Odisha News Portal

ଲୁଚିଲୁଚି ବିବାହ ବନ୍ଧନରେ ବାନ୍ଧିହେଲେ ଲୋକପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ! ଜାଣନ୍ତୁ ଏହାର ସତ୍ୟତା ସମ୍ପର୍କରେ କଣ ସେ ସତରେ ବିବାହ କରିଛନ୍ତି କି ?

0 82

ଆପଣ ମାନେ ତ ଆମର ଓଲିଉଡର ପପୁଲାର ହିରୋଇନ ଏଲିନା ସାମନ୍ତରାୟଙ୍କୁ ନିଶ୍ଚିତ ରୂପରେ ଜାଣିଥିବେ । ତେବେ ବର୍ତ୍ତମାନ ସମୟରେ ଏଲିନା ସାମନ୍ତରାୟଙ୍କର ଲଏମିତି କିଛି ତଥ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିକରି ସମସ୍ତେ ଏବେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ବିବାହ ପରେ ଏବେ ପୂରା ବ୍ୟସ୍ତ ଓଡିଆର ଏହି ଚୁଲବୁଲି ନାୟିକା । ଏହି କଥା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି କି ଏଲିନା କେବେ ବିବାହ କଲେ । ତେବେ ଏପରି ବିବାହ କଲେ କି କେହି କଣ ଜାଣିପାରିନାହାନ୍ତି ତେବେ ସେ କାହିଁକି ଲୁଚିକରି ବିବାହ କଲେ ।

ତେବେ ଏମିତି ସମସ୍ତ ପ୍ରଶ୍ନ ଲୋକମାନଙ୍କ ମନରେ ଉଠିବା ପରେ ଏବଂ ଦର୍ଶକ ମାନଙ୍କର ଏହି ସମସ୍ତ କଥା ଶୁଣିବା ପରେ ଏଲିନା ତାଙ୍କର ମନ୍ତବ୍ୟ ରଖିଥିଲେ । । ତେବେ ନିକଟରେ ଏଲିନାଙ୍କର ଆସିବାକୁ ଯାଉଛି ଚଳଚ୍ଚିତ୍ର ଅରୁନ୍ଧତୀ ଯେଉଁଥିରେ ଏଲିନା ନଜର ଆସିବେ ଏକ ବିବାହ କରିଥିବା ଚରିତ୍ରରେ ।

ଏଥିରେ ଏଲିନା ଲିଡ ଭୂମିକାରେ ଅଭିନୟ କରୁଛନ୍ତି । ଏହା ସହ ସେହି ଅରୁନ୍ଧତୀ ଚଳଚ୍ଚିତ୍ରଟି ଏବେ ସୁଟିଙ୍ଗ ଚାଲିଅଛି , ଏହା ସହ ତାହା ବହୁତ ଶୀଘ୍ର ପ୍ରେକ୍ଷାଳୟକୁ ମଧ୍ୟ ଆସିଯିବ । ସୁଟିଂ ସମୟର ଫଟୋ ଗୁଡିକ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଯେଉଁ ଫଟୋରେ କି ଏଲିନା ମଥାରେ ସିନ୍ଦୁର ଏବଂ ହାତରେ ଚୁଡି ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହା ପରେ ଫଟୋ ଫଟୋ କ୍ଲିକ କରି ନିଜର କୋ ଆକ୍ଟରଙ୍କ ସହିତ ଛାଡିବାର ଦେଖିବାକୁ ମିଳୁଛି ଏବଂ ଏହା ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଏହି ଫିଲ୍ମରେ ଅନ୍ୟ ଅନ୍ୟ ବଡ ବଡ ଆକ୍ଟର ମାନେ ମଧ୍ୟ ରହିଛନ୍ତି । ଯେଉଁଥିରେ ପ୍ରଦ୍ୟୁମ୍ନ ଲେଙ୍କା ଏବଂ ମିହିର ଦାସଙ୍କ ଭଳି ବଡ ବଡ ଆକ୍ଟର ରହିଛନ୍ତି । ତେବେ ଏଲିନାଙ୍କ ଅପଜିଟରେ ଏକ ନବାଗତା ନାୟିକା ଭାବେ ଅବର୍ତ୍ତୀର୍ଣ୍ଣ ହୋଇଛନ୍ତି ହେଣ୍ଡସମ ହ୍ୟାଣ୍ଡ । ଯେଉଁଥିରେ କି ଏହି ଚଳଚ୍ଚିତ୍ରରେ ଏଲିନା ସେହି ହିରୋ ସହ ରୋମାଣ୍ଟିକ ହେବାର ମଧ୍ୟ ଦେଖା ଯାଇଛି ।

 ତେବେ ଏଲିନା ବିବାହ ବନ୍ଧନରେ ବାନ୍ଦି ହେଲେ ଏବଂ ତାଙ୍କର ଗୁପ୍ତରେ ହୋଇଗଲା ବୋଲି ଏହି କଥାକୁ ସଂପୂର୍ଣ୍ଣ ଭାବରେ ମିଛ ବୋଲି କହିଛନ୍ତି ଏଲିନା । ଏଲିନା କହିଛନ୍ତି ତାଙ୍କର ନୂଆ ଚଳଚ୍ଚିତ୍ର ଅରୁନ୍ଧତୀ ସୁଟିଂ ହେବାର ଲାଗିଛି ଯେଉଁଥିରେ ସେ ବିବାହିତାର କ୍ୟାରେକଟର କରୁଛନ୍ତି ।

ଏହା ସହିତ ସେ ଏକ ଦମଦାର କ୍ୟାରେକଟରରେ ଲୋକ ମାନଙ୍କ ସାମ୍ନାକୁ ଆସିବେ ଏବଂ ଲୋକମାନେ ମଧ୍ୟ ଆଗରୁ ଯେମିତି ତାଙ୍କୁ ପସନ୍ଦ କରୁଥିଲେ ଏବେ ମଧ୍ୟ ସେମିତି ପସନ୍ଦ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।