ଘର ପାଖରେ ଲଗାନ୍ତୁ ଏହି ଗଛ ପୁଣି ଦେଖନ୍ତୁ ଚମତ୍କାର ଶତ୍ରୁ କଣ ନିଜେ ମୃତ୍ୟୁ ବି ଆପଣଙ୍କ କିଛି କରିପାରିବ ନାହିଁ !

ପ୍ରାୟ ଅଧିକ ଲୋକ ଧନ ସମ୍ବଦ୍ଧିତ ସମସ୍ୟା ପାଇଁ ଚିନ୍ତିତ ରହିଥାନ୍ତି କିମ୍ବା କୌଣସି ରୋଗରେ ପୀଡିତ ରହି ସେମାନେ ଚିନ୍ତିତ ରହିଥାନ୍ତି । ଲୋକମାନଙ୍କର ପ୍ରାୟ ଏହି ସମସ୍ୟା ରହିଥାଏ କି ସେମାନେ ଧନ ତ କମେଇଥାନ୍ତି କିନ୍ତୁ ସେହି ଧନ ଦ୍ୱାରା ନିଜର ଘରର ଦରିଦ୍ରତାକୁ ଦୂରେଇ ପାରନ୍ତି ନାହିଁ । ଧନର ଖର୍ଚ୍ଚ ସର୍ବଦା ବେକାରିଆ ଖର୍ଚ୍ଚରେ ପଳେଇଯାଏ । ଯାହା ପାଇଁ ବ୍ୟକ୍ତି ସର୍ବଦା ଚିନ୍ତା ଗ୍ରସ୍ତ ହୋଇଥାଏ ଏବଂ ଯାହାର କାରଣରୁ ସେ ଧୀରେ ଧୀରେ ରୋଗୀ ମଧ୍ୟ ହୋଇଯାଏ । ମାତ୍ର ଶାସ୍ତ୍ରରେ ଏପରି ମାନାଯାଏ କି କିଛି ଜିନିଷକୁ ବ୍ୟକ୍ତି ଯଦି ନିଜ ପାଖରେ ରଖିବ ତେବେ ଏହା ଦ୍ୱାରା ତାହାର ଭାଗ୍ୟ ଖୋଲିଯାଏ ।

ଯେବେ ଭାଗ୍ୟ ଆପଣଙ୍କର ସାଥ ଦେଇଥାଏ ତାହା ଦ୍ୱାରା ଆପଣ ମାନଙ୍କୁ ସଫଳତା ନିଶ୍ଚିତ ରୂପରେ ପ୍ରାପ୍ତ ହୋଇଥାଏ । ଅର୍ଥାତ ଧନ ପ୍ରାପ୍ତି ପାଇଁ ନୂଆ ନୂଆ ଦ୍ୱାର ନିଜେ ନିଜେ ଖୋଲିଯାଏ ।

ଆପଣ ମାନେ ଦେଖିଥିବେ କି କେତେ ବ୍ୟକ୍ତିଙ୍କର ରୋଜଗାର ଅଧିକ ନଥିବ ମାତ୍ର କମ ରୋଜଗାର ହେଲେ ମଧ୍ୟ ସେମାନେ ବହୁତ ଖୁସିରେ ରହିଥାନ୍ତି । ତାଙ୍କର ସେହି କମ ରୋଜଗାରରେ ଘରର ସମସ୍ତ ଜିନିଷ ତଥା ବାଣିଜ୍ୟ ବ୍ୟବସାୟ ମଧ୍ୟ ବୃଦ୍ଧି ହୋଇଥାଏ ।

ଯଦି ଆପଣ ମାନେ ଗୋଟିଏ କୁସିର ଜୀବନ ବିତାଇବା ପାଇଁ ଚାହୁଁଛନ୍ତି ତଥା ଆପଣ ମାନେ ଚାହୁଁଛନ୍ତି ଯଦି ଆପଣଙ୍କର ଜୀବନରେ ଧନର କେବେବି କମ ନହେଉ ତେବେ ଏହି ଉପାୟଟିକୁ ଆପଣ ମାନେ ନିଶ୍ଚିତ ରୂପରେ କରନ୍ତୁ । ଏହି ଉପାୟକୁ ଆପଣ ମାନଙ୍କୁ ଶୁକ୍ରବାର ଦିନ ହିଁ କରିବାକୁ ପଡିବ କେବଳ ଶୁକ୍ରବାର ଦିନ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି ଉପାୟଟି ।


ଆପଣ ମାନଙ୍କୁ ଏହି ଉପାୟ ପାଇଁ କଦଳୀ ଗଛର ଚେରର ଆବଶ୍ୟକତା ପଡିବ । ଆପଣ ମାନେ ଶୁକ୍ରବାର ଦିନ ସ୍ନାନ ଆଦି କାର୍ଯ୍ୟରୁ ନିବୃତ୍ତ ହେବା ପରେ ଏହି କଦଳୀ ଗଛର ଚେରକୁ ଗଙ୍ଗା ଜଳରେ ଧୋଇବାର ଅଛି । ତାହା ପରେ ଆପଣ ମାନେ ସେହି ଚେରକୁ କଞ୍ଚା କ୍ଷୀରରେ ଧୋଇବେ । ତାପରେ ଗୋଟିଏ ଧାଗାକୁ ନେଇ କରି ସେହି ଚେରରେ ପାଞ୍ଚ ଥର ଘୁରାଇଦେବେ । ସେହି ଚେରକୁ ଘୂରେଇବା ପରେ ମାତା ଲକ୍ଷ୍ମୀଙ୍କର ଏହି ମନ୍ତ୍ରଟିକୁ ଆପଣ ମାନେ ପାଞ୍ଚ ଥର ଜପ କରିବେ । ଓମ୍ ଶ୍ରିଂ ଶ୍ରିଂ ମହାଲକ୍ଷ୍ମୈ ଶ୍ରିଂ ଶ୍ରିଂ ଓମ୍ ନମଃ , ଏହି ମନ୍ତ୍ରଟିକୁ ଆପଣ ମାନେ ପାଞ୍ଚ ଥର ଜପ କରିବେ

ପାଞ୍ଚ ଥର ଏହି ମନ୍ତ୍ରକୁ ଜପିବା ପରେ ଆପଣ ମାନେ ମତା ଲକ୍ଷ୍ମୀଙ୍କୁ ଆପଣଙ୍କର ମନସ୍କାମନା ବିଷୟରେ କହିବେ । ତାପରେ ସେହି ତେରକୁ ଆପଣ ମାନେ ନିଦର ପର୍ସ କିମ୍ବା ଆଲମାରୀ କିମ୍ବା ସିନ୍ଧୁକରେ ରଖିନେବେ । ତେବେ ଆପଣ ମାନେ ଯଦି ଏହି ଉପାୟ କରିବେ ତେବେ ଆପଣଙ୍କର ସମସ୍ତ ସମସ୍ୟା ଦୂରେଇ ଯିବ । ଏହା ବ୍ୟତୀତ ଆପଣଙ୍କର ଘରେ ଧନ ଦୌଲତ ଏବଂ ସୁଖ ସମୃଦ୍ଧିର ବାସ ମଧ୍ୟ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment