Odisha News Portal

Intresting Question –କେଉଁ ଜିନିଷ କୁ ଝିଅ ମାନେ ପିନ୍ଧନ୍ତି ଏବଂ ଖାଆନ୍ତି ? କହିପାରିବେ ଏହାର ଉତ୍ତର କଣ ହେବ ?

ଆମେ ବହୁତ୍ ଅଧ୍ୟୟନ କରିବା ପରେ ବି ଯେତେବେଳେ ଆମେ କୌଣସି ସାକ୍ଷାତକାର ର ସମ୍ମୁଖୀନ ହେଉ ସେତେବେଳେ ଆମେ ସାମାନ୍ୟ ବିଚଳିତ ହେଇଯାଉ। ଯାହା ପ୍ରାୟତଃ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଘଟିଥାଏ। ଉଚ୍ଚ ପଦସ୍ଥ ପଦବୀ ମାନଙ୍କ ପାଇଁ ହେଉଥିବା ସାକ୍ଷାତକାର ରେ ଆମର ବିଚଳିତ ହେବା କଥା ନୁହଁ।କାରଣ ସେମିତି ହେଲେ ଆମେ ସହଜ ପ୍ରଶ୍ନ ର ଉତ୍ତର ମଧ୍ୟ ଭୁଲ୍ କହି ଦେଇଥାଉ।ଆପଣଙ୍କୁ ଆଜି ଏମିତି କିଛି ଡିଫିକଲ୍ଡ ବା କଷ୍ଟକର ଆଇଏସ୍ ଇଣ୍ଟରଭ୍ୟୁୟୁ ପ୍ରଶ୍ନ ପଚାରିବୁ ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣି ନଥିବେ । ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ମଧ୍ୟ ବେଳେବେଳେ ଆପଣଙ୍କ ଉପସ୍ଥିତ ବୁଦ୍ଧି କୁ ପରଖିବା ପାଇଁ ପଚାରା ଯାଏ । ଆଜି ଆମେ ଆଇଏସ୍ ଇଣ୍ଟରଭ୍ୟୁୟୁ ପ୍ରଶ୍ନ ବିଷୟ ରେ କିଛି ଜାଣିବା ଯାହା କି ଆଇଏସ୍ ପରୀକ୍ଷାରେ ପଡିଥାଏ ।

ଆଜି ଆମେ ଆପଣଙ୍କୁ ଆଇଏସ୍ ଇଣ୍ଟରଭ୍ୟୁୟୁ ସମ୍ବନ୍ଧୀୟ 6 ଗୋଟି ଚତୁର ପ୍ରଶ୍ନ ଓ ସେ ଗୁଡ଼ିକର ଉତ୍ତର ବିଷୟରେ ଏହି ଲେଖା ମାଧ୍ୟମରେ କହିବୁ।ଏହି ପ୍ରଶ୍ନ ଗୁଡ଼ିକ ଆପଣ ମାନେ ହୁଏତ କେବେବି ଶୁଣି ନଥିବେ ଏବଂ ଏହା ଆପଣଙ୍କ ଜ୍ଞାନ ଭଣ୍ଡାର କୁ ଉନ୍ନତ କରିବ । ତେଣୁ ଆପଣ ଏହି ଆର୍ଟିକିଲକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ତେବେ ଆସନ୍ତୁ ଜାଣିବା ସେହି 6 ଟି ପ୍ରଶ୍ନ ବିଷୟରେ ।


1. କେଉଁ ପକ୍ଷୀ ସିଂହ ପରି ବୋବାଏ ?
ଉତ୍ତର- ଏହାର ସଠିକ୍ ଉତ୍ତର ହେଉଛି ଓଟପକ୍ଷୀ । ତେବେ ଓଟପକ୍ଷୀ ହିଁ ସିଂହ ପରି ବୋବାଇ ଥାଏ ।

2. ନରେନ୍ଦ୍ର ମୋଦୀଙ୍କ ପୂରା ନାମ କଣ ?
ଉତ୍ତର- ନରେନ୍ଦ୍ର ମୋଦିଙ୍କର ପୂରା ନାମ ହେଉଛି ନରେନ୍ଦ୍ର ଦାମୋଦରଦାସ ମୋଦୀ ।

3.ଭାରତ ରେ ସୂର୍ଯ୍ୟଙ୍କର ପହିଲି କିରଣ କେଉଂ ରାଜ୍ୟ ଉପରେ ପଡେ ?
ଉତ୍ତର – ଭାରତର ଅରୁଣାଚଳ ରାଜ୍ୟ ଉପରେ ସୂର୍ଯ୍ୟଙ୍କର ପହିଲି କିରଣ ପଡିଥାଏ ।

4. ଭାରତ ଧନୀ ଦେଶ ଭାବେ କେତେ ନମ୍ବର ସ୍ଥାନ ରେ ରହିଛି ?
ଉତ୍ତର – ଏହାର ସଠିକ ଉତ୍ତର ହେଉଛି ଭାରତ ଧନୀ ଦେଶ ଭାବେ ସାରା ବିଶ୍ବରେ 6 ନମ୍ବର ସ୍ଥାନରେ ଅଛି ।

5. କେଉଂ ଦେଶ କୁ ସୂର୍ଯ୍ୟ ଉଦୟ ର ଦେଶ ବୋଲି କୁହା ଯାଏ ?
ଉତ୍ତର – ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସମଗ୍ର ପୃଥିବୀରେ ପ୍ରଥମେ ଜାପନାରେ ହିଁ ସୂର୍ଯ୍ୟ ଉଦୟ ଦେଖା ଯାଇ ଥାଏ ।

6. କେଉଁ ଜିନିଷ କୁ ଝିଅ ମାନେ ପିନ୍ଧନ୍ତି ଏବଂ ଖାଆନ୍ତି ?

ଉତ୍ତର -ଏହାର ସଠିକ୍ ଉତ୍ତର ହେଉଛି ଲଙ୍ଗ୍ , ତେବେ ଲଙ୍ଗ୍ କୁ ଝିଅ ମାନେ ଖାଇଥାନ୍ତି ଏବଂ ପିନ୍ଧିଥାନ୍ତି ମଧ୍ୟ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।