ଆଜି ଆମେ ଆପଣ ମାନଙ୍କୁ ସେହି ରାଶିର ମହିଳା ମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ସ୍ୱାମୀଙ୍କ ସହ ଖୁସିରେ ରହିପାରନ୍ତି ନାହିଁ । ସ୍ୱାମୀ ସ୍ତ୍ରୀ ମାନଙ୍କ ସଂପର୍କ ସର୍ବଦା ପବିତ୍ରତା ଏବଂ ବିଶ୍ୱାସ ଉପରେ ଆଧାରିତ ଅଟେ । ସ୍ୱାମୀ ସ୍ତ୍ରୀ ମାନଙ୍କ ସଂପର୍କର ଡୋର ଯେତେ କୋମଳ ହୋଇଥାଏ ସେତେ ଟାଣ ମଧ୍ୟ ହୋଇଥାଏ । ଏହା ଏକ ବୌଜ୍ଞାନିକ ତଥ୍ୟ ହୋଇଥାଏ କି ଶାରିରୀକ , ମାନସିକ ଏବଂ ଆଧ୍ୟାତ୍ମିକ ସ୍ତରରେ ସ୍ତ୍ରୀ ଓ ପୁରୁଷ ଦୁହେଁ ଦୁହିଁଙ୍କ ପାଇଁ ଅଧୁରା ହୋଇଥାନ୍ତି । କେବେ , କେବେ ଏପରି ହୋଇଥାଏ କି ସ୍ୱାମୀ ଏବଂ ସ୍ତ୍ରୀ ମାନଙ୍କ ମଧ୍ୟରେ ମଧୁରତା ରହିନଥାଏ ।
ସେମାନେ କେବଳ ବାଧ୍ୟରେ ହିଁ ପରସ୍ପର ସହିତ ଜୀବନ କଟାଇଥାନ୍ତି । ଏହା ଏଥିପାଇଁ ହୋଇଥାଏ କି କେବେ କେବେ ମହିଳା ମାନେ ନିଜ ସ୍ୱାମୀ ମାନଙ୍କ ସହ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ । ଏହି ଅସନ୍ତୁଷ୍ଟ କାରଣରୁ ଦୁହିଁଙ୍କ ମଧ୍ୟରେ ବାଦ ଏବଂ ବିବାଦ ଲାଗି ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ସେହି ତିନିଟି ନାମର ମହିଳା ମାନଙ୍କ ବିଷୟରେ କହିବୁ ଯେଉଁମାନେ କେବେବି ନିଜ ସ୍ୱାମୀଙ୍କ ସହିତ ସନ୍ତୁଷ୍ଟ ରହି ପାରନ୍ତି ନାହିଁ ।
1–K
K ନାମର ମହିଳା ମାନେ ବହୁତ ସହାନଶୀଳ ସ୍ୱଭାବର ହୋଇଥାନ୍ତି । ଏମାନେ ନିଜର କର୍ତ୍ତବ୍ୟକୁ ବହୁତ ଭଲ ଭାବରେ ପାଳନ କରିଥାନ୍ତି । ମାତ୍ର ଏମାନେ କତାକୁ ଏପଟ ସେପଟେ କହିବାରେ ବହୁତ ହିଁ ମାହିର ହୋଇଥାନ୍ତି । ଏମାନେ ଚାହିଁଥାନ୍ତି କି ଏମାନଙ୍କ ସ୍ୱାମୀ ପ୍ରତ୍ୟେକ କାମ କହିକରୁ କରୁ ଯଦି ତାହା ନ ହୋଇଥାଏ ତେବେ ଏମାନେ ରାଗି ଯାଇଥାନ୍ତି । ଯେଉଁଥିପାଇଁ ଏମାନଙ୍କ ମଧ୍ୟରେ ସର୍ବଦା ଝଗଡା ଲାଗି କରି ରହିଥାଏ ।
2–E
E ନାମର ମହିଳା ମାନେ ପ୍ରେମରେ ବହୁତ ଇଚ୍ଛା ରଖିଥାନ୍ତି । ଏମାନେ ଚାହାନ୍ତି କି ଏମାନଙ୍କ ସ୍ୱାମୀ ଏମାନଙ୍କ ପାଖରୁ କେବେବି ଛାଡି କରି ନଯାଆନ୍ତି । ଏମାନେ ଘରକୁ ବହୁତ ସୁନ୍ଦର ଭାବରେ ସମ୍ଭାଳି ଥାନ୍ତି ଏମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରିକରି ରହିଥାଏ । ଏମାନେ ସେମାନଙ୍କ ସ୍ୱାମୀ ମାନଙ୍କ ସହ ଅଧିକ ସନ୍ତୁଷ୍ଟ ହୋଇ ପାରନ୍ତି ନାହିଁ କାରଣ ଏମାନେ ଟିକେ ଅଧିକ ପ୍ରେମ ଚାହିଁଥାନ୍ତ ମାତ୍ର ତାହା ଏମାନଙ୍କୁ ମିଳିନଥାଏ ।
3–S
S ନାମର ମହିଳା ମାନେ ବହୁତ ସାହସୀ ହୋଇଥାନ୍ତି । ଏହା ସହିତ ନିଜ ପରିବାର ପ୍ରତି ନିଷ୍ଟାବନ ମଧ୍ୟ ହୋଇଥାନ୍ତି । ଏମାନଙ୍କୁ ପ୍ରସଂସା ଶୁଣିବା ପାଇଁ ବହୁତ ଭଲ ଲାଗିଥାଏ ଏମାନେ ସର୍ବଦା ଚାହିଁଥାନ୍ତି କି ଏମାନଙ୍କ ପରିବାର ଏମାନଙ୍କ ପ୍ରତି ସର୍ବଦା ସନ୍ତୁଷ୍ଟ ରୁହନ୍ତୁ ।
ଏମାନେ ସର୍ବଦା ନିଜ ସ୍ୱାମୀର ମୁହଁରୁ ପ୍ରଶଂସା ଶୁଣିବା ପାଇଁ ଚାହିଁଥାନ୍ତି ଯଦି ଭୁଲରେ ମଧ୍ୟ ଏମାନଙ୍କ ସ୍ୱାମୀ ଅନ୍ୟ କୌଣସି ସ୍ତ୍ରୀର ପ୍ରଶଂସା କରିଦିଏ ତେବେ ଏମାନେ ଘରକୁ ମୁଣ୍ଡ ଉପରେ ରଖିଦିଅନ୍ତି । ଏହି କାରଣରୁ ଏମାନେ ଜୀବନ ସାରା ନିଜ ସ୍ୱାମୀ ସହିତ ସନ୍ତୁଷ୍ଟ ରହିପାରନ୍ତି ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।