Odisha News Portal

Breaking News – ଏବେ ଚଳଚିତ୍ର ଜଗତରୁ ଆସିଲା ବଡ ଦୁଖଦଃ ଖବର ! ଏହି Femous ଅଭିନେତ୍ରୀ ଙ୍କର ହଠାତ ମୃତ୍ୟୁ ଘଟିଲା, ଚାରିଆଡେ ଖେଳିଗଲା ଶୋକରଛାୟା….

ଚଳଚ୍ଚିତ୍ର ଏବଂ ସିରିଏଲ ଜଗତର ବର୍ତ୍ତମାନ ଏକ ବହୁତ ବଡ ଦୁଃଖର ଖବର ସାମ୍ନାକୁ ଆସୁଛି । ତେବେ ପୁଣି ଜଣେ ସିରିଏଲ ଜଗତର ହିରୋଇନ ତଥା ଅଭିନେତ୍ରୀ ଙ୍କର ମୃତ୍ୟୁ ଘଟିଛି । ଅଚାନକ ଭାବରେ ତଳେ ପଡିଯିବା ଯୋଗୁଁ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷିତ କରାଯାଇଛି । ଆମ ଦେଶ ଗୋଟିଏ କଳା ସଂସ୍କୃତିର ଦେଶ ଏବଂ ଆମ ଦେଶରେ କଳାକାର ମାନେ ଅଧିକ ମାତ୍ରାରେ ରହିଛନ୍ତି । କିନ୍ତୁ ଅନେକ ସମୟରେ ସେହି କଳାକାର ମାନଙ୍କର ଅକାଳ ବିୟୋଗ ସବୁଠାରେ ଶୋକର ଛାୟା ଖେଳିଦେଇଥାଏ । ତେବେ ବର୍ତ୍ତମାନ ସମୟରେ ସେମିତି ଏକ ବଡ ଦୁଃଖ ଦାୟକ ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି ।

ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ତଥା ହିରୋଇନ ଉମା ମହେଶ୍ୱରୀ ତାଙ୍କର ଆଜି ମୃତ୍ୟୁ ଘଟିଛି । ତେବେ ସେ ସାଉଥ୍ ଇଣ୍ଡଷ୍ଟ୍ରୀରେ ଅନେକ ସାରା କାମ କରିଛନ୍ତି ଏବଂ ସେ ନିଜ କ୍ୟାରିଅର ରେ ଅନେକ ଗୁଡିଏ ଚଳଚ୍ଚିତ୍ର ଏବଂ ସିରିଏଲ ରେ ନିଜର ଦମଦାର ଅଭିନୟ ଦେଖାଛନ୍ତି । ସୂଚନା ମୁତାବକ ସେ ସୁଟିଙ୍ଗ ସେଟ୍ ରୁ ଫେରୁଥିବା ସମୟରେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ ଓ କିଛି ସମୟ ପରେ ସରେ ତଳେ ପଡି ଯାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା ଏବଂ ସେଠାରେ ତାଙ୍କୁ ଡକ୍ଟର ମୃତ ଘୋଷିତ କରିଥିଲେ ।

ତେବେ କୁହାଯାଉଛି କି ଉମା ମହେଶ୍ୱରୀ ସାଉଥ୍ ଇଣ୍ଡଷ୍ଟ୍ରୀରେ ନିଜର ଦମଦାର ଅଭିନୟ ପ୍ରଦର୍ଶନ କରିଛନ୍ତି । ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁ ସଂଖ୍ୟରେ ପସନ୍ଦ କରିବା ସହ ଅନେକ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । କିନ୍ତୁ ହଠାତ୍ ଏପରି ଆକସ୍ମିକ ଭାବରେ ତାଙ୍କର ମୃତ୍ୟୁ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ସହ ଶୋକର ଛାୟା ଖେଳିଯାଇଛି । ଚଳଚ୍ଚିତ୍ର ଜଗତ ପାଇଁ ଏହା ଏକ ବିରାଟ ବଡ ଦୁଃଖର ବିଷୟ ଅଟେ । ତେବେ ଅଲିଉଡ୍ ଉଣ଼୍ଡଷ୍ଟ୍ରୀ ରେ ଉମା ମହେଶ୍ୱରୀଙ୍କୁ କେହି କେହି ଜାଣିଥିବା ବେଳେ ଆଉ କେହି କେହି ମଧ୍ୟ ଜାଣି ନାହାନ୍ତି ।

ଉପା ଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତ ରେ ଶୋକର ଛାୟା ଖେଳିଯାଇଛି ଏବଂ ପରିବାର ରେ ମଧ୍ୟ ସମସ୍ତ ସଦସ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି । ସବୁଦିନ ପାଇଁ ସେ ଆମ ମାନଙ୍କ ଠାରୁ ଦୂରେଇ ଯାଇଛନ୍ତି । ମାତ୍ର ରହିଯାଇଛି ଆଗଣିତ ଦର୍ଶକ ମାନଙ୍କ ପାଖରେ ତାଙ୍କର ସୁନ୍ଦର ଅଭିନୟ ଓ ଅନ୍ୟ ମାନଙ୍କ ପ୍ରତି ଥିବା ଭଲ ପାଇବା । ତାଙ୍କର ସେହି ଅଭିନୟ ଓ ଭଲ ପାଇବା ଅଗଣିତ ଦର୍ଶକ ମାନଙ୍କ ପାଖରେ ସାଇତି ହୋଇ ରହିବ । ଅଭିନେତ୍ରୀ ଉମା ମହେଶ୍ୱରୀ ଙ୍କ ଏପରି ହଠାତ୍ ଆକସ୍ମିକ ଭାବରେ ମୃତ୍ୟୁ ଘଟିବା ସମସ୍ତଙ୍କୁ ବହୁତ ଆଶ୍ଚର୍ଯ୍ୟ କରାଇଛି । କିନ୍ତୁ ଏହା ସତ୍ୟ ଯେ ସେ ଆଉ ଆମ ଗହଣରେ ନାହାନ୍ତି । ଏନେଇ ଚଳଚ୍ଚିତ୍ର ଜଗତ ରେ ଶୋକର ଛାୟା ଖେଳିଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।