ପରେ ଦେଖିବେ କି ଆପଣ ଶରୀରକୁ ଏମିତି ଅନଏରଜି ମିଲିବ ଯାହା ଆପଣ ମାନେ କେବେବି ଅନୁଭବ କରିନଥିବେ । ପ୍ରଥମେ ଆପଣ ମାନେ ଏକ ଚାମୁଚ ପାନମହୁରୀ କ୍ଷୀରରେ ମିସାନ୍ତୁ । ତାହା ପରେ ଆପଣ ମାନେ ଅଳ୍ପ ପରିମାଣର ଅଦା ନେଇ କରି ତାହାକୁ ଛେଞ୍ଚି ନିଅନ୍ତୁ । ଏହା ପରେ ଆପଣ ମାନେ ସେହି ଅଦାକୁ କ୍ଷୀରରେ ମିସାଇ ଦିଅନ୍ତୁ ।

ଏହି ଡ୍ରିଙ୍କକୁ ପିଲା ମାନଙ୍କ ଟାରୁ ଆରମ୍ଭ କରି ବଡ ଲୋକମାନେ ସମସ୍ତେ ସେବନ କରିପାରିବେ । ଏବେ ଆପଣ ମାନେ ତାହାକୁ ଦୁଇ ମିନିଟ ପର୍ଯ୍ୟନ୍ତ ଗ୍ୟାସରେ ବସାଇ ଭଲ ବାବରେ ଫୁଟାନ୍ତୁ । ଯେମିତିକି ପାନ ମହୁରୀ ଏବଂ ଅଦାର ସମସ୍ତ ପୋଷକ ତତ୍ତ୍ୱ କ୍ଷୀର ମଧ୍ୟକୁ ଆସିଯିବ । ଏହାପରେ ଦେଖିବେ କିଛି ସମୟ ପରେ କ୍ଷୀରର ରଙ୍ଗ ବଦଲିବାକୁ ଲାଗିବ ।


ଆପମ ମାନେ ଏହାର କେତେବେଳେ ମଧ୍ୟ ସେବନ କରିପାରିବେ । ଏହା ଦ୍ୱାରା ଦୁର୍ବଳତୀ , ଆଣ୍ଟୁଗଣ୍ଟିରେ କଷ୍ଟ . ଅଣ୍ଟା ବିନ୍ଧା , ମୁଣ୍ଡ ବିନ୍ଧା , ଚାତିରେ ଜ୍ୱଳନ ବା ପେଟ ଯଦି ଖରାପ ଥାଏ ତେବେ ଏହି ଭଳି ସମସ୍ତ ସମସ୍ୟା ପାଇଁ ଏହା ବହୁତ ଅଧିକ ଲାଭ ଦାୟକ ଅଟେ । ଦୁଇ ମିନିଟ ପରେ ଆପଣ ମାନେ ଏହାକୁ ଗ୍ୟାସରୁ ଓ୍ୱହ୍ଲାଇ କପକୁ ଛାଣି ନିଅନ୍ତୁ । ଏଥିରେ ଆପଣ ମାନେ ଏକ ଚାମୁଚ ମିଶିରି କୁ ଗୁଣ୍ଡ କରି ମିସାନ୍ତୁ । ଯଦି ମିଶିରି ନଥାଏ ତେବେ ଚିନିକୁ ମଧ୍ୟ ଗୁଣ୍ଡ କରି ପକେଇ ପାରିବେ । ମିଠା ନକାଉଥିଲେ କିଛି ମିଠା ନମିଶାଇଲେ ମଧ୍ୟ ଚଲିବ । ତେବେ ଆପଣ ମାନେ ଏହି ଡ୍ରିଙ୍କ ପ୍ରସ୍ତୁତ କରି ଏହାର ସେବନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।