Odisha News Portal

ଦେଖନ୍ତୁ ଭିଡ଼ିଓ : ଏବେ ଏବେ ଆସିଲା ବଡ ଖବର ! କେମିତି ଅଛନ୍ତି ଅମ୍ରିତ ଆଉ ଅଭିଷେକ ? କିପରି ଅଛି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖନ୍ତୁ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ କରନାର ଦ୍ଵିତୀୟ ଲହର ବର୍ତମାନ ସାରା ଦେଶରେ ଆତଙ୍କ ଖେଳେଇ ଦେଇଛି। ପ୍ରତିଦିନ ହଜାର ହଜାର ଲୋକ କରନାରେ ମୃତ୍ୟୁ ବରଣ କରୁଛନ୍ତି, ସଂକ୍ରମିତ ମଧ୍ୟ ଅଧିକ ରହୁଛି। ତେବେ ସରକାର ଏହାକୁ ରୋକିବା ପାଇଁ କେତେ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଯେପରି ସଂକ୍ରମଣ କମିବା ପାଇଁ ଲକଡାଉନ ଏବଂ ସଟଡାଉନ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଟୀକା କରଣର ବ୍ୟବସ୍ଥା ମଧ୍ୟ କରାଯାଉଛି। ଏହା ବ୍ୟତୀତ ଯେଉଁ ମାନେ କରନାରେ ଗୁରୁତ୍ୱର ରୋଗୀ, ସେମାନଙ୍କ ପାଇଁ ECMO ଚିକିତ୍ସା ହିଁ ଏକ ମାତ୍ର ସାହାରା ସାଜିଛି। ତେବେ ଏଥିପାଇଁ ଅନେକ ଅର୍ଥର ଆବଶ୍ୟକ ରହିଛି। ତେବେ ଆମ ଓଡିଶାରୁ ଦୁଇଜଣ ବ୍ୟକ୍ତି ଏହି ଚିକିତ୍ସା ପାଇଁ ହିଁ ବାହାରକୁ ଯାଇଛନ୍ତି। ତେବେ ସାରା ଓଡିଶାରୁ ସେମାନଙ୍କୁ ସାହାଯ୍ୟ କରିଛନ୍ତି।

ତେବେ ବର୍ତ୍ତମାନ ସମୟରେ ସାରା ଓଡିଶା ବାସୀଙ୍କ ମନରେ କେବଳ ଗୋଟିଏ ମାତ୍ର ପ୍ରଶ୍ନ ଯେ ଅମୃରିତ ଏବଂ ଆଭିଷେକ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି ? ସମସ୍ତେ ଜାଣିବା ପାଇଁ ମନ ମଧ୍ୟରେ ଅନେକ ଆଶା ରହିଛି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନକୁ ଅଭିଷେକ ଏବଂ ଅମରିତଙ୍କ ସ୍ୱାସ୍ୟ ଅବସ୍ଥା କିପରି ଅଛି ଜଣେଇବାକୁ ଯାଉଛୁ। ତେବେ ଆସନ୍ତୁ ଜାଣିବା ସେମାନଙ୍କ ସ୍ୱାସ୍ୟ ଅବସ୍ଥା ବିଷୟରେ;

କିଛି ଦିନ ପୂର୍ବରୁ ଅମରିତ କରନାରେ ପୀଡ଼ିତ ହୋଇଥିଲେ, ତେବେ ତାଙ୍କ ସ୍ୱାସ୍ୟ ଅବସ୍ଥା ଅଧିକ ଗୁରୁତ୍ୱର ହେବାରୁ ଡାକ୍ତର ମାନେ ତାଙ୍କୁ ବାହାର ରାଜ୍ୟକୁ ECMO ଚିକିତ୍ସା ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ତେବେ ତାଙ୍କୁ ଏୟାର ଆମ୍ଭୁଲାନ୍ସ ରେ ହାଇଦ୍ରାବାଦ ନିଆଯାଇଥିଲା, ଏଥିପାଇଁ ଅନେକ ଟଙ୍କାର ଅଧିକ ଆବଶ୍ୟକତା ଥିଲା, ଓଡିଶା ବାସୀ ତାଙ୍କୁ ଆର୍ଥିକ ସାହାଯ୍ୟ ଅନେକ କରିଥିଲେ। ତେବେ ଅମରିତ ବର୍ତ୍ତମାନ ସୁସ୍ଥ ଅଛନ୍ତି। ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ୟ ଅବସ୍ଥାରେ ଅନେକ ସୁଧାର ଆସିଛି। ଅମରିତ ଚେନ୍ନାଇ ଯିବା ପରେ ଭଦ୍ରକର ଅଭିଷେକ ଯିଏକି ଜଣେ ଯୁବ ଇଞ୍ଜିନିୟର କରାନା ରେ ପୀଡିତ ହୋଇ ସ୍ୱାସ୍ୟ ଅବସ୍ଥା ବହୁତ ଖରାପ ହୋଇଯାଇଥିଲା।

ତେବେ ଏହା ପରେ ଡାକ୍ତର ମାନେ ତାଙ୍କୁ ମଧ୍ୟ ECMO ଚିକିତ୍ସା ପାଇଁ ସେ ବାହାର ରାଜ୍ୟକୁ ଯିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ଅଭିଶେଖ ପରିବାର ଅତ୍ୟନ୍ତ ଗରିବ ଥିବାରୁ ଏଥିପାଇଁ ଅନେକ ଟଙ୍କା ଖର୍ଚ୍ଚ ହେବ ସେଥିପାଇଁ ତାଙ୍କୁ ମଧ୍ୟ ସମସ୍ତେ ମିଶି ଟଙ୍କା ସାହାଯ୍ୟ କରିବାରୁ, ତାଙ୍କୁ ଏୟାର ଆମ୍ବୁଲାନ୍ସ ସାହଯ୍ୟ ରେ କଲିକତା ନିଆଯାଇଛି। ଏବଂ ସେଠାରେ ତାଙ୍କର ଚିକତ୍ସା ବର୍ତ୍ତମାନ ସୁଦ୍ଧା ଜାରି ରହିଛି । ତେବେ ପୂର୍ବ ଅପେକ୍ଷା ଏବେ ଟିକିଏ ସୁସ୍ଥ ଅଛନ୍ତି। ତେବେ ଭଗବାନଙ୍କ ନିକଟରେ ଆମର ଏତିକି ପ୍ରଥନା ଯେ ଖୁବ ଶୀଘ୍ର ଭଲ ହୋଇ ଓଡିଶାକୁ ଫେରି ଆସନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।