ଅଭିନେତ୍ରୀ ଏଲିନା ସାମନ୍ତରାୟ ରିଆଲିଟି ସୋ” କୁ ଆସି ପୁଣି ଫସିଲେ ! କାରଣ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ କିଛି ନା କିଛି କହିଦେବେ ?

ଅଲିଉଡର ଜବରଦସ୍ତ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ତ ଆପଣ ମାନେ ବହୁତ ଭଲ ଭାବରେ ଜାଣି ଥିବେ । ତେବେ ଆଜିର ଏହି ଲେଖାରେ ଆମେ ଏଲିନା ସାମନ୍ତରାୟଙ୍କ ବିଷୟରେ କିଛି ଏମିତି କଥା ଜାଣିବା ଯାହାକି ଆଗରୁ ଆପଣ ମାନଙ୍କୁ କେହି ବି କହି ନ ଥିବେ । ତେବେ ସେଥିପାଇଁ ଆପଣ ମାନେ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଥରେ ପଢନ୍ତୁ । ତେବେ ଚାଲନ୍ତୁ ଜାଣିବା ।ତେବେ ଆପଣ ମାନେ ସମସ୍ତେ ନିଶ୍ଚିତ ଭାବରେ ଜାଣି ଥିବେ ଗୋଟିଏ ରିଆଲିଟି ଶୋ ମାଧ୍ୟମରେ ଏଲିନା ସାମନ୍ତରାୟ ଅଲିଉଡରେ ଏଣ୍ଟ୍ରି କରି ଥିଲେ ।

ଆଉ ଏହା ପରେ ଅଲିଉଡରେ ବହୁତ ସାରା ଜବରଦସ୍ତ ହିଟ୍ ଫିଲ୍ମ ଗୁଡିକରେ ଆକ୍ଟି କରି ଓଡିଶାର ଦର୍ଶକ ମାନଙ୍କ ଠାରୁ ବହୁତ ସାରା ଭଲ ପାଇବା ପାଇ ଥିଲେ । ତେବେ ଆପଣ ମାନଙ୍କୁ କହି ରଖୁଛୁ କି ଏଲିନା ସାମନ୍ତରାୟ ବର୍ତ୍ତମାନ ସମୟରେ ଗୋଟିଏ ନୂଆ ଫିଲ୍ମରେ ସୁଟିଂ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ଯାହାକି ଆଗାମୀ ମାଁ କାଳୀଙ୍କର ପୂଜାରେ ରିଲିଜ କରା ଯିବ ।

ଏଲିନା ସାମନ୍ତରାୟଙ୍କ ବ୍ୟାକ୍ ଲାଇଫ୍ ବା ପଛ ଜୀବନ ବିଷୟରେ ଆମେ ଜଦି ନଜର ପକାଇବା , ତା ହେଲେ ଏଲିନା ହେଉଛନ୍ତି ଗୋଟି ଏମିଡିଲ୍ କ୍ଲାସ୍ ଫ୍ୟାମିଲିର ଝିଅ ଅଟନ୍ତି । ସେ ହଷ୍ଟେଲ୍ ରେ ରହି ଛୋଟ ବେଳୁ ପାଠ ପଢିଛନ୍ତି । କିନ୍ତୁ ଯେତେବେଳେ ରିଆଲିଟି ଶୋ କିଏ ହେବ ମୋ ହିରୋଇନରେ ସେ ସିଲେକ୍ଟ ହୋଇ ଥିଲେ , ସେତେବେଳେ ସେ ନିଜ ସାଙ୍ଗ ମାନଙ୍କ ସହ ସେହି ଶୋ ରେ ଅଂଶ ଗ୍ରହଣ କରିବା ପାଇଁ ଆସିଥିଲେ ।

ତେବେ ସେ କୌଣସି ପ୍ରକାର ପ୍ରିପାରେସନ ବା ପ୍ରସ୍ତୁତ ହୋଇ ନଥିଲେ ବୋଲି ଗୋଟିଏ ଇଣ୍ଟରଭ୍ୟିୟୁରେ ଏଲିନା କହି ଥିଲେ । ଆଉ ଏଥିରେ ନିଜର ଜବରଦସ୍ତ ପାର୍ସନସ୍ ଦ୍ବାରା ସେ ଏହି ଶୋ ଟିରେ ହିରୋଇନ ଭାବରେ ସିଲେକ୍ସନ ହୋଇ ଥିଲେ । ଆଉ ଏହା ପରେ ତାଙ୍କୁ ବ୍ୟାକ୍ ଟୁ ବ୍ୟାକ୍ ବା ପଛକୁ ପଛ ବହୁତ ସାରା ଫିଲ୍ମରେ ଆକ୍ଟି କରିବା ପାଇଁ ସୁଯୋଗ ମିଳିଥିଲା ।

ଆପଣ ମାନେ ଜାଣିଥିବେ ଏଲିନା ସାମନ୍ତରାୟ ନିଜର କ୍ୟାରିଅର ଆରମ୍ଭ ବେଳେ ବହୁତ ସାରା କଣ୍ଟ୍ରୋଭର୍ସିରେ ଫଶି ରହିଥିଲେ । ଆଉ ସେ ଏହି କଥାବି ମଧ୍ୟ ଗୋଟିଏ ରିଆଲିଟି ଶୋ ରେ କହିଥିଲେ । ତେବେ ଯେଉଁଥି ପାଇଁ ସେ ବହୁତ ସାରା କାନ୍ଦିଥିଲେ ଏବଂ ନିଜକୁ ସୁଧାରିବା ପାଇଁ ବହୁତ ସାରା ଚେଷ୍ଟା ମଧ୍ୟ କରିଥିଲେ ।

 ଏଲିନା କୌଣସି କଥା ଭାବିଚିନ୍ତି କୁହନ୍ତି ନାହିଁ । ଆଉ ଏହି କାରଣରୁ ହିଁ ସେ ବହୁତ ସମୟରେ କଣ୍ଟ୍ରୋଭର୍ସିରେ ଫଶିଥାନ୍ତି । ତାହେଲେ ବର୍ତ୍ତମାନ ସମୟରେ ଏଲିନା ନିଜ ପାଇଁ ପୂରା ପ୍ରସ୍ତୁତ ହୋଇ ସାରିଲେଣି । କଣ କହୁଛନ୍ତି କଣ ନାଇଁ ସେ ସବୁ କିଛି ଭାବିଚିନ୍ତି କହୁଛନ୍ତି । ଯାହା ପାଇଁ ସେ ବର୍ତ୍ତମାନ ସମୟରେ କଣ୍ଟ୍ରୋଭର୍ସିରୁ ଦୂରେଇ ରହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment