Vastu Shastra – ଏହି ଚମତ୍କାର ଉପାୟ ଆପଣାନ୍ତୁ, ଧନର ବର୍ଷା ହେବ ! ଘରେ ଭାବ ରହିବ ନାହିଁ…

ଆମ ଭାରତ ଏକ ବିଭିନ୍ନ ଧର୍ମାବଲମ୍ବୀ ରାଷ୍ଟ୍ର। ଏଠାରେ ସବୁ ଧର୍ମର ଲୋକ ବସବାସ କରି ଥାଆନ୍ତି ଯାହା ଆପଣ ମାନେ ମଧ୍ୟ ଜାଣିଥିବେ। ଆଉ ଅଧିକାଂଶ ଲୋକ ହିନ୍ଦୁ ଧର୍ମର ଅଛନ୍ତି ତେଣୁ ଏହି ଧର୍ମର ଭଗବାନ ଵା ଦେବଦେବୀ ଅଧିକାଂଶ ଜାଗାରେ ଦେଖିବାକୁ ମିଳି ଥାଆନ୍ତି। ଏହାରି ଭିତରେ ସମସ୍ତଙ୍କ ଜୀବନରେ କିଛି ନା କିଛି ଦୁଃଖ ଓ ସୁଖ ରହିଥାଏ ତେବେ କିଛି ଏମିତି ପରିସ୍ଥିତି ବେଳେ ବେଳେ ସୃଷ୍ଟି ହୋଇଥାଏ ଯାହା ପାଇଁ ଭଗବାନ ଙ୍କର ପୂଜାର୍ଚ୍ଚନା କରା ଯାଇଥାଏ। ଆଉ ନିଜର ଏହି ସବୁ ଅସୁବିଧାରୁ ଦୂରକୁ ଯିବା ପାଇଁ ଆମେ ମାନେ ଭଗବାନ ଙ୍କ ଶରଣ ପଶି ଥାଉ।

ସିନ୍ଦୁରକୁ ସୁଖ,ସୌଭାଗ୍ୟ ଏବଂ ସମ୍ପନ୍ନତା ର ପ୍ରତୀକ ବୋଲି ମନା ଯାଇଥାଏ,ଖାସ କାମରେ ଏହାର ବ୍ୟବହାର କରାଯାଏ। ସିନ୍ଦୁର ରେ ସମସ୍ତେ କହି ଥାଆନ୍ତି ସ୍ୱାମୀର ଆୟୁଷ ବଢି ଯାଇଥାଏ ସେତିକି ନୁହେଁ ତାହାର ବ୍ୟବହାର ଦ୍ୱାରା ରାତାରାତି ବଦଳି ଯିବ ଭାଗ୍ୟ ଏବଂ ଘରର ମାଟି ମଧ୍ୟ ସୁନା ହେବାରେ ଲାଗିଛି। ଆଉ ଏହି ଭିଡ଼ିଓ ରେ କୁହାଯାଇଥିବା ସମସ୍ତଙ୍କ ଉପାୟ କୁ ଜୀବନ ସାରା ପ୍ରୟୋଗ କରିବେ ଯଦି ଆପଣଙ୍କ ଘରର ପରିବାର ଉପରେ ଧନ ବର୍ଷିବ ଏବଂ ଜୀବନରେ ଆସିଥିବା ସମସ୍ତ ବାଧା କୁ ଦୂର କରି ପାରିବ। ସିନ୍ଦୁର ରେ ସବୁ ସ୍ୱପ୍ନ କୁ ପୂରଣ କରିହେବ। ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।

୧- ପ୍ରତିଦିନ ଘରର ପୁରୁଷ ପ୍ରଭୁ ହନୁମାନଙ୍କ ମୁଣ୍ଡରେ ସିନ୍ଦୁର ଲଗାନ୍ତୁ ଏବଂ ମହିଳା ମାନେ ମା ଭଗବତୀ ଦୁର୍ଗାଙ୍କୁ। ଆଉ ଗୋଟିଏକଁ କଥା ମନେ ରଖନ୍ତୁ ପୁରୁଷ ମାନେ କେବେ ମା ଦୁର୍ଗାଙ୍କୁ ଲାଗେଇବେ ନାହିଁ ଓ ମହିଳା ଭଗବାନ ହନୁମାନଙ୍କୁ ଦେବେ ନାହିଁ।

୨- ଘରର ମୂଖ୍ୟ ଦ୍ଵାରରେ ସିନ୍ଦୁର ଟୀକା ଲଗେଇବା ଦ୍ୱାରା କୌଣସି ଖରାପ ଶକ୍ତି ପ୍ରବେଶ କରି ପାରେନାହିଁ। ବାସ୍ତୁ ଦୋଷ ସମାପ୍ତ ହୋଇଯାଇଥାଏ ଏବଂ ମା ଲକ୍ଷ୍ମୀ ଆପଣ ଙ୍କ ଘରେ ବାସ କରିବେ। ଶନି ଦୋଷରୁ ମୁକ୍ତି ପାଇ ପାରିବେ।

୩-ମଙ୍ଗଳବାର ଦିନ ଭଗବାନ ହନୁମାନ ଙ୍କ ମୁଣ୍ଡରୁ ସିନ୍ଦୁର ନେଇ ଧଳା କାଗଜରେ ସ୍ୱସ୍ତିକ କରନ୍ତୁ।ସେହି କାଗଜ କୁ ମୋଡ଼ନ୍ତୁ ନାହିଁ ଆଉ ପାଖରେ ସବୁ ବେଳେ ରଖନ୍ତୁ। ପ୍ରତିଦିନ ଏହାକୁ ପ୍ରଣାମ କରନ୍ତୁ ଯାହା ଦ୍ୱାରା ସବୁ ସମସ୍ୟାର ସମାଧାନ ହୋଇ ପାରିବ।

୪- ମହିଳା ମାନେ ଗାଧେଇବା ପରେ ପ୍ରଥମେ ମା ଗୌରୀ ଙ୍କୁ ସିନ୍ଦୁର ଲଗାନ୍ତୁ ତା ପରେ ନିଜ ସେଣ୍ଠିରେ ସିନ୍ଦୂର ଲଗେଇଲେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ତିକ୍ତତା ଦେଖା ଯିବା ନାହିଁ ଏବଂ କୌଣସି ବିବାଦ ସୃଷ୍ଟି ହେବ ନାହିଁ।

ଏହି ସବୁ ଯଦି ଆପଣ ମାନେ ଠିକ ଭାବରେ ମାନିବେ ତେବେ ଜୀବନ ସୁଖ ମୟ ହେବ। ଯାହା ସମସ୍ତ ସବୁ ସମୟରେ ପାଳନ କରିବ ଉଚିତ। ଏହି ନିୟମ କୁ ଏବେ ଅଧିକ ହିନ୍ଦୁ ଧର୍ମର କରି ଥାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment