Odisha News Portal

ଆଜିର ବଡ ଖବର ! ପ୍ରଧାନମନ୍ତ୍ରୀ ଙ୍କର ବଡ ନିଷ୍ପତି ଫାଇନାଲି ଏହି ତାରିଖରେ ଖୋଲିବ ସ୍କୁଲ କଲେଜ୍ ! ଜାଣି ରଖନ୍ତୁ

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଢ କଥା ବିଷୟରେ କହିବୁ ଯାହା ହେଉଛି କି ସ୍କୁଲ ଖୋଲିବାକୁ ନେଇକରି । ତେବେ ଆପଣ ମାନେ ଏହା ଜାଣିବା ପାଇଁ ଆଗ୍ରହୀ ହୋଇ ପଡୁଥିବେ କି ସ୍କୁଲ କେବେ ଖୋଲିବ କାରଣ ପ୍ରାୟ ବହୁତ ମାସରୁ କରୋନା ମହାମାରୀ ପାଇଁ ସ୍କୁଲ କଲେଜ ବନ୍ଦ ରହିଛି । କହିବାକୁ ଗଲେ ମାର୍ଚ୍ଚ 25 ରୁ ଏହି କରୋନା ପାଇଁ ସ୍କୁଲ , କଲେଜ ଏପରିକି ସମସ୍ତ ପ୍ରକାର ଶିକ୍ଷାନୁଷ୍ଟାନ ବନ୍ଦ ରହିଛି । ତେବେ ଧୀରେ ଧୀରେ ସ୍କୁଲ ଖୋଲିବା ନେଇ କୁହାଯାଉଥିଲା ମାତ୍ର ତାହା ହୋଇପାରିନାହିଁ ।

କାରଣ ଏହି ମହାମାରୀ ଧୀରେ ଧୀରେ ବଢିବା କାରଣକୁ ସ୍କୁଲ ଖୋଲିବାର ନିଷ୍ପତ୍ତି ସରକାର ନେଇପାରୁନାହାନ୍ତି । ମାତ୍ର ଏବେ ଶୁଣା ଯାଉଛି କି ଖୋଲିପାରେ ସ୍କୁଲ କଲେଜ । ମହାମାରୀକୁ ଆଜି ଆଗରେ ରଖି ସମସ୍ତ ସରକାରଙ୍କ ଗାଇଡ ଲାଇନକୁ ମାନିକରି ସ୍କୁଲ , କଲେଜ ଖୋଲିବାର ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର ।

ତେବେ କେନ୍ଦ୍ର ସରକାର କରୋନାର ମହାମାରୀକୁ ଲକ୍ଷ୍ୟ କରି ସ୍କୁଲ କଲେଜ ଖୋଲିବା ପାଇଁ ସମସ୍ତ ରାଜ୍ୟର ରାଜ୍ୟ ସରକାରଙ୍କୁ ଏଥିପାଇଁ ନିଶ୍ପତ୍ତି ନେବାକୁ କହିଛନ୍ତି । ତେବେ ଆସନ୍ତୁ ଜାଣିବା କି କେବେ ଠାରୁ ସ୍କୁଲ କଲେଜ କୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।ସ୍କୁଲ କଲେଜ କୋଲିବା ପାଇଁ ଆସିଲା ବଡ ନିଷ୍ପତ୍ତି । ମହାମାରୀ କରୋନା ସଂକ୍ରମଣକୁ ଆକି ଆଗରେ ରଖି ମାର୍ଚ୍ଚ ମାସରୁ ସ୍କୁଲ ବନ୍ଦ ରହିଛି ପୂର୍ବରୁ ଦୁର୍ଗା ପୂଜା ପରେ ସ୍କୁଲ ଖୋଲିବ ବୋଲି କୁହାଯାଉଥିଲା ।

ହେଲେ କରୋନା ସଂକ୍ରମଣ କମ ହୋଇନଥିବାରୁ ସ୍କୁଲ ଖୋଲିନାହିଁ । ତେବେ ଚାତ୍ର ଚାତ୍ରୀ ମାନଙ୍କୁ ଅନଲାଇନ ପାଠ ପଢାଯାଉଛି ମାତ୍ର ଅଧିକାଂଶ ଛାତ୍ରଛାତ୍ରୀ ଙ୍କର ପାଖରେ ମୋବାଇଲ ନଥିବାରୁ ଏଥିରୁ ସମସ୍ତେ ଉପକୃତ ହୋଇପାରୁନାହାନ୍ତି । ତେବେ ସ୍କୁଲ କେବେ ଖୋଲିବ ସେ ନେଇ ଲକ୍ଷ୍ୟ ରଖିଛନ୍ତି ଚାହିଁ ବସିଛନ୍ତି ରାଜ୍ୟର ଲକ୍ଷ୍ୟ ଲକ୍ଷ୍ୟ ଛାତ୍ରଛାତ୍ରୀ ଏବଂ ସ୍କୁଲ କର୍ତ୍ତୃପକ୍ଷ ଏହା ସହ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ।

ତେବେ ରାଜ୍ୟ ସରକାର ଏ ନେଇ ବଡ ଘୋଷଣା କରିଛନ୍ତି ଯାହା ହେଉଛି କି ଦୀପାବଳୀ ପରେ ସ୍କୁଲ ଖୋଲିବ । ଏ ନେଇ ରାଜ୍ୟ ସରକାର ବିଚାର ବିମର୍ଶ ଜାରି ରଖିଛନ୍ତି । ଏନେଇ ଅଭିଭାବକ , ସ୍କୁଲ କର୍ତ୍ତୃପକ୍ଷ , ଶିକ୍ଷକ , ଶିକ୍ଷୟତ୍ରୀ ଏବଂ ଶିକ୍ଷା ବିଭାଗ ସହ ଆଲୋଚନା କରାଯାଇ ଗ୍ରୁପ ମିଟିଂ ପ୍ରସ୍ତୁତ କରାଯାଉଛି ।

ତେବେ ଏ ନେଇ ଖୁବ ଶୀଘ୍ର ରାଜ୍ୟ ସରକାର ବିଧିବଦ୍ଧ ଭାବେ ତାରିଖ ଘୋଷଣା କରିବେ ବୋଲି କୁହାଯାଉଛି । ମାର୍ଚ୍ଚ ମାସଠାରୁ କରୋନା ମହାମାରୀ ପାଇଁ ସ୍କୁଲ , କଲେଜ ବନ୍ଦ ରହିଛି । ତେବେ ପ୍ରଥମେ ନବମ , ଦଶମ ଛାତ୍ରଛାତ୍ରୀଙ୍କର ସ୍କୁଲ ଆଗେ ଖୋଲିପାରେ । ତାପରେ ଷଷ୍ଟ ସପ୍ତମ ଏମାନଙ୍କର ଖୋଲିବ ତାପରେ ୟୁକେଜି , ଏଲକେଜି ପିଲା ମାନଙ୍କର ସ୍କୁଲ ଖୋଲିପାରେ । ତେବେ ଦୀପାବଳୀ ପରେ ସ୍କୁଲ ଖୋଲିବ ବୋଲି ରାଜ୍ୟ ସରକାର ବିଚାର ବିମର୍ଶ ଜାରି ରଖିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବଦ ।