Odisha News Portal

ଏମିତି କେଉଁ କାମ ଯାହା ମା ପାଇଁ ପୁଅ କଲେ ଖରାଫ୍ ଜ୍ୟାଇଁ କଲେ ଭଲ ? ଉତ୍ତର କୁ ସବୁବେଳେ ସକରାତ୍ମକ ଦିଗରେ ନିଅନ୍ତୁ ?

ପ୍ରତ୍ୟେକ ମନୁଷ୍ୟ ଚାହିଁଥାଏ କି ସେ କିପରି ତାର ଜୀବନରେ ସର୍ବଦା ନିଜର ଜ୍ଞାନକୁ ବୃଦ୍ଧି କରିବ । କିପରି ସେ ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ଜ୍ଞାନୀ ହେବ । ଏଥିପାଇଁ ସେ ନିଜର ଜ୍ଞାନକୁ ବୃଦ୍ଧି କରିବା ପାଇଁ ବହୁତ ପୁସ୍ତକ ଅଧ୍ୟୟନ କରିଥାଏ , ବହୁତ ଗୁଡିଏ ଜିକେ ମଧ୍ୟ ପଡିଥାଏ । ଯାହା ଦ୍ୱାରା କି ସେ ଦେଶରେ ବା ବିସ୍ୱର ସମସ୍ତ ଜ୍ଞାନ ବିଷୟରେ ଜାଣିପାରିବ । ମାତ୍ର ଆମେ ଆପଣ ମାନଙ୍କୁ କହିଦେଉଛୁ କି ଆପଣ ଯେତେ ଚାହିଁଲେ ମଧ୍ୟ କେବେବି ଜ୍ଞାନକୁ ସରେଇ ପାରିବେ ନାହିଁ କାରଣ ତାହା ଅସରନ୍ତି ଅଟେ । ଜ୍ଞାନ କେେବି ସରେ ନାହିଁ ମାତ୍ର ଆପଣ ମାନେ ଚାହିଁଲେ ଚେଷ୍ଟା କଲେ ସମସ୍ତ ଜ୍ଞାନର ଅଧିକାରୀ ହୋଇପାରିବେ ।

ଏଥିପାଇଁ ଆପଣ ମାନଙ୍କୁ ବହୁତ କଷ୍ଟ କରିବାକୁ ହେବ । କୌଣସି କାର୍ଯ୍ୟ ବା ଜିନିଷକୁ କେବେବି ହେୟ ମନେ କରିବେ ନାହିଁ । କାରଣ ସେହିଠାରେ ମଦ୍ୟ କିଛି ଜ୍ଞାନ ସୁଚି ରହିଥାଏ । ତେବେ ଆଜି ଆମେ ଆପଣଙ୍କର ଜ୍ଞାନର ସୀମାକୁ ବୃଦ୍ଧି କରିବା ପାଇଁ କିଛି ପ୍ରଶ୍ନ ଆପଣ ମାନଙ୍କୁ ପଚାରିବୁ ।

ଆପଣ ମାନେ ତ ସବୁ ସମୟରେ ହୁଏତ କିଛି ଜିକେ ବିଷୟରେ ଜ୍ଞାନ ପ୍ରାପ୍ତ କରୁଥିବେ । ତେବେ ଆଜି ଆମେ ମାନେ ଆପଣ ମାନଙ୍କୁ ସେମିତି କିଛି ଜିକେ ଭଲି ପ୍ରସ୍ନ ବିଷୟରେ ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକ ବିଷୟରେ ।

1–ଭାରତର କେତୋଟି ରାଜ୍ୟରେ ପ୍ରଦେଶ ଶବ୍ଦ ଆସିଥାଏ ?

ଉତ୍ତର–5ଟି ରାଜ୍ୟରେ

2–କେଉଁ ଜୀବ ତାହାର ଜିଭକୁ ବାହାର ପଟକୁ ବାହାର କରିପାରେ ନାହିଁ ?

ଉତ୍ତର–କୁମ୍ଭୀର

3–କେଉଁ ଦେଶରେ ଧଲା କାଉ ଦେଖା ଯାଆନ୍ତି ?

ଉତ୍ତର–ଇଜିପ୍ଟ

4–ମହାତ୍ମା ଗାନ୍ଧୀ ସର୍ବ ପ୍ରଥମେ କେବେ ଓଡିଶାକୁ ଆସିଥିଲେ ?


ଉତ୍ତର–1921 ମସିହାରେ

5–କେଉଁ ଗଛର ପତ୍ର ଅଧିକ ଥଣ୍ଡା ଅଟେ ?

ଉତ୍ତର–ବେଲ ଗଛର ପତ୍ର

6–ମା ଲୋ ମଲି ଗାଁ ଚାରିପାଖେ ବୁଲି ଆସିଲି ହେଲେ କେହି କହିଲେନି ବସ ବୋଲି ?

ଉତ୍ତର–ଅପମାନିତ ଲାଗିବା

7–ଏମିତି କେଉଁ ଜିନିଷ ଯାହା ଥରେ ଫାଟିଗଲେ ତାହା କେବେ ସିଲେଇ କରି ହେବନି ?

ଉତ୍ତର–ବେଲୁନ

8–ଏମିତି କେଉଁ କାମ ମା ପାଇଁ ପୁଅ କଲେ ଖରାପ ହେଲେ ଜ୍ୱାଇଁ କଲେ ଭଲ ଅଟେ ?


ଉତ୍ତର–ସ୍ତ୍ରୀ ର ଗୋଲାମା

9—ପୁରୁଷଙ୍କର ବଡ ହେଉ ବା ଛୋଟ ହେଉ ବିବାହ ପରେ ସବୁ ସ୍ତ୍ରୀଙ୍କୁ ନେବାକୁ ପଡିଥାଏ ?

ଉତ୍ତର – ଟାଇଟେଲ

10–ଭାରତରେ ପ୍ରଥମେ ଆଇଏଏସ ପରୀକ୍ଷା କେବେ ହୋଇଥିଲା ?

ଉତ୍ତର–1950

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।