Odisha News Portal

Interesting Question —- ଏମିତି କେଉଁ ଜିନିଷ ମାଁ ଠାରୁ ଜନ୍ମ ହୁଏ ମାଁ କୁ ଛୁଇଁଲେ ମରି ଯାଏ ? ଉତ୍ତର କେବଳ ବୁଦ୍ଧିମାନ ଲୋକ ହିଁ ଦେଇପାରିବେ….

0 80

ଆମ ପୃଥିବୀ ରେ ଏମିତି ଅନେକ କଥା ରହିଛି ଯାହା ଆମେ କେବେ ଜାଣି ନଥିବା । ତେବେ ଅନେକ ଛୋଟ ଛୋଟ କଥା ରହିଛି ଯାହା ଜାଣିବା ନିହାତି ଆବଶ୍ୟକ । କାହିଁକି ନାଁ ତାହା ଆମର ବହୁତ ଦରକାରୀ ମଧ୍ୟ । ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ । ସରକାର ଏହି ପାଠକୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି। ଯେମିତି ଏହି ସବୁ ପାଠ ପିଲାମାନେ ଛୋଟ ବେଳୁ ଜାଣନ୍ତୁ । ସେହିଭଳି କିଛି ମଜାଳିଆ ପ୍ରଶ୍ନ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଜ୍ଞାନର ଅସୀମ ଭଣ୍ଡାର ରହିଛି। ଏହାକୁ ଯେତେ ପଢିଲେ ସରେ ନାହିଁ। ତେବେ ସେହି ଜ୍ଞାନ ଭିତରେ ଏମିତି କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଏହା ଆମର ବହୁତ ଦରକାରୀ ମଧ୍ୟ ହୋଇ ଥାଏ ।

ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମର ଭବିଷ୍ୟତ ରେ ବହୁତ କାମ ରେ ଆସି ଥାଏ।ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମ ଆମ ଜୀବନ ସହିତ ମଧ୍ୟ ଜଡିତ ହୋଇ ଥାଏ। ଆଉ ଏହି ଭଳି ଜାଣିବା ଦ୍ୱାରା ପଢିବା ଦ୍ୱାରା ଆମର ଜ୍ଞାନ ର ଅସୀମ ସାଗର ର ବୃଦ୍ଧି ହୋଇ ଥାଏ । ତେବେ ଆଜି ଆପଣ ମାନଙ୍କ ପାଇଁ 7ଟି ମଜାଦାର ପ୍ରଶ୍ନ ଏବଂ ତାର ଉତ୍ତର ରହିଛି ।

1.ଏମିତି କେଉଁ ଜିନିଷ ଯାହାକୁ ଆମେ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଭାଙ୍ଗିବାକୁ ପଡ଼ିଥାଏ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଅଣ୍ଡା

2. ଏମିତି କେଉଁ କାମ ଯାହାକୁ ପୁରୁଷ ମାନେ ଥରେ କରନ୍ତି ଏବଂ ନାରୀମାନେ ସବୁଦିନ କରନ୍ତି ?
ଉତ୍ତର – ମଥାରେ ସିନ୍ଦୁର ଦେବା ।

3. କେଉଁ ବହି କେବେ ଛପା ଯାଏ ନାହିଁ ?
ଉତ୍ତର- ଏହାର ସଠିକ୍ ଉତ୍ତର ହେଉଛି ଫେସବୁକ୍ ।

4. କେଉଁ ଜାଗାରେ ଜଣେ ଚାହିଁଲେ ବି ଘୁଙ୍ଗୁଡି ମାରି ପାରିବ ନାହିଁ ?
ଉତ୍ତର- ଏହାର ସଠିକ୍ ଉତ୍ତର ହେଉଛି ମହାକାଶରେ ।

5 ସେ କେଉଁଜିନିଷ ଯାହା ଆମେ ନ ଚାହିଁଲେ ବି ଆସିଥାଏ ?
ଉତ୍ତର- ଏହାର ସଠିକ୍ ଉତ୍ତର ହେଉଛି ମୃତ୍ୟୁ ।

6. ମାଁ ଠାରୁ ଜନ୍ମ ହୁଏ ମାଁ କୁ ଛୁଇଁଲେ ମରି ଯାଏ ?
ଉତ୍ତର- ଲୁଣ ।

7. ଏମିତି କେଉଁ ଫଳ ଅଛି ଯିଏ ମିଠା ହେବା ସତ୍ବେ ବି ବଜାର ରେ ବିକା ଯାଏ ନାହିଁ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଧର୍ଯ୍ୟର ଫଳ ।

ଉପରୋକ୍ତ ପ୍ରଶ୍ନ ଗୁଡିକ ନିଶ୍ଚିୟ ଭାବରେ ପଢନ୍ତୁ । କାହିଁକି ନାଁ ଏମିତି କିଛି ଅଜଣା ପ୍ରଶ୍ନ ମଧ୍ୟ ଭବିଷ୍ୟତରେ ଆପଣ ଙ୍କର କୌଣସି ନାଁ କୌଣସି କାର୍ଯ୍ୟରେ ନିଶ୍ଚିୟ ଆସିପାରେ । ଏହା ସହିତ ଏପରି ପ୍ରଶ୍ନ ନିଶ୍ଚିୟ ଭାବରେ ଆପଣଙ୍କର ଜ୍ଞାନର ଭଣ୍ଡାରକୁ ପରିପୂରଣ କରିବା ପାଇଁ ସହାଯ୍ୟ କରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।