Odisha News Portal

ଏୟାର ହୋଷ୍ଟ ମାନଙ୍କ ସହ ଘଟିଥାଏ ଏପରି ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…..

0 4

ଆପଣ ମାନେ ତ ଜାଣଇଛନ୍ତି କି ଆଜିକା ସମୟରେ ଝିଅ ମାନେ କେତେ ଆହଗକୁ ଗଲେଣି ସମାଜର ତାଳେ ତାଳେ ସେମାନେ ପୁଅ ମାନଙ୍କ ସହିତ ସମାନ ଅଧିକାରରେ ରାସ୍ତା ଚାଲୁଛନ୍ତି । ପୁଅ ମାନେ ଯେଉଁଭଳି କାମ କରିପାରିବେ ଝିଅ ମାନେ ମଧ୍ୟ ଏବେ ସେହି ପ୍ରକାର କାମ କରିବାକୁ ସଫଳ ହେଉଛନ୍ତି । ଆଗ କାଳରେ ଝିଅ ମାନଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ମନା ଥିଲା ମାତ୍ର ଏବେ ସେମାନେ ଆକାଶ ଛୁଇଁଲେଣି । ଏହା ସହିତ ସେହି ଝିଅ ମାନେ କିପରି ଉଚ୍ଛ ସ୍ଥାନ ଅଧିକାର କରିବେ ନିଜ ଗୋଡରେ କିପରି ଛିଟା ହେବେ ସେ ପାଇଁ ମଧ୍ୟ ସରକାର ବହୁତ ନିଷ୍ପତ୍ତି ସେମାନଙ୍କର ନାମରେ ଗ୍ରହଣ କରୁଛନ୍ତି ।

ତେବେ ଏହା ସମାଜ ପାଇଁ ଏକ ବହୁତ ହିଁ ବଡ ଗର୍ବର କଥା ଅଟେ । ତେବେ ସେହି ସମସ୍ତ ଝିଅ ମାନଙ୍କ ମଧ୍ୟ ଆଜି ଆମେ ଆପଣ ମାନଙ୍କୁ ସେହି ଝିଅ ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ଏୟାର ହୋଷ୍ଟ ଅଛନ୍ତି । ଏୟାର ହୋଷ୍ଟସ୍ ଚାକିରି କୁ ଅନେକ ଯୁବତୀ ପସନ୍ଦ କରିଥାନ୍ତି କାରଣ ଏହା ବହୁତ୍ ସ୍ମାର୍ଟ୍ ଜବ ଅଟେ ।

ଏଥିରେ ଯୁବତୀ ମାନଙ୍କର ଦକ୍ଷତା ଏବଂ ବ୍ୟକ୍ତିତ୍ଵ ଆକର୍ଷଣୀୟ ହୋଇଥାଏ। ସେମାନେ ନିର୍ଦ୍ଦିଷ୍ଟ ୟୁନିଫର୍ମ ରେ ବହୁତ୍ ଶୃଙ୍ଖଳିତ ଲାଗିଥାନ୍ତୀ । ମାତ୍ର ଦୁଖର ବିଷୟ ଏହିକି ଯେ ଏହି ଏୟାର ହୋଷ୍ଟ ମାନେ ୟେତେବେଳେ ଫ୍ଲାଇଟରେ ଯାତ୍ରା କରିଥାନ୍ତି ସେହି ସମୟରେ ସେମାନଙ୍କୁ ବହୁତ ଅସୁବିଧା , ଲୋକମାନଙ୍କର ବହୁତ ହରକତର ସାମ୍ନା କରିବାକୁ ମଧ୍ୟ ପଡିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବଦ୍ଧରେ କିଛି କହିବୁ କି ସେମାନେ କେଉଁ ପ୍ରକାର ଅସୁବିଧାର ସାମ୍ନା କରିଥାନ୍ତି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଏୟର ହୋଷ୍ଟ ମାନଙ୍କ କହିବା ଅନୁସାରେ ଯଦି ଯେଉଁ ଫ୍ଲାଇଟ ଟି ଯେଉଁ ସମୟରେ ଯିବା କଥା ତାହା ଠାରୁ ଟିକେ ବିଳମ୍ବରେ ଯାତ୍ରୀ କରେ ବା କେଉଁ ସ୍ଥାନରେ ଅଟକି ଯାଏ ତେବେ ସେହିଥିରେ ଯାତ୍ରୀ କରୁଥିବା ଲୋକମାନେ ସେମାନଙ୍କୁ ବହୁତ ହଇରାଣ କରନ୍ତି । ସେମାନେ ନିଜର ଘର ଭଳି ସେହିଠାରେ ପୋଷାକ କାଢି ଦିଅନ୍ତି ଏବଂ ସେହିଠାରେ ସୋଇପଡନ୍ତି । ସେମାନେ ଘରେ ରହିବା ସମୟରେ ଲୋକେ ଯେମିତି ବ୍ୟବହାର ଦେଖାଇଥାନ୍ତି ସେହିଭଳି ସେମାନେ ବ୍ୟବହାର ପ୍ରଦର୍ଶନ କରନ୍ତି ।

ଯାହାକୁ ସହ୍ୟ କରିବା ଏୟାର ହୋଷ୍ଟସ୍ ମାନଙ୍କ ପାଇଁ ସମସ୍ୟା ପାଲଟି ଯାଏ । ଦିନେ ଏମିତି ହେଲା କି ଜଣେ ମହିଳା ହଠାତ ଆସିକରି ହଠାତ୍ ଦୋୖଡି ଯାଇ ମହିଳା ହୋଷ୍ଟସ୍ ଙ୍କ କୋଳରେ ବସି ପଡ଼ିଲେ ଏବ ଯେତେବେଳେ ଏୟାର ହୋଷ୍ଟସ୍ ପଚାରିଲେ କି ଆପଣ ଲାଟ୍ରିନ ଯିବେ କି,ତାପରେ ମହିଳା ଯାତ୍ରୀ ଜଣଙ୍କ କହିଲେ ନାହିଁ । ଏହା ପରେ ସେ ମହିଳାଟି କହିଲେ ଆପଣ ଏହିଠାରେ ଚମକି ପଡିବା ପାଇଁ କୌଣସି ପ୍ରକାର ମେଡିସିନ ରଖି ନାହାନ୍ତି କି । ଏହି ପ୍ରକାର ଅନେକ ଯାତ୍ରୀ ମାନଙ୍କର ବିଭିନ୍ନ ସମସ୍ୟାର ସେମାନେ ଶିକାର ହୋଇଥାନ୍ତି । ୟାହା ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ କହିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।