Odisha News Portal

ଏହି 6 ଟି ସଂଙ୍କେତରୁ ଚରିତ୍ରହୀନା ମହିଳା ମାନଙ୍କୁ ଜାଣନ୍ତୁ , ଆପଣ ଙ୍କ ଆଖପାଖରେ ଏମିତି ଗୁଣଥିବା ମହିଳା ଥିଲେ ଦୂରେଇ ରୁହନ୍ତୁ ?

ଆଜି ଆମେ ଆପଣ ମାନଙ୍କୁ ଚରିତ୍ର ହୀନା ନାରୀ ମାନଙ୍କ ବିଷୟରେ କହିବୁ । ମାର ମମତାର ମୂର୍ତ୍ତି ହୋଇଥାନ୍ତି ମହିଳା ମାନେ ମାତ୍ର ସମସ୍ତ ମହିଳା ସମାନ ହୋଇନଥାନ୍ତି । ମହିଳା ମାନଙ୍କ ମନକୁ ଜାଣିବା ବହୁତ କଷ୍ଟ ଅଟେ ମାତ୍ର ଆପଣ ମାନେ ତାହାର ଲକ୍ଷଣ ଏବଂ ଚରିତ୍ରକୁ ଦେଖି ଏହା ଜାଣିପାରିବେ ସେ କେମିତି ଅଟେ । ଆଚାର୍ଯ୍ୟ ଚାଣକ୍ୟ ଚରିତ୍ର ହୀନା ମହିଳା ମାନଙ୍କ ବିଷୟରେ ବହୁତ କଥା କହିଛନ୍ତି । ଯଦି ଆପଣ ମାନେ ସେହି କଥା ଜାଣିନେବେ ତେବେ ଆପଣ ମାନଙ୍କୁ ଜୀବନରେ କେବେବି ଧୋକା ମିଳିବନି ।

ଏହି କଥାକୁ ଜାଣି ଆପଣ ମାନେ ଏମିତି ମହିଳାଙ୍କର ପ୍ରେମରେ କେବେବି ପଡିବେନି । ସ୍ତ୍ରୀ ଜାତି ଏକ ସୁନ୍ଦର ଅନୁଭବ ଅଟେ ସେମାନଙ୍କୁ ଦେଖି କେହି ହେଲେ ମଧ୍ୟ ଆକର୍ଷିତ ହୋଇଯାଆନ୍ତି । ସେମାନଙ୍କର ବ୍ୟକ୍ତିତ୍ୱ ଏବଂ ପାରସୋନାଲିଟିକୁ ଦେଖି ମୋହିତ ହୋଇଯାଆନ୍ତି ।

ଚାଣକ୍ୟଙ୍କର କଥା ଅନୁସାରେ ବେଦରେ ସ୍ତ୍ରୀ ମାନଙ୍କୁ ଦେବୀ ବୋଲି କୁହାଯାଏ । ମାତ୍ର କିଛି ମହିଳା ଏମିତି ହୋଇଥାନ୍ତି ଯେଉଁମାନେ କି ଚରିତ୍ର ହୀନା ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେମିତି ସଂଙ୍କେତ ଯେଉଁଥିରୁ ଆପଣ ମାନେ ଚରିତ୍ରାହୀନା ନାରୀକୁ ଚିହ୍ନିବା କିପରି ।

1–କେତେ ମହିଳାଙ୍କର ସ୍ୱଭାବ ରାଗି ହୋଇଥାଏ ଏବଂ ଚିଡଚିଡା ସ୍ୱଭାବର ମଧ୍ୟ ହୋଇଥାଏ । ଏମିତି ମହିଳା ଉପରେ ଆପଣ ମାନେ କେବେବି ବିଶ୍ୱାସ କରନ୍ତୁ ନାହିଁ । କାହିଁକିନା ସେମାନେ ବିଶ୍ୱାସ ଏବଂ ଭରସାର ଯୋଗ୍ୟ ହୋଇନଥାନ୍ତି ।

2–ଆପଣ ମାନେ ଦେଖିଥିବେ କି ବହୁତ ମହିଳଙ୍କର ପାଦର ପଛଅଂଶ ମୋଟା ହୋଇଥାଏ । ଏମିତି ମହିଳା ଘର ପାଇଁ ଏବଂ ଆପଣଙ୍କର ଜୀବନ ପାଇଁ କେବେବି ଶୁଭ ହୋଇନଥାନ୍ତି । ଯଦି କେଉଁ ମହିଳାର ପାଦର ବୁଢାଆଙ୍ଗୁଠିର ପାଖ ଆଙ୍ଗୁଠି ଲମ୍ବା ଥିବ କିମ୍ବା ସେମାନଙ୍କର ପାଦର ଛୋଟ କିମ୍ବା କାଣି ଆଙ୍ଗୁଠି ଛୁଉଁ ନଥିବ ତେବେ ଏପରି ମହିଳା ମାନେ କେବେବି ବିଶ୍ୱାସର ଯୋଗ୍ୟ ହୋଇଥାନ୍ତି ।

3–ଯେଉଁ ମହିଳା ମାନଙ୍କର ପେଟ ଲମ୍ବା ହୋଇଥାଏ ସେମାନଙ୍କୁ ପୂରା ଜୀବନ ଦରିଦ୍ରତାରେ ବିତାଇବାକୁ ପଡିଥାଏ । ଏଥିପାଇଁ ଏହି ମହିଳା ମାନଙ୍କୁ ଅଶୁଭ ବୋଲି ମାନାଯାଏ ।


4–ଯେଉଁ ବି ମହିଳା ମାନଙ୍କର ଦାନ୍ତ ବହୁତ ଓସାରିଆ ହୋଇଥାଏ ସେମାନଙ୍କୁ ଦୁଃଭାଗ୍ୟ ଶାଳୀ ବୋଲି କୁହାଯାଏ ।

5–ଆପଣ ମାନେ ଦେଖିଥିବେ କିଛି ମହିଳା ମାନଙ୍କର ଓଠ ଉପରେ ହାଲକା ହାଲକା ଚୁଟି ରହିଥାଏ , ତେବେ ସେହି ମହିଳା ମାନେ ନିଜ ସ୍ୱାମୀ ପାଇଁ ଶୁଭ ହୋଇନଥାନ୍ତି ।

6–ଏମିତି ମହିଳା ଯେଉଁ ମାନଙ୍କର ମଥା ଚଉଡା ହୋଇଥାଏ ସେମାନେ ନିଜ ଦିଅର ପାଇଁ ଅଶୁଭ ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।