Odisha News Portal

କିଛି ସାଧାରଣ ପ୍ରଶ୍ନ–ଗୋଟିଏ ଏମିତି ଜିିନିଷର ନାମ କୁହ ଯେଉଁଥିରେ ଫୁଲ , ଫଳ ଏବଂ ମିଠା ଏହି 3ଟି ନାମ ଆସିଥାଏ !

0 2

ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହାକୁ ଆପଣ ମାନେ ଜାଣିନଥିବେ । ତେବେ ସେହି ପ୍ରଶ୍ନ ଗୁଡିକ ଆପଣ ମାନେ ନିଶ୍ଚିତ ରୂପରେ ଜାଣିଥିବେ ମାତ୍ର ଯଦି କେହି ବ୍ୟକ୍ତି ଆପଣ ମାନଙ୍କୁ ସେହି ପ୍ରଶ୍ନ ପଚାରିବ ତାହାର ଉତ୍ତର ଆପଣ ମାନେ ଦେଇ ପାରିନଥିବେ , ଯାହା ଦ୍ୱାରା କି ଆପଣ ମାନଙ୍କୁ ବହୁତ ଅପମାନିତ ହେବାକୁ ପଡିଥାଏ । କାରଣ ଯଦି ଆପଣ ମାନେ ପାଠ ପଢିଥିବେ ଏବଂ ସେହି ସାଧାରଣ ପ୍ରଶ୍ନର ଉତ୍ତର ଦେଇପାରୁନଥିବେ ତେବେ ଆପଣଙ୍କୁ ସେହିଠାରେ ବହୁତ ଅପମାନିତ ହେବାକୁ ପଡିଥିବ ।

ଏମିତି କିଛି ପ୍ରଶ୍ନ ରହିଛି ଯାହାକୁ ଆମେ ଆମର ଦୈନଦୀନ ଜୀବନରେ ସର୍ବଦା ବ୍ୟବହାର କରୁ ସର୍ବଦା ତାହା ଆମ ଆଖି ଆଗରେ ରହିଥାଏ ମାତ୍ର ସେହି କଥାକୁ ଯଦି କେହି ଆମକୁ ପ୍ରଶ୍ନ ଆକାରରେ ପଚାରି ଦିଏ ତେବେ ତାହାର ଉତ୍ତର ଆମେ ମାନେ ପ୍ରଦାନ କରି ପାରିନଥାଉ । ମାତ୍ର ଯଦି କେହି ବ୍ୟକ୍ତି ସେହି ପଶ୍ନକୁ ଭଲ ଭାବରେ ଶୁଣିଥିବ ଏବଂ ଧ୍ୟାନ ସହକାରେ ଭାବିଚିନ୍ତି ତରବର ନହୋଇ ସେହି ପ୍ରଶ୍ନ ବିଷୟରେ ଚିନ୍ତା କରିବ ତେବେ ତାହାକୁ ସେହି ପଶ୍ନ ବହୁତ ସହଜ ମନେ ହେବ ।

ଏଥିପାଇଁ ଆପଣ ମାନେ କେବେବି ବ୍ୟସ୍ତ ହେବେ ନାହିଁ ସମସ୍ତ ପ୍ରଶ୍ନକୁ ଧ୍ୟାନ ସହକାରେ ଭାବିଚିନ୍ତି ଉତ୍ତର ପ୍ରଦାନ କରିବେ । ଏମିତି ଅନେକ ସହଜ ପ୍ରଶ୍ନ ରହିଛି ଯାହାକୁ ଆମେ ମାନେ ତାହାର ସଠିକ ଉତ୍ତର ପ୍ରଦାନ କରି ପାରିନଥାଉ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହିପରି କିଛି ମଜାଦାର ପ୍ରଶ୍ନ ବିଷୟରେ କହିବୁ ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ । ଯଦି କେହି ହଠାତ ଆପଣ ମାନଙ୍କୁ ସେହି ପ୍ରଶ୍ନ ପଚାରିଦିଏ ତେବେ ଆପଣ ମାନେ ତାହାର ସଠିକ ଉତ୍ତର ପ୍ରଦାନ କରିପାରିବେ । ତେବେ ଆସନ୍ତୁ ଜାଣିବା ତାହା ବିଷୟରେ ।

1–ଏମିତି କେଉଁ ଜିନିଷ ଯାହାର ଗୋଡ ନାହିଁ ନାହିଁ ହେଲେ ସେ ଉପରକୁ ଚଢିଥାଏ ଓବଂ ତଳକୁ ମଧ୍ୟ ଓ୍ୱହ୍ଲାଇଥାଏ ?

ଉତ୍ତର–ମଦ ନିଶା

2–ଏମିତି କେଉଁ ରୁମ ୟାହାର କିଛି ଝରକା ବି ନାହିଁ କି କବାଟ ମଧ୍ୟ ନାହିଁ ?

ଉତ୍ତର–ମସରୁମ ବା ଛତୁ

3–ସିଏ କିଏ ଅଟେ ଯିଏ ବୁଡିବା ସମୟରେ ଆମେ ତାହାକୁ ବଞ୍ଚେଇବା ପାଇଁ ଯାଇନଥାଉ ?

ଉତ୍ତର–ସୂର୍ଯ୍ୟ

4–ଏମିତି ଗୋଟିଏ ଶବ୍ଦ କୁହ ଯାହାଯେଉଁଥିରେ ଫଳ , ଫୁଲ , ଏବଂ ମିଠା ତିନିଟିର ନାମ ରହିଥିବ ?ଉତ୍ତର–ଗୋଲାପ ଜାମୁନ

5–ଏମିତି କେଉଁ ଡର ଅଟେ ଯିଏ କି ଆପମ ମାନଙ୍କୁ ସୁନ୍ଦର ଦେଖାଯିବା ପାଇଁ ସାହାର୍ଯ୍ୟ କରିଥାଏ ?

ଉତ୍ତର–ପାଉଡର

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।