ଏହି ୧ ପତ୍ର ଚୋବେଇ ଖାଆନ୍ତୁ, ବାତ,ପିତ,କଫ, ଆଣ୍ଠୁଗଣ୍ଠି, ଡାଇବେଟିସ, ବ୍ଲଡ଼ ପ୍ରେସର୍, ଗ୍ୟାସ୍ ଗାଏବ ହୋଇଯିବ, 120 ବର୍ଷ ପର୍ଯ୍ୟନ୍ତ ବଞ୍ଚିବେ

ତେବେ ବନ୍ଧୁଗଣ ଆମେ ଜାଣିଛୁ କି ଆମର ସ୍ୱାସ୍ଥ୍ୟ ଏକ ଅମୂଲ୍ୟ ସମ୍ପଦ ଅଟେ | ଆଉ ଆମ ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ଜନିତ ସମସ୍ୟା ସବୁବେଳେ ଲାଗିକି ରହିଛି | ତେବେ ସେହିଭଳି ଏକ ସମସ୍ୟା ହେଉଛି କାଶ, କଫ ଆଉ ବାତ |ତେବେ ଆମର କେତେକ ଅସାବଧାନତା ଯୋଗୁଁ ଯେଉଁଥି ପାଇଁ ଆମକୁ ବାତ, କଫ ପୀତ ପରି ବିଭିନ୍ନ ପ୍ରକାର ରୋଗ ରେ ପଡିଥାଉ | ଯେଉଁଥି ପାଇଁ ଆଜି ଆପଣଙ୍କୁ କିଛି ଘରେଇ ଉପଚାର ବିଷୟ କହିବୁ ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କର 120 ବର୍ଷ ପୁରୁଣା ବାତ, ପୀତ, କଫ, ଓ କଲେଷ୍ଟର କୁ ମଧ୍ୟ କଂଟ୍ରୋଲ ରେ ରଖିବ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହି ଘରେଇ ଉପଚାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା |

ତେବେ ଆଜି ଯେଉଁ ଆଶ୍ୱସ୍ତ ପତ୍ର କଥା କହିବାକୁ ଯାଉଛି ଯାହାକୁ ବ୍ୟବହାର କରିକି ଆପଣ ଅନେକ ପ୍ରକାରର ରୋଗରୁ ମୁକ୍ତି ପାଇପାରିବେ |ଏହି ଘରେଇ ଉପଚାର ରେ ବିଭିନ୍ନ ପ୍ରକାର ରୋଗ ର ଉପସମ କରିପାରିବେ ଓ ବିଭିନ୍ନ ପ୍ରକାରର ରୋଗ ରୁ ମୁକ୍ତି ପାଇପାରିବେ | ଆସନ୍ତୁ ଆଶ୍ୱସ୍ତ ପତ୍ରର ବ୍ୟବହାର ବିଷୟରେ ଜାଣିବା |

ପ୍ରସ୍ତୁତି ପ୍ରଣାଳୀ :-

1- ତେବେ ଏହି ଉପଚାର ପାଇକି ଆମକୁ ଦରକାର ହେବ ଆଶ୍ୱସ୍ତ ପତ୍ର | ତାହା ପରେ ସେହି ପତ୍ର କୁ ଭଲ ଭାବରେ ଧୋଇକି ଆମେ ତାହାକୁ ଚୋବାଇକି ଖସିବା | ଆଉ ଯାହା ଦ୍ୱାରା ଆମେ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ପାଇବା |ତେବେ ସେଥିପାଇଁ ଆମକୁ ପ୍ରତ୍ୟେକ ଦିନ ଏହାର ପତ୍ର କୁ ସେବନ କରନ୍ତୁ ଦେଖିବେ ଆପଣଙ୍କ ର ଆଣ୍ଠୁ ଗଣ୍ଠି ବିନ୍ଧା, ହୃଦ ରୋଗ ଜନିତ ସମସ୍ୟା ଅତି ସହଜରେ ଦୂର ହେଇଯିବ | ଯଦି ଆପଣଙ୍କୁ ଏହାର ପତ୍ର ଏମିତି ଖାଇବାକୁ ଲାଗିବେ ତାହେଲେ ନିହାତି ଉପଶମ ପାଇବେ |ତାହାଲେ ଆପଣ ଏହାର କାଢ ପ୍ରସ୍ତୁତ କରି ଏହାର ରସ ସେବନ କରିବା ଦ୍ୱାରା ମଧ୍ୟ ବିଭିନ୍ନ ପ୍ରକାର ରୋଗ ର ଉପସମ ମିଳିଥାଏ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି କାଢା ପ୍ରସ୍ତୁତ କରିବା

2- ଏହି କାଢା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ 2 ରୁ 3 ଟି ଅଶ୍ୱସ୍ତ ଗଛ ର ପତ୍ର କୁ ନେଇ ତାକୁ ଭଲ ଭାବରେ ଧୋଇ ଦେଇ ଛୋଟ ଛୋଟ ପିସ କରି କାଟି ନେବା ଓ ଏହାକୁ ଏକ ପାତ୍ର ରେ କିଛି ପାଣି ଦେଇ ଏହି ପତ୍ର ଟିକୁ ସେହି ପାଣି ରଖି ଏହାକୁ ଗ୍ୟାସ ସାହାଯ୍ୟ ରେ 5 ରୁ 10 ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଗରମ କରନ୍ତୁ | ଏହା ଗରମ ହେଇ ସାରିବା ପରେ ଏହାକୁ ଉଷମ ହେବା ପାଇଁ ଛାଡି ଦେବା | ତାହା ପରେ ସେହି ଉପଶମ କୁ ସେବନ କରିବା |

ବ୍ୟବହାର :-

ତେବେ ପ୍ରସ୍ତୁତ କରିଥିବା ଏହି ପାଣି ବ୍ୟବହାର କରିବା ଦ୍ୱାରା ଆପଣଙ୍କର ପୁରୁଣା ରୁ ଅତି ପୁରୁଣା ରୋଗ, ଯେମିତିକି, ପେଟ ର ଗ୍ୟାସ, ମୋଟା ପଣ, ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଏମିତି ବିଭିନ୍ନ ପ୍ରକାର ରୋଗ ରୁ ଆପଣ ରକ୍ଷା ପାଇ ପାରିବେ |ଏହା ବ୍ୟତୀତ ଏହାର ପତ୍ର କୁ ଭଲ ଭାବରେ ବାଟି ଆପଣଙ୍କ ଯାଦୁ, କାଛୁ କୁଣ୍ଡିଆଣ ଭଳି ଜାଗାରେ ଲଗାଇବା ଦ୍ୱାରା ଅଳ୍ପ ଦିନ ରେ ଏହାର ଉପସମ ମିଳିଥାଏ | ଆଉ 120 ପ୍ରକାରର ରୋଗ ଭଲ ହେବ |

ତେବେ ଏହା ଥିଲା ବାତ, ପିତ ଓ କଫ ଜନିତ ସମସ୍ୟା କୁ ଦୂର କରିବାର ସହଜ ଉପାୟ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment