Odisha News Portal

କିଛି ମଜାଦାର ପ୍ରଶ୍ନ —ଏମିତି କେଉଁ କାମ ଅଛି ଯାହାକୁ ପୁଅ ମାନେ କଲେ ଝିଅମାନଙ୍କୁ ମଜା ଲାଗେ ? ଉତ୍ତର କୁ ଆପଣ ସକରାତ୍ମକ ଦିଗରେ ଭାବନ୍ତୁ ….

0 4

ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହାକୁ ଆପଣ ମାନେ ଜାଣିନଥିବେ । ତେବେ ସେହି ପ୍ରଶ୍ନ ଗୁଡିକ ଆପଣ ମାନେ ନିଶ୍ଚିତ ରୂପରେ ଜାଣିଥିବେ ମାତ୍ର ଯଦି କେହି ବ୍ୟକ୍ତି ଆପଣ ମାନଙ୍କୁ ସେହି ପ୍ରଶ୍ନ ପଚାରିବ ତାହାର ଉତ୍ତର ଆପଣ ମାନେ ଦେଇ ପାରିନଥିବେ , ଯାହା ଦ୍ୱାରା କି ଆପଣ ମାନଙ୍କୁ ବହୁତ ଅପମାନିତ ହେବାକୁ ପଡିଥାଏ । କାରଣ ଯଦି ଆପଣ ମାନେ ପାଠ ପଢିଥିବେ ଏବଂ ସେହି ସାଧାରଣ ପ୍ରଶ୍ନର ଉତ୍ତର ଦେଇପାରୁନଥିବେ ତେବେ ଆପଣଙ୍କୁ ସେହିଠାରେ ବହୁତ ଅପମାନିତ ହେବାକୁ ପଡିଥିବ ।

ଏମିତି କିଛି ପ୍ରଶ୍ନ ରହିଛି ଯାହାକୁ ଆମେ ଆମର ଦୈନଦୀନ ଜୀବନରେ ସର୍ବଦା ବ୍ୟବହାର କରୁ ସର୍ବଦା ତାହା ଆମ ଆଖି ଆଗରେ ରହିଥାଏ ମାତ୍ର ସେହି କଥାକୁ ଯଦି କେହି ଆମକୁ ପ୍ରଶ୍ନ ଆକାରରେ ପଚାରି ଦିଏ ତେବେ ତାହାର ଉତ୍ତର ଆମେ ମାନେ ପ୍ରଦାନ କରି ପାରିନଥାଉ ।

ମାତ୍ର ଯଦି କେହି ବ୍ୟକ୍ତି ସେହି ପଶ୍ନକୁ ଭଲ ଭାବରେ ଶୁଣିଥିବ ଏବଂ ଧ୍ୟାନ ସହକାରେ ଭାବିଚିନ୍ତି ତରବର ନହୋଇ ସେହି ପ୍ରଶ୍ନ ବିଷୟରେ ଚିନ୍ତା କରିବ ତେବେ ତାହାକୁ ସେହି ପଶ୍ନ ବହୁତ ସହଜ ମନେ ହେବ । ଏଥିପାଇଁ ଆପଣ ମାନେ କେବେବି ବ୍ୟସ୍ତ ହେବେ ନାହିଁ ସମସ୍ତ ପ୍ରଶ୍ନକୁ ଧ୍ୟାନ ସହକାରେ ଭାବିଚିନ୍ତି ଉତ୍ତର ପ୍ରଦାନ କରିବେ ।

ଏମିତି ଅନେକ ସହଜ ପ୍ରଶ୍ନ ରହିଛି ଯାହାକୁ ଆମେ ମାନେ ତାହାର ସଠିକ ଉତ୍ତର ପ୍ରଦାନ କରି ପାରିନଥାଉ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହିପରି କିଛି ମଜାଦାର ପ୍ରଶ୍ନ ବିଷୟରେ କହିବୁ ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ । ଯଦି କେହି ହଠାତ ଆପଣ ମାନଙ୍କୁ ସେହି ପ୍ରଶ୍ନ ପଚାରିଦିଏ ତେବେ ଆପଣ ମାନେ ତାହାର ସଠିକ ଉତ୍ତର ପ୍ରଦାନ କରିପାରିବେ । ତେବେ ଆସନ୍ତୁ ଜାଣିବା ତାହା ବିଷୟରେ ।

1–କେଉଁ ଜିନିଷ ଗୋଟିଏ ବର୍ଶରେ ଥରେ ଆଲେ ମାତ୍ର ରବିବାର ଦିନ ଦୁଇଥର ଆସେ ?

ଉତ୍ତର–ବ , ଏହା ବର୍ଷରେ ଥରେ ରବିବାରରରେ ଦଗୁଇଥର ଆସେ ।

2–ଝିଅ ମାନଙ୍କର କେଉଁ ଅଂଗକୁ ଆମେ ମାନେ ଖାଇଥାଉ ?

ଉତ୍ତର–ଲେଡିସ ଫିଙ୍ଗର ବା ଭେଣ୍ଡି

3–କିଏ କାନ୍ଦି କାନ୍ଦି ମରି ଯାଇଥାଏ ?

ଉତ୍ତର–ମହମବତୀ

4–ସାତ ଥର ଘରୁ ଚୋରି ହେବା କାହା ସହିତ ସମାନ ଅଟେ ?

ଉତ୍ତର–ଏକ ଘର ପୋଡି ସହିତ ସମାନ

5–ଏମିତି କଣ ଯାହାକି ପୁଅ ମାନେ କଲେ ଝିଅ ମାନଙ୍କୁ

ମଜା ଲାଗେ ?

 


ଉତ୍ତର– ପୁଅ ମାନେ ଝିଅ ମାନଙ୍କର ପ୍ରଶଂସା କଲେ ଝିଅ ମାନଙ୍କୁ ମଜା ଲାଗେ ।

6–ଏମିତି କଣ ଯାହା ଅଧା ପୁରେଇଲେ କାଟେ ହେଲେ ପୂରା ପୁରେଇଦେଲେ ଆରାମ ଲାଗେ ?

ଉତ୍ତର–ଚୁଡି

7–ଏମିତି କଣ ଯାହାକୁ ପୁଅ ମାନେ ବେଶି କଲେ ଥକି ଯାଆନ୍ତି ମାତ୍ର ଝିଅ ମାନେ ଆହୁରି କରିବା ପାଇଁ ଇଚ୍ଛା କରନ୍ତି ?

ଉତ୍ତର–ସପିଙ୍ଗ

8–ତାହା କେଉଁ ଠେଙ୍ଗା ଯାହା ବହୁତ ହିଁ ମିଠା ହୋଇଥାଏ ?

ଉତ୍ତର–ଆଖୁ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।