ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ପ୍ରତ୍ୟକ ଦିନ ଭାଇରାଲ ହେବାର ଦେଖିବାକୁ ପାଉଥିବେ, ମୁଁ ଆଜି ଆପଣକୁ ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଖବର ବିଷୟରେ କହିବି |ଏ ଦୁଇ ଦାମ୍ପତିଙ୍କ ଡିଭୋର୍ସକୁ ନେଇ ଆଗରୁ କଳହ ଚାଲିଥିବାର ଆପଣ ଜାଣିଥିବେ,ଅନୁଭବ ବର୍ଷାଙ୍କ ପାରିବାରିକ ମାମଲା ର ଏପ୍ରଯ୍ୟନ୍ତ କୌଣସି ସମାଧାନ ହୁଇନାହିଁ |ତାଙ୍କର ଏହି ମାମଲା କଟକ ଫେମିଲି କୋର୍ଟରେ ଚାଲିଛି, ଆଜି ଏହି ଦୁଇହିଙ୍କ ବିବାଦରେ ଏସଜିଏମ କୋର୍ଟରେ ଶୁଣାଣି ରହିଥିଲା |ଆଜି ଅନୁଭବଙ୍କୁ ତାଙ୍କର ଘର ଚାବି ଫେରାଇବା ପାଇଁ କଟକ ଫେମିଲି କୋର୍ଟକୁ ଆସିଥିଲେ ବର୍ଷା |ତେବେ ଆସନ୍ତୁ ଜାଣିବା ଅନୁଭବ ଓ ବର୍ଷାଙ୍କ ଆଜି କଟକ ଫେମିକି କୋର୍ଟକୁ କାହିଁକି ଆସିଥିଲେ ଏବଂ ସେଠାରେ କଣ ଘଟିଲା ଏହାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |
ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ବହୁତ ଦିନରୁ ହେଲାନି କିନ୍ତୁ କୋର୍ଟ ଏପ୍ରଯ୍ୟନ୍ତ କୌଣସି ନିଷ୍ପତି ନେଇନାହିଁ, ଖାଲି ତାରିଖ ପରେ ତାରିଖ ଗଡି ଚାଲିଛି ହେଲେ କୌଣସି ଶୁଣାଣି ସେ କରୁନାହିଁ |ଏହି ଦୁଇଜଣ ଦୁହେଁ ଦୁଇହିଁଙ୍କ ଠାରୁ ଆଗଲା ରହିଲେ ମଧ୍ୟ୍ୟ ଏହାର କୌଣସି ସ୍ଥାୟୀ ଅନ୍ତ ହୋଇ ପାରୁନାହିଁ |ପୂର୍ବରୁ କୋର୍ଟର ଅନେକ ତାରିଖ ବର୍ଷା ଗଡ଼ାଇ ଚାଲିଥିଲେ ଯଉଁଥିପାଇଁ ବିବାଦର ସମାଧାନ ହୋଇ ପାରୁନଥିଲା |ହେଲେ କୋର୍ଟର ତାଗିଦ ପରେ କୋର୍ଟ ତାରିଖରେ ବର୍ଷାଙ୍କ ଯେତେ କାମଥିଲେ ମଧ୍ୟ୍ୟ ସେ ଠିକ ସମୟରେ ପହଂଚି ଯାଉଛନ୍ତି |ଗତକାଲି ଧାମନଗର ପ୍ରଚାରରେ ବ୍ୟସ୍ତଥିବା ବର୍ଷା ଆଜି ଆସି କୋର୍ଟରେ ହାଜର ହୋଇ ଯାଇଥିଲେ |
ଆଗରୁ କୋର୍ଟର ନିଷ୍ପତି ଅନୁଯାୟୀ ବର୍ଷା ନିଜର ଶାଶୁ ଘର ଛାଡି ଚାଲି ଯାଇଥିଲେ ମାତ୍ର ଅନୁଭବଙ୍କ ଘର ଚାବି ଫେରାଇ ନଥିଲେ |ଯେହେତୁ ଚାବି ବର୍ଷଙ୍କ ପାଖରେ ରହି ଯାଇଥିଲା ସେଥିପାଇଁ ଅନୁଭବ ନିଜର ପୈତୃକ ଘରକୁ ଫେରିପାରୁ ନଥିଲେ |ସେଥିପାଇଁ ଅନୁଭବ ମହାନ୍ତି ଏସଜିଏମ କୋର୍ଟରେ ଆବେଦନ କରିଥିଲେ,ଏହି ଆବେଦନକୁ କୋର୍ଟ ଗ୍ରହଣ କରି ଦୁଇ ତାରିଖ ସୁଦ୍ଧା ଚାବି ଫେରାଇବା ପାଇଁ ନିର୍ଦେଶ ଦେଇଥିଲେ ବର୍ଷାକୁ |ଆଉ ବର୍ଷା ଏଥିରେ ବିଲକୁଲ ବି ଅବହେଳା କରିନଥିଲେ, ସେ ଠିକ ସମୟରେ କୋର୍ଟକୁ ଆସି ତାଙ୍କ ଶାଶୁଘର ଚାବି ଫେରାଇ ଦେଇଥିଲେ |
ବର୍ଷାଙ୍କ କହିବା ଅନୁଯାୟୀ ତାଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ଅନୁଭବଙ୍କ ଘରେ ରହି ଯାଇଥିଲା ତେଣୁ ସେ ଏହି ଚାବି ଫେରାଇ ନଥିଲେ,ଏମିତିରେ ବି ତାଙ୍କର ଅନୁଭବଙ୍କ ଘରେ ରହିବା ପାଇଁ ତାଙ୍କର କୌଣସି ଇଚ୍ଛା ନଥିଲା |ବର୍ଷା ଓ ଅନୁଭବଙ୍କ ଏହି ପାରିବାରିକ କହଳ କେବେ ସମାଧାନ ହେବ ଓ ଏମାନଙ୍କ ଛାଡ଼ ପାତ୍ରର ଶୁଣାଣି କେବେ ହେବ ତାହାର ଅପେକ୍ଷାରେ ସମସ୍ତେ, ଅନୁଭବ ବର୍ଷାଙ୍କ ଆଜିର ଏହି ଘଟଣା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।