Odisha News Portal

ଦେଖନ୍ତୁ ଭିଡ଼ିଓ । ଓଃ କି ମାଡ଼ ! ମଝି ରାସ୍ତାରେ କଂଗ୍ରେସ ଜିଲ୍ଲା ସଭାପତିଙ୍କୁ ପିଟିଲେ ଯୁବତୀ, ଭିଡିଓ ଭାଇରାଲ…. ଏହି ଭଉଣୀ ଙ୍କ ପାଇିଁ ଗୋଟିଏ ଲାଇକ୍ କରନ୍ତୁ…..

ଆଜିର ସମାଜରେ ଲୋକପ୍ରତିନିଧୀ ନାଁରେ ନେତା ମାନେ କରୁଛନ୍ତି ବିଭିନ୍ନ ପ୍ରକାର କୁକାର୍ଯ୍ୟ । ତେବେ ବର୍ତ୍ତମାନ ସମୟରେ ସେହିପରି ଗୋଟିଏ ଘଟଣା ସାମ୍ନାକୁ ଆସିଛି , ଯାହା ଜାଣିବା ପରେ ଆପଣ ମାନେ ମଧ୍ୟ କହିବେ ଯେ ଏଭଳି ରାଜନେତାଙ୍କୁ ଏଭଳି ଶାସ୍ତି ଦେବା ନିହାତି ଜରୁରୀ । ତେବେ ଚାଲନ୍ତୁ ଜାଣିବା ସଂମ୍ପୂର୍ଣ୍ଣ ଘଟଣା ବିଷୟରେ । ତେବେ ଏହି ପରି ଗୋଟିଏ ଜଘନ୍ୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଜାଲୌନରେ ।

ତେବେ ଯୁବତୀଙ୍କୁ ହଇରାଣ କରିବା ଏବଂ ତାଙ୍କ ସହ ଅସଦାଚରଣ କରିବା ପଡ଼ିଲା ରାଜନେତାଙ୍କୁ ଭାରି ମହଙ୍ଗା । ବେଶ୍ କିଛି ଉତ୍ତମ ମଧ୍ୟମ ଖାଇବା ପରେ ସାବାଡ ହେଲେ କଂଗ୍ରେସ ର ଜଣେ ରାଜନେତା ।ତେବେ ସେ ପୁଣି ହେଉଛନ୍ତି ଜିଲ୍ଲାର କଂଗ୍ରେସ ର ଜିଲ୍ଲା ସଭାପତି । ତେବେ ଦୀର୍ଘଦିନ ଧରି ତାଙ୍କର ବ୍ୟବହାର ଏବଂ ଅସଦାଚରଣରେ ଅତିଷ୍ଟ ହୋଇ ଶେଷରେ ଯୁବତୀ ମାନଙ୍କ ଠାରୁ ରାସ୍ତା ମଝିରେ ଖାଇଲେ ନିର୍ଦ୍ଧୁମ ମାଡ। ଆଉ ତାପରେ ତାଙ୍କର ଏହିଭଳି କୁବ୍ୟବହାରର ଘଟଣା ଏବେ ଲୋକଲୋଚନକୁ ଆସିଛି ।


ଆଉ ଏହି ଘଟଣା ପରେ ଯୁବତୀ ମାନଙ୍କ ଠାରୁ ନିର୍ଦ୍ଧୁମ ଉତ୍ତମ ମଧ୍ୟମ ଖାଇଛନ୍ତି ଏହି କଂଗ୍ରେସ ନେତା ଜଣଙ୍କ । ଯାହାର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଏହି ଘଟଣା ଏକ ନିନ୍ଦନୀୟ ଘଟଣା ଭାବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆପଣଙ୍କ ଅବଗତ କରାଇଦେଉଛୁ କି ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି କଂଗ୍ରେସର ଜିଲାଧ୍ୟକ୍ଷ ଅନୁଜ ମିଶ୍ର ।

 

କଂଗ୍ରେସର ଜିଲାଧ୍ୟକ୍ଷ ଅନୁଜ ମିଶ୍ର ନାମରେ ଆସିଛି ମହିଳାଙ୍କୁ ଅସଦାଚରଣ କରିବାର ଅଭିଯୋଗ । ଯୁବତୀଙ୍କ କହିବା ଅନୁସାରେ ଏହି ବ୍ୟକ୍ତି ଜଣଙ୍କ ଦୀର୍ଘ ଦିନ ଧରି ଯୁବତୀଙ୍କୁ ହଇରାଣ କରୁଥିଲେ ଏବଂ ସେମାନଙ୍କ ପଛରେ ପଡ଼ିଥିଲେ। ଏହି ନିନ୍ଦନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ର ଜାଲୌନର ଓରାଇ କୋଟବାଲୀ ଅଞ୍ଚଳରେ। ପୀଡ଼ିତା ଙ୍କ ଅଭିଯୋଗ ଏହା ରହିଛି ଯେ ଏହି ବ୍ୟକ୍ତି ଜଣଙ୍କ କେବଳ ତାଙ୍କୁ ହଇରାଣ କରୁ ନଥିଲେ ବରଂ ତାଙ୍କୁ ଖରାପ୍ ବ୍ୟବହାର ଦେଖାଇବା ସହିତ ଫୋନ୍ କରି ଖରାପ୍ ଭାଷା ରେ ଗାଳି ଗୁଲଜ ମଧ୍ୟ କରୁଥିଲେ।

ଏହାପରେ ସେ ଆଇନର ଆଶ୍ରୟ ନେଇଥିଲେ ଏବଂ ଯବୁତୀ ଜଣକ ପୋଲିସ୍‌ ନିକଟରେ ଏନେଇ ଅଭିଯୋଗ କରିଥିଲେ। କିନ୍ତୁ ସେଥିରେ ତାଙ୍କୁ କିଛି ସୁଫଳ ମିଳି ନଥିଲା । ଆଉ ଯେତେବେଳେ ଆଇନର ସାହାରା ନେଇ ସେ ଏହାର ସମାଧାନର ବାଟ ବାହାର କରିପାରିଲେ ନାହିଁ , ସେତେବେଳେ ସେ ଉତ୍ତରପ୍ରଦେଶର କଂଗ୍ରେସ ରାଜ୍ୟ ସଭାପତିକୁ ମଧ୍ୟ ଏ ବିଷୟରେ ଜଣାଇଥିଲେ। ତାପରେ ମଧ୍ୟ କୌଣସି ସମାଧାନ ନ ବାହାରିବା କାରଣରୁ ଏହାକୁ ନିଜ ହାତକୁ ନେଇଥିଲେ ପିଡିତା ଯୁବତୀ ଜଣଙ୍କ।

ଏହାପରେ କେଉଁଠାରୁ ବି କୌଣସି ପ୍ରକାର ସହଯୋଗ ନ ମିଳିବାରୁ ଯୁବତୀ ଜଣକ ବାଧ୍ୟ ହୋଇ ଆଇନକୁ ନିଜ ହାତକୁ ନେଇ ଯାଇଥିଲେ ଏବଂ ଜିଲ୍ଲା ସଭାପତି ଅନୁଜଙ୍କ ଅସଦାଚରଣରେ ଅତିଷ୍ଠ ହୋଇ ତାଙ୍କୁ ସାବାଡ କରିବା ପାଇଁ ରାସ୍ତା ମଝିରେ ତାଙ୍କୁ ପିଟିଥିଲେ । ଯେଉଁ ଘଟଣା ପରେ ଏହି ନେତା ଜଣଙ୍କର ସବୁ ନିଶା ଗାଏଫ୍ ହୋଇଯାଇଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।