Odisha News Portal

ବଲିଉଡ୍ ର ଏହି 4 ଜଣ ଅଭିନେତ୍ରୀଙ୍କୁ ଶାରୀରିକ ସମ୍ବନ୍ଧ ବନାଇବା ସର୍ତ୍ତରେ ମିଳିଥିଲା କାମର ଅଫର , ନଂ 2 ଜଣଙ୍କ ବାଧ୍ୟ ହୋଇ ନିଜର ସବୁ ଦେଇଦେଲେ…….

ବଲିଉଡରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି , ଯେଉଁମାନେ କି ଆଜି ସଫଳତା ହାସଲ କରି ସାରିଲେଣି , କିନ୍ତୁ କେବେ ନା କେବେ ତାଙ୍କୁ କ୍ୟାରିୟରରେ କାଷ୍ଟିଂ କାଉଚର ଶିକାର ହେବାକୁ ପଡ଼ିଥିଲା । କେତେକ ବଲିଉଡ ଅଭିନେତ୍ରୀମାନେ ଯେତେବେଳେ ନୂଆ ନୂଆ ହିରୋଇନ ହେବାର ସ୍ବପ୍ନ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିକୁ କାମ ପାଇଁ ଆସିଥିଲେ, ସେତେବେଳେ ତାଙ୍କୁ କାଷ୍ଟିଂ କାଉଚର ସାମ୍ନା କରିବାକୁ ପଡିଥିଲା । ଏମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀ ଏହାକୁ ସ୍ବିକାର ମଧ୍ୟ କରିଛନ୍ତି । ସେହିପରି 4ଜଣ ଅଭିନେତ୍ରୀଙ୍କ ବିଷୟରେ ଆମେ କହିବାକୁ ଯାଉଛୁ ।

1. ସୁରବୀନ ଚାୱଲା –

ବଲିଉଡର ଜଣେ ବହୁତ ହିଁ ସୁନ୍ଦର ଏବଂ ହଟ୍ ଅଭିନେତ୍ରୀ ଅଟନ୍ତି । ତେବେ ସୁରବୀନ ବହୁତ ସିରିୟଲରେ କାମ କରିବା ପରେ ହିରୋଇନ ହେବା ଆଶାରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କୁ କାଷ୍ଟିଂ କାଉଚର ଶିକାର ହେବାକୁ ପଡ଼ିଥିଲା, କିନ୍ତୁ ସେ ସିଧା ମନା କରିଦେଇଥିଲେ । ତେବେ ସୁରବୀନ ଚାୱଲା ଆହୁରି ମଧ୍ୟ କହିଛନ୍ତି କି ବଲିଉଡରେ ତାଙ୍କୁ କେବେ ଏହି ପ୍ରକାରର ସାମ୍ନା କରିବାକୁ ପଡ଼ିନାହିଁ ।

2. ଟିସ୍କା ଚୋପଡା –

ବଲିଉଡ ଜଗତର ଜଣେ ଜଣାଶୁଣା ତଥା ସଫଳ ଅଭିନେତ୍ରୀ ହେଉଛନ୍ତି ଟିସ୍କା ଚୋପଡା । ତାରେ ଜମିନ ପର ରେ ଇସାନର ମାଁ ର ରୋଲ ପ୍ଲେ କରିଥିଲେ । ସାର୍ବଜନୀନ ରୂପରେ ସେ ଏହି କଥାକୁ ସ୍ଵୀକାର କରିସାରିଛନ୍ତି କି ନିଜର କ୍ୟାରିୟରର ଆରମ୍ଭରେ ଗୋଟେ ଫିଲ୍ମରେ କାମ କରିବା ପାଇଁ ତାଙ୍କୁ କାଷ୍ଟିଂ କାଉଚର ଶିକାର ହେବାକୁ ପଡ଼ିଥିଲା ।

3. ରାଧିକା ଆପ୍ତେ –

ବଲିଉଡ ଜଗତରେ ଜଣେ ଜଣାଶୁଣା ତଥା ସଫଳ ଅଭିନେତ୍ରୀ କୁହାଯାଉଥିବା ରାଧିକା ଆପ୍ତେଙ୍କୁ କିଏ ବା ନ ଜାଣେ । ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନିଜର ସ୍ବତନ୍ତ୍ର ସ୍ଥାନ ବନାଇ ସାରିଛନ୍ତି । ହିନ୍ଦୀ ଫିଲ୍ମ ବ୍ୟତୀତ ତାମିଲ, ବେଙ୍ଗଲି , ତେଲୁଗୁ ଓ ମଲାୟାଲାମ ଫିଲ୍ମ ରେ ବି କାମ କରିଛନ୍ତି । ରାଧିକା ଆପ୍ଟେ ଏହି କଥାକୁ ସ୍ଵୀକାର କରିସାରିଛନ୍ତିକି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କୁ କାଷ୍ଟିଂ କାଉଚର ଶିକାର ହେବାକୁ ପଡ଼ିଥିଲା ।

4. କଳ୍କୀ କୋଚଲିନ

ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ , ଯିଏ ଫିଲ୍ମ ନିର୍ଦେଶକ ଅନୁରାଗ କଶ୍ୟପଙ୍କ ପୂର୍ବ ପତ୍ନୀ ମଧ୍ୟ ରହି ସାରିଛନ୍ତି । ସେ ମଧ୍ୟ ଏହି କଥାକୁ ସାର୍ବଜନୀକ ରୁପରେ ସ୍ଵୀକାର କରିସାରିଛନ୍ତି କି ତାଙ୍କ କ୍ୟାରିୟରରେ ତାଙ୍କୁ କାଷ୍ଟିଂ କାଉଚର ସାମ୍ନା କରିବାକୁ ପଡିଥିଲା । କଳ୍କୀ କହିଥିଲେ କି ଲୋକଙ୍କୁ ଏହା ଲାଗିଲା କି ମୁଁ ଭାରତର ନୁହେଁ ବୋଲି ସହଜରେ ମୋର ଫାଇଦା ଉଠାଇ ମୋର ଶୋଷଣ କରିବେ । କିନ୍ତୁ କଳ୍କୀ କେବେ ମାନି ନଥିଲେ । ଆଉ ନିଜ ପ୍ରତିଭା ବଳରେ ବଲିଉଡରେ ସେ ନିଜର ଗୋଟିଏ ସ୍ବତନ୍ତ୍ର ସ୍ଥାନ ବନାଇ ପାରିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।