Odisha News Portal

ଏବେ ଏବେ ଆସିଲା ବଡ ଖବର : ସାବଧାନ ! ସମୁଦ୍ରରେ ବୁଡିଯିବାକୁ ଯାଉଛି ଏହି ୫ଟି ସହର, ଅଧିକରୁ ଅଧିକ ସେୟାର କରି ଶୀଘ୍ର ସମସ୍ତଙ୍କୁ ଜଣାନ୍ତୁ

ଗତ କିଛି ବର୍ଷ ମଧ୍ୟରେ ବିଶ୍ୱ ତାପମାତ୍ରା କୁ ନେଇ ଚେତାବନୀ ଦିଆଯାଇଛି ଯେ ମେରୁ ଅଞ୍ଚଳରେ ଜମି ରହିଥିବା ବରଫ ତରଳି ଯିବ ଏବଂ ସମୁଦ୍ର ପତ୍ତନ ବୃଦ୍ଦି ପାଇବ । ଏହା ଦ୍ୱାରା ସମୁଦ୍ରରେ ନିର୍ମିତ ଦ୍ୱୀପ ସମେତ ସମୁଦ୍ର କୂଳରେ ଅବସ୍ଥିତ ସହର ଗୁଡିକ ମଧ୍ୟ ଜଳ ମଗ୍ନ ହୋଇଯିବ । ପରିବେଶବିତ୍ ମାନେ ଏହି ବିପଦ ବିଷୟରେ ନିରନ୍ତର ଆଲୋଚନା କରୁଛନ୍ତି , ବିଶେଷ କରି ସମୁଦ୍ର ମଧ୍ୟଭାଗରେ ସୁନ୍ଦର ଦ୍ୱୀପପୁିଞ୍ଜ ବୁଡିଯିବା ବିଷୟରେ ଚେତାବନି ଦିଆଯାଉଛି । ଏପରି ଅନେକ ଦ୍ୱୀପ ରହିଛି , ଯାହା ଆଗାମୀ ଛଅ ଦଶନ୍ଦିରୁ କମ ସମୟ ମଧ୍ୟରେ ପାଣିରେ ବୁଡିଯିବ ।

ତେବେ ଆସନ୍ତୁ ଜଳମଗ୍ନ ହେବାର ବିପଦରେ ଥିବା ଦୀପପୁଞ୍ଜ ବିଷୟରେ ଜାଣିବା ପୂର୍ବରୁ ସମୁଦ୍ର ପତ୍ତନ ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ କିଛି ତଥ୍ୟ ଜାଣିନେବା । ଆମେରିକାର ର ବୈଜ୍ଞାନିକ ବେନ ଅଫ ବୁଟେନ ବର 40 ଦଶକ ପୂର୍ବରୁ ଏହାକୁ ଲକ୍ଷ୍ୟ କରିଥିଲେ । ଏକ ଅଧ୍ୟୟନ ସମୟରେ ସନ୍ଦେହ କରିଥିଲେ ଯେ ସମୁଦ୍ରରେ ଜଳ ପତ୍ତନ ବଢୁଛି , ତାଙ୍କର ସନ୍ଦେହ କୁ ଦୂର କରିବା ପାଇଁ ଗୁଟେନ ବର ଗତ 100 ବର୍ଷର ତଥ୍ୟ ଅଧ୍ୟୟନ କରିଥିଲେ । ତାଙ୍କର ସନ୍ଦେହ ଏକ ବିଶ୍ୱାସ ରେ ପରିଣତ ହୋଇଥିଲା , ମେରୁ ଅଞ୍ଚଳରେ ବରଫ ତରଳିବା ହେତୁ ସମୁଦ୍ର ଜଳ କ୍ରମାଗତ ବୃଦ୍ଧି ପାଇଛି ।

ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଦ୍ୱୀପାଞ୍ଚଳ ଦେଶ ପଲାଓ ମଧ୍ୟ ସମୁଦ୍ରରେ ବଡୁଯିବା ପଥ ଉପରେ ଛିଡା ହୋଇଛି । ଏହି ଫଳାଫଳ ପଲାଓ ଜାତୀୟ ପାଣିପାଗ ସେବା କାର୍ଯ୍ୟାଳୟ ଏବଂ ପ୍ରଶାନ୍ତ ଜଳବାୟୁ ପରିବର୍ତ୍ତନ ସେବା କାର୍ଯ୍ୟାଳୟ ଏକତ୍ରିତ ହୋଇ ବାହାର କରିଛନ୍ତି । 1993 ପରଠାରୁ ଏଠାରେ ଥିବା ସମୁଦ୍ର ଜଳ ପ୍ରତି ବର୍ଷ ପ୍ରାୟ 0.35 ଇଞ୍ଚ ବୃଦ୍ଧି ପାଉଛି , ଯଦି ଉତ୍ତାପ ଏହି ପରି ଦ୍ରୁତ ଗତିରେ ବଢେ , ତେବେ ଜଳସ୍ତର ବୃଦ୍ଧି ପାଇବା ଆରମ୍ଭ କରିବ । 2090 ସୁଦ୍ଧା ଏହା ହୋଇପାରେ , ଏହାପରେ ଦ୍ୱୀପ କୁ କୌଣସି ପ୍ରକାର ରକ୍ଷା କରାୟାଇ ପାରିବ ନାହିଁ ।

ପ୍ରଶାନ୍ତ ମହାସାଗର ରେ ଅବସ୍ଥିତ ମାଇକ୍ରୋ ନେସିଆ ମଧ୍ୟ ଏକ ଦେଶର ଅନ୍ତର୍ଭୁକ୍ତ , ହାୱେ ଠାରୁ ପ୍ରାୟ 2500 ମାଇଲ ଦୂରରେ ଅବସ୍ଥିତ ଏହି ଦ୍ୱୀପପୁଞ୍ଜ । ଏହାର ମାତ୍ର 270 ବର୍ଗ ମାଇଲ ଭୂମି ଅଟେ , ଯେଉଁଥିରେ ପର୍ବତ ଏବଂ ବେଳାଭୂମି ଅନ୍ତର୍ଭୁକ୍ତ । ଅନେକ ଲୋକ ଫିଜର ନାମ ଜାଣିଥିବେ , ସୁନ୍ଦର ବେଳାଭୂମି ରେ ନିର୍ମିତ ଏହି ଦ୍ୱୀପରେ ବହୁ ସଂଖ୍ୟକ ଭାରତୀୟ ମଧ୍ୟ ବାସ କରନ୍ତି । ଦକ୍ଷିଣ ପ୍ରଶାନ୍ତ ସାଗରରେ ଅବସ୍ଥିତ ଏହି ଦ୍ୱୀପ ମଧ୍ୟ ଆମ ପାଇଁ ବିପଦରେ ଅଛି । ବିଶ୍ୱ ବ୍ୟାଙ୍କ ଅନୁଯାୟୀ ଗତ କିଛି ଦଶନ୍ଦି ମଧ୍ୟରେ ଉପକୂଳବର୍ତ୍ତୀ ଅନେକ ଗ୍ରାମ ବୁଡିଯିବା କୁହାଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।