Exclusive : ଏଭଳି ଉଦ୍ଧତ ମହିଳାଙ୍କ ପାଇଁ ଭାସିଯିବ ସଂସାର, ମନ୍ଦିର ଆଗରେ ଧଜିଆ ଉଡ଼େଇଲେ ଠାକୁରଙ୍କର… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ତ ପ୍ରତେକ ଦିନ ଅନେକ ପ୍ରକାରର ନୂଆ ନୂଆ ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଇଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ | ଆଉ ଯେଉଁଠି ଦେଖା ଯାଇଛି କି ଭଗବାନ ଙ୍କର ନା କୁ ନେଇକି ବିଭଳି ଭାବରେ କରି ଚାଲିଛନ୍ତି ଅସଦାଚରଣ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ସମାଜକୁ କିଛି ଶିକ୍ଷା ଦେବା ବଦଳରେ ମହିଳା ଆଉ ଏହି ଝିଅ ମାନେ କ ରି ଚାଲିଛନ୍ତି ନାଚ | ଆଉ ତାହା ପୁଣି ଭାଗବତ ଗାଥା ପ୍ରଚାର ସମୟରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭିଡ଼ିଓ ଉପରେ ଟିକିଏ ନଜର ପକାଇବା |

ତେବେ ଭାଇରାଲ ହେଉଥିବା ସେହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଭଗବାନ ଙ୍କ ଆଗରେ ନାମ ସଂକିର୍ତନ ଚାଲୁଥିବା ସମୟରେ ଝିଅ ମାନେ ଡାନ୍ସ କରୁଛନ୍ତି ତାହା ପୁଣି ଆଧୁନିକ ଶୌଳି ରେ କରିବାକୁ ଲାଗିଛନ୍ତି ଗୀତ ର ସ୍ୱର ରେ ଡାନ୍ସ | ଆଉ ଯେଉଁ ଗୀତ ର ଯାଦୁ ରେ ସମସ୍ତଙ୍କୁ କରି ଦେଇଛନ୍ତି ଆଶ୍ଚର୍ଯ୍ୟ | ଆଉ ଭଗବାନ ଙ୍କ ନା ରେ ଏହିଭଳି ଭାବରେ ଆଧୁନିକ ଭାବରେ ଡାନ୍ସ କରିବା କୁ ଦେଖିଲେ ଆପଣ ମଧ୍ୟ ତାହା କୁ ନିନ୍ଦା କରିବା ପାଇଁ ଲାଗିବେ |

ତେବେ ଦେଖା ଯାଉଛି କି ଦିନକୁ ଦିନ ଆମର ଆଧୁନିକ ସଭ୍ୟତା ତଳକୁ ଖସିବାରେ ଲାଗିଛି | ଆଉ ଯେଉଁଠି ଲୋକ ମାନେ ନିଜର ସଭ୍ୟତା ଆଉ ପରମ୍ପରା କୁ ଭୁଲିଯିବାରେ ଲାଗିଛନ୍ତି, ଆଉ କଣ ଠିକ ଆଉ କଣ ଭୁଲ ତାହା ଜାଣିପାରୁ ନାହାନ୍ତି | ଆଉ ସେପଟେ ଦେଖା ଯାଉଛି କି ଜଣେ ମହିଳା ମନ୍ଦିର ସାମ୍ନା ରେ ଭଗବାନ ଙ୍କ ସାମ୍ନା ରେ ଗାଇବାକୁ ଲାଗୁଛି ଆଧୁନିକ ଗୀତ | ଆଉ ଯେଉଁ ଗୀତ କୁ ଆପଣ ମାନେ ଶୁଣିଲେ ହୁଏତ ପସନ୍ଦ କରୁଥାଇ ପାରନ୍ତି କିନ୍ତୁ ଭଗବାନ ଙ୍କ ସାମ୍ନା ରେ ଏହିଭଳି ଗୀତ ଶୋଭା ପାଉନି |

ତେବେ ମହିଳା ଜଣଙ୍କର ଏହି ଭିଡ଼ିଓ ପରେ ବହୁତ କମେଣ୍ଟ ଆଉ ନିନ୍ଦା ଶୁଣିବାକୁ ମିଳିଛି | ତେବେ ଯେଉଁ ମହିଳା ମାନେ ଆମର ସଂସ୍କୃତି ଆଉ ପରମ୍ପରା କୁ ଆଗକୁ ନେବା କଥା ସେହି ମାନେ ଏହିଭଳି ଅନୀତି କର କାର୍ଯ୍ୟ କରିବାକୁ ଲାଗିଛନ୍ତି ଯାହା ଅତ୍ୟନ୍ତ ଲଜ୍ୟାକର କଥା ଅଟେ | ଆଉ ମହିଳା ଜଣଙ୍କ ର ଯଦି ଏତେ ଗୀତ ଗାଇବାର ଇଚ୍ଛା ଥିଲା ତେବେ ଗୋଟିଏ ମେଲୋଡି ପାର୍ଟି ଖୋଲିଲେଣି, ଏହିଭଳି ଭାବରେ ଭଗବାନ ଙ୍କ ଆଗରେ ଗାଇବା କଣ ଦରକାର ଥିଲା ବୋଲି ପ୍ରଶ୍ନ ଉଠିଛି | ଆଉ ଯାହା ଏବେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment