Odisha News Portal

ଏହି 10 ଅଭ୍ୟାସ ଥିବା ମହିଳା ମାନଙ୍କ ଉପରେ ମାତା ଲକ୍ଷ୍ମୀ ସର୍ବଦା କୃପା କରିଥାନ୍ତି ! ଆପଣ ଙ୍କ ପାଖରେ ସେହି ଗୁଣ ରହିଛି କି ?

ଯାହାଙ୍କ ମଧ୍ୟରେ କିଛି ଖାସ୍ ଅଭ୍ୟାସ ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଦଶଟି ଉପାୟ ବିଷୟରେ କହିବାକୁ ଯାଉଛୁ ୟାହାକୁ ପାଳନ କରିବା ଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ସବୁବେଳେ ରହିଥାଏ ।
1.ସକାଳେ ଏବଂ ସଂନ୍ଧ୍ୟାରେ ନିୟମିତ ଭାବରେ ପୂଜା କରୁଥିବା ମହିଳାଙ୍କୁ ମାତା ଲକ୍ଷ୍ମୀ ସବୁବେଳେ ପସନ୍ଦ କରିଥାନ୍ତି ।ଏମାନଙ୍କ ମନ ପବିତ୍ର ହୋଇଥାଏ ତେଣୁ ଏମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶିର୍ବାଦ ରହିଥାଏ ।
2.ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କର ବ୍ରତ ରଖୁଥିବା ମହିଳା ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ସର୍ବଦା ଆଶିର୍ବାଦ ରହିଥାଏ । ଏହି ମହିଳାମାନେ ମାତା ଲକ୍ଷ୍ମୀଙ୍କ ପାଇଁ ଭୋଗ ବିଳାସ ତ୍ୟାଗ କରିଥାନ୍ତି ତେଣୁ ଏମାନଙ୍କ ଉପରେ ମାଁ ପ୍ରସନ୍ନ ହୋଇଥାନ୍ତି ।

3.ଘରେ ଥିବା କନ୍ୟା ସନ୍ତାନ ମାନଙ୍କୁ ଗେହ୍ଲା କରୁଥିବା ମହିଳା ମାନଙ୍କୁ ମାତା ଲକ୍ଷ୍ମୀ ବହୁତ ପସନ୍ଦ କରିଥାନ୍ତି । କୁହାଯାଏ ଶିଶୁ କନ୍ୟାଙ୍କ ଭିତରେ ସ୍ବୟଂ ମାତା ଲକ୍ଷ୍ମୀ ବାସ କରିଥାନ୍ତି ।

4. ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ ନାମରେ ଘିଅର ଦୀପ ଲଗେଇଲେ ମାତା ଲକ୍ଷ୍ମୀ ଖୁସି ହୋଇଥାନ୍ତି ଏଣୁ ଯେଉଁ ବି ମହିଳା ଏପରି କରିଥାନ୍ତି ତାଙ୍କୁ ମାଆଙ୍କର ମହିମା ଦେଖିବାର ଅବସର ମିଳିଥାଏ ଏବଂ ତାଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ ।

5. ଯେଉଁ ମହିଳାମାନେ ଗୁରୁବାର ଦିନ ଆମିଷ ସେବନ ଏବଂ ଘରେ ରୋଷେଇ କରନ୍ତି ନାହିଁ ସେମାନଙ୍କୁ ମାତା ଲକ୍ଷ୍ମୀଙ୍କର ଆଶିର୍ବାଦ ପ୍ରାପ୍ତ ହୋଇଥାଏ ।

6. ଗୁରୁବାର ଦିନ ଦାନ ଧର୍ମ କରିବାକୁ ଶୁଭ ମାନିଥାନ୍ତି । ଏପରି କରିଲେ ମାଁ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ମହିଳା ମାନଙ୍କ ଉପରେ ରହିଥାଏ । ଏହି ଦିନ ସବୁକିଛି ଦାନ କରିପାରିବେ କିନ୍ତଚୁ ଧାର ଉଧାର ଦେବେ ନାହିଁ ଏହା କରିବା ଦ୍ବାରା ମାଁ ଲକ୍ଷ୍ମୀ କେବେ ଘରେ ପ୍ରବେଶ କରିବେ ନାହିଁ ।

7. ବୟସ୍କ ବୃଦ୍ଧାଙ୍କୁ ସମ୍ମାନ କରୁଥିବା ମହିଳା ମାନେ ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାନ୍ତି ।

8. ଘରର ସଦସ୍ୟାଙ୍କ ଯତ୍ନ ନେଉଥିବା ଏବଂ ଘରର ଉନ୍ନତି କରୁଥିବା ମହିଳା ମାନେ ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋିଥାନ୍ତି । ଏପରି ମହିଳାଙ୍କ ଜୀବନରେ କେବେ ଧନର ଅଭାବ କରନ୍ତି ନାହିଁ ମାଁ ।


9. ପରିବାର ସହିତ ବାନ୍ଧି ହୋଇ ରହୁଥିବା ମହିଳାମାନେ ମାତା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ହୋଇଥାନ୍ତି । ଯଦି କୌଣସି ମହିଳା ନିଜ ପରିବାରସହିତ ମିଶି ରହିବାକୁ ପସନ୍ଦ କରନ୍ତି ନାହିଁ ତେବେ ସେହି ମହିଳାମାନଙ୍କ ଉପରେ ମାଁ କୋପ କରିଥାନ୍ତି ।

10. ମାତା ଲକ୍ଷ୍ମୀଙ୍କ ପୂଜାପାଠ କରୁଥିବା ମହିଳା ମାନଙ୍କ ଉପରେ ମାଁ ସର୍ବଦା ପ୍ରସନ୍ନ ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।