Odisha News Portal

ଏହି ବାରରେ ଖିଅର ହେଲେ ଶିଘ୍ର ଆସେ ମୃତ୍ୟୁ ଏବଂ ଏହି ବାରରେ ଖିଅର ହେଲେ ଆୟୁଷ ବଢେ ! ଜାଣନ୍ତୁ କେଉଁ ବାର ଆପଣଙ୍କ ପାଇଁ ଶୁଭ ଆଉ ଅଶୁଭ……

ଆଜି ଆମେ ଜାଣିବା କେଉଁ ବାର ରେ ଦାଢି, ଚୁଟି , ନଖ କାଟିଲେ ଶୁଭ ହୋଇ ଥାଏ ଏବଂ କେଉଁ ବାର ରେ ଅଶୁଭ ହୋଇ ଥାଏ ଏହି ବିଷୟରେ ଆଜି ଆମେ ସବିଶେଷ ଜାଣିବା । ତେବେ ଚାଲନ୍ତୁ ଜାଣିବା କିନ୍ତୁ ସେଥି ପାଇଁ ଆପଣ ମାନେ ଆମର ଏହି ଛୋଟିଆ ଲେଖା ଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ । ଆସନ୍ତୁ ଆରମ୍ଭ କରିବା ।ତେବେ ସୋମବାର ଦିନ ଦାଢି, ଚୁଟି ଏବଂ ନଖ କାଟିଲେ ସନ୍ତାନ ର ସ୍ବାସ୍ଥ୍ୟ ହାନୀ ହୋଇ ଥାଏ ଏବଂ ମାନସିକ ସ୍ବାସ୍ଥ୍ୟ ହାନୀ ମଧ୍ୟ ହୋଇ ଥାଏ । ତେଣୁ ସେମବାର ଦିନ ଏହି ସବୁ କରିବା ବହୁତ ଅଶୁଭ ହୋଇ ଥାଏ । ଏହା ସହିତ ଏହି ବାରରେ ଏ ସବୁ କରିବା ଦ୍ବାରା ଘରକୁ ବାସ୍ତୁ ଦୋଷ ମଧ୍ୟ ଲାଗିଥାଏ ଏବଂ ଘରକୁ ବିଭିନ୍ନ ପ୍ରକାର ନକରାତ୍ମକ ଉର୍ଜାର ପ୍ରବେଶ ମଧ୍ୟ ହୋଇଥାଏ । ତେଣୁ ଏହି ବାରର ଆଦୌ ଏସବୁ କାମ କରିବା ଉଚିତ ହୋଇ ନଥାଏ ।

ତେବେ ମଙ୍ଗଳ ବାର ଦିନ ଦାଢି, ଚୁଟି ଏବଂ ନଖ କାଟିଲେ ଆୟୁ ହାନୀ ହୋଇଥାଏ । ତେଣୁ ମଙ୍ଗଳବାର ଦିନ ମଧ୍ୟ ଏସବୁ କାମ କରିବା ଅଶୁଭ ତଥା ଅନୁଚିତ ହୋଇଥାଏ । ଏହାସହିତ ଏହି ଦିନରେ ଏସବୁ କରିବା ଦ୍ବାରା ପ୍ରଭୁ ହନୁମାନ ଜୀ ମଧ୍ୟ ବହୁତ କୋପ କରିଥାନ୍ତି ।


ଏହା ସହିତ ବୁଧବାର ଦିନ ଦାଢି, ଚୁଟି ଏବଂ ନଖ କାଟିଲେ ଘରେ ଧନ ବୃଦ୍ଧି ହୋଇ ଥାଏ ଏବଂ ମାତା ଲକ୍ଷ୍ମୀ ଙ୍କର ଘରକୁ ଆଗମନ ମଧ୍ୟ ହୋଇ ଥାଏ । ତେଣୁ ବୁଧବାର ଦିନମ ଏସବୁ କାମ କରିବା ନିହାତି ଭାବରେ ବହୁତ ଶୁଭ ହୋଇଥାଏ । ସେଥିପାଇଁ ଆପଣ ମାନେ ଏହି ବାରରେ ଏସବୁ କାର୍ଯ୍ୟ କରିଲେ ତାହା ଅତ୍ୟନ୍ତ ଭଲ ତଥା ଶୁଭ ଫଳ ପ୍ରଦାନ କରିଥାଏ ।


ଗୁରୁବାର ଦିନ ଦାଢି, ଚୁଟି ଏବଂ ନଖ କାଟିଲେ ମାନ ସମ୍ମାନ ହାନୀ ହୋଇ ଥାଏ ଏବଂ ଧନ ମଧ୍ୟ ହାନୀ ହୋଇ ଥାଏ । ତେବେ ଗୁରୁବାର ଦିନ ଏସବୁ କାମ କରିବା ଦ୍ବାରା ବହୁତ ଅଶୁଭ ହେବା ସହିତ ମାତା ଲକ୍ଷ୍ମୀ ମଧ୍ୟ ସେହି ଘର ଉପରେ ବହୁତ କୋପ କରିଥାନ୍ତି ଏବଂ ସେହି ଘର ଉପରେ ନିଜର କୁଦୃଷ୍ଟି ପକାଇଥାନ୍ତି । ଘରେ ସମସ୍ତ ପ୍ରକାର ଧନ ଜନିତ ସମସ୍ୟା ଲାଗି ରହିଥାଏ ଏବଂ ଘର ମାତାଙ୍କର ବାସ ଛାଡି ଯାଇଥାଏ ।

ଶୁକ୍ରବାର ଦିନ ଦାଢି, ଚୁଟି ଏବଂ ନଖ କାଟିଲେ ବହୁତ ଲାଭ ହୋଇଥାଏ ଏବଂ ଧନ ବୃଦ୍ଧି ହେବା ସହିତ ଯଶ ମଧ୍ୟ ମିଳିଥାଏ । ତେଣୁ ଏହି ଦିନ ବହୁତ ଶୁଭ ହୋଇଥାଏ ।

ଶନିବାର ଦିନ ଦାଢି, ଚୁଟି ଏବଂ ନଖ କାଟିଲେ ଆୟଉଷ ହାନୀ ହୋଇଥାଏ । ସେଥିପାଇଁ ଶନିବାର ଦିନ ମଧ୍ୟ ବହୁତ ଅଶୁଭ ହୋଇଥାଏ ।

ରବିବାର ଦିନ ଦାଢି, ଚୁଟି ଏବଂ ନଖ କାଟିଲେ ଧର୍ମହାନୀ ହୋଇଥାଏ, ବଦ୍ଧିହାନୀ ଏବଂ ଧନ ମଧ୍ୟ ହାନୀ ହୋଇଥାଏ । ତେଣୁ ରବିବାର ଦିନ ବହୁତ ଅଶୁଭ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।