Odisha News Portal

ଦେଖନ୍ତୁ Shocking ଭିଡ଼ିଓ : ଏବେ ଏବେ ଆସିଲା ବଡ ଖବର… ଚିଲିକାରେ ବୁଡ଼ିଲା ଡଙ୍ଗା… ଦେଖନ୍ତୁ ମହିଳା ମାନଙ୍କର ଅବସ୍ଥା…

ବନ୍ଧୁଗଣ ଏବେ ଏକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଖବର ସାମ୍ନାକୁ ଆସିଛି। ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି। ଏହାକୁ ଦେଖି ଆପଣ ବି ଭୟଭୀତ ହୋଇଯିବେ। କାରଣ ଏହା ସମସ୍ତଙ୍କୁ ଡରାଇବା ଭଳି ଏକ ଘଟଣା ଅଟେ। ଯେଉଁଠି ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଥିବା ଚିଲିକା ହ୍ରଦର ଗଭୀର ପାଣି ଭିତରେ ଏକ ଡଙ୍ଗା ବୁଡିଯିବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି। ଯାହା ସାଧାରଣରେ ଏକ ଚକିତ କରିବା ଭଳି ବିଷୟ ନିଶ୍ଚିତ ଭାବରେ। ବର୍ତ୍ତମାନ ଯେଉଁ ଭଳି ଭାବରେ କାଳ ବୈଶାଖୀ ତାର ତାଣ୍ଡବ ରଚୁଚି ଏହା ହେଉଛି ତାର ପ୍ରତିଫଳନ।

ଯେଉଁ କାରଣରୁ ଏହିଭଳି ଅଘଟଣ ଘଟିଛି ବୋଲି କୁହା ଯାଇପାରେ। ତେବେ ପାଣିରେ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ସେଠାରେ ବୁଡିଯିବା ଫଳରେ ଏକ ଅଭାବନୀୟ ଏବଂ ଯାତ୍ରୀଙ୍କୁ ବିଚଳିତ କରିବା ଭଳି ସ୍ଥିତି ସେଠାରେ ସୃଷ୍ଟି ହୋଇଥିଲା। ଏହାପରେ ସମସ୍ତେ ନିଜକୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରୁଥିବା ଆପଣ ଏଠାରେ ଦେଖି ପାରୁଥିବେ। ତେବେ ଆପଣଙ୍କୁ କହି ରଖୁଛୁ ଯେ ଖବର ଟି ଲେଖା ହେବା ସୁଦ୍ଧା ଯାହା ସୂଚନା ରହିଛି ଏହି ଘଟଣାରେ ଜଣେ ନିଖୋଜ ଥିବା ବେଳେ ସେଠାରୁ ପ୍ରାୟ ୧୦ ଜଣଙ୍କୁ ଉଦ୍ଧାର କରା ଯାଇ ପାରିଛି।

ସେଠାରେ ପ୍ରବଳ ବର୍ଷା ପବନ ଲାଗି ରହିଥିଲା କାଳ ବୈଶାଖୀ ଝଡ଼ କାରଣରୁ। ସେଥିପାଇଁ ସେଠାରେ ଏଭଳି ଅଘଟଣ ଘଟି ଫଳ ସ୍ୱରୂପ ଚିଲିକାରେ ଡଙ୍ଗାଟି ବୁଡ଼ିଥିବା ଯାହା ଅନୁମାନ କରା ଯାଉଛି। ତେବେ ଯାହା ଜଣା ପଡ଼ିଛି କାଳିଜାଇରୁ ଫେରିବା ବେଳେ ଏହି ଭଳି ଏକ ଭୟାନକ ଅଘଟଣ ସେଠାରେ ଘଟିଛି।

ତେବେ ଏହି ଘଟଣା ଘଟିବା ପରେ ଏକ ପୋଲିସ ଟିମ୍‌ ସେଠାରେ ଡଙ୍ଗା ବୁଡ଼ିବା ସ୍ଥାନ ପାଖରେ ବୁଲୁଥିବା ବେଳେ  ସେମାନେ ଡଙ୍ଗା ବୁଡ଼ିବା ଦେଖି ସେମାନେ ତୁରନ୍ତ ସେମାନଙ୍କୁ ଏଭଳି ପରିସ୍ଥିତି ରେ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିଥିଲେ ଏବଂ କରିଥିଲେ ମଧ୍ୟ। ଯାହା ଆପଣ ଏଠାରେ ଏହି ଭିଡିଓରେ ଦେଖି ପାରିବେ। ତେବେ ଏହାସହ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ଏହି ପୋଲିସ୍ କର୍ମଚାରୀ ମାନେ ।ପରେ ସ୍ଥାନୀୟ ଲୋକ ଓ ଅନ୍ୟ ଡଙ୍ଗା ଚାଳକଙ୍କ ସାହାଯ୍ୟରେ ଯାତ୍ରୀ ମାନଙ୍କୁଙ୍କୁ ଉଦ୍ଧାର କରାଯାଇଥିଲା ।

ଆଉ ସେଠାରେ ଥିବା ମୋଟ ଯାତ୍ରୀ ମାନଙ୍କ ମଧ୍ୟରୁ ସମସ୍ତଙ୍କୁ ଉଦ୍ଧାର କରା ଯାଇଥିବା ବେଳେ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି ବୋଲି ଜଣା ପଡ଼ିଛି। ସମସ୍ତ ଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନା ରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରା ଯାଉଥିବା ଜଣା ପଡ଼ିଛି। ଏଭଳି ଏକ ଘଟଣାର ଦୃଶ୍ୟ ଦେଖି ବାସ୍ତବରେ ସମସ୍ତେ ଭୟଭୀତ ଏବଂ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।