ଏ କେଶ ରେ ମୋତେ ଲାଗୁଛି ,ମୋ ଭାଇ ଅତ୍ୟାଚାରିତ ହେଉଛି ,ମୋ ନିଜ ଲୋକ ଅତ୍ୟାଚାରିତ ହେଉଛି… କାହିଁକି ଏମିତି କହିଲେ ମହିଳା ଓକିଲ… ଦେଖନ୍ତୁ Video

ଆଜ୍ଞା ହଁ ଦୀର୍ଘ ଦିନ ଧରି ସୋସିଆଲ ମିଡିଆ, ଟିଭି, ନିୟୁଜପେପର ସବୁଠି ଆଲଚନା ହୋଇ ଆସୁଛି ଓଡ଼ିଶା ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ବର୍ଷା ଓ ଅନୁଭବଙ୍କୁ ପାରିବାରିକ ବିବାଦ, କୋଟରେ ଏହି ବିଷୟରେ ବହୁତ ଦିନରୁ ଚାଲିଛି ସମାଧାନ ର ବାଟ ଖୋଜିବାର ପ୍ରୟାସ, କିନ୍ତୁ କେହିବି ହାର ମାନିବା ପାଇଁ ରାଜି ହେଉନାହାନ୍ତି, ସମସ୍ତେ ତାଙ୍କ ଜିଦ ରେ ଅଟଳ ଆଉ ଜଣେ ଅନ୍ୟ ଜଣଙ୍କୁ ଦୋଷ ଦେବାରେ ଲାଗିଛଅନ୍ତି, ଠିକ ଏତିକି ବେଳେ ମିଡ଼ିଆ ସାମ୍ନାକୁ ଆସିଛି ଆଉ ଗୋଟିଏ ସତ୍ୟ, ଯୋଉଥିରେ କି ଜଣେ ଓକିଲ ମିଡ଼ିଆ ଆଗରେ ଅନୁଭବ ତାଙ୍କ ଭାଇ ପରି ବୋଲି କହିଛନ୍ତି ଓ ତାଙ୍କ ପ୍ରତି ଅନ୍ୟାୟ ହେବା କଥା କହିଛନ୍ତି |

ଭିଡିଓରେ ମହିଳା ଜଣଙ୍କ କହିଛଅନ୍ତି କି ଅନୁଭବ ମୋର ଭାଇ ପରି ତାଙ୍କ ପ୍ରତି ପ୍ରକୃତରେ ହାରାଷମେଣ୍ଟ ହେଉଛି, ତାଙ୍କ କହିବା କଥା କି ସେ ହେଉଛନ୍ତି ଜଣେ ଅକିଲ ସମାଜରେ ଘଟୁଥିବା ସମସ୍ତ ଭୁଲ ଧାରଣା ଅର୍ଥରେ ଠିକ ପାଇଁ ଲଢ଼ି ସତ୍ୟକୁ ନ୍ୟାୟ ଦେଇ ସମାଜର ଉନ୍ନତି କରିବା ଆମର କର୍ତ୍ତବ୍ୟ, କିନ୍ତୁ ସେ ଅନୁଭବଙ୍କ ଦୁଃଖ ଭରା ଲାଇଫ ଷ୍ଟାଇଲ ଦେଖି ମିଡ଼ିଆ ସାମ୍ନାକୁ ଆସିଛନ୍ତି ଓ ସେ କହିଛନ୍ତି କିଛି ଏପରି କଥା |

ତାଙ୍କ କହିବା କଥା କି ବର୍ଷା ଓ ଅନୁଭବଙ୍କ ବିବାହ ସମ୍ପର୍କକୁ ଦୀର୍ଘ 8 ବର୍ଷ ପୁରିଲାଣି କିନ୍ତୁ ଏତେ ଦିନର ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କ ଭିତରେ କଣ ପାଇଁ ବର୍ଷା ତାଙ୍କ ସ୍ୱାମୀ ଅନୁଭବଙ୍କୁ କହୁଥିଲେ କି ଆମେ ଦୁଇଜଣ ସାଙ୍ଗ ପରି ରହିବା, ଆମ ଭିତରେ ସ୍ୱାମୀ ଓ ସ୍ତ୍ରୀ ଭଳି କୋୖଣସିବି ସମ୍ପର୍କ ରହିବ ନାହିଁ ଓ ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ ମନା କରିଥିଲେ, ତାହା ସହିତ ମହିଳା ଜଣଙ୍କର କହିବା କଥା କି ଏତେ ଦିନର ସମ୍ପର୍କ ଭିତରେ ସେମାନେ କାହିଁକି ପିଲା ଗୋଟିଏ ପାଇଁ ମନ ବଳେଇ ନଥିଲେ, ତେଣୁ ତାଙ୍କର କହିବା କଥା କି ନାରୀ ମାନେ ହାରାଷମେଣ୍ଟ ହବାର ସମସ୍ତେ ଦେଖିଥିବେ କିନ୍ତୁ ଜଣେ ପୁରୁଷ କିପରି ହାରାଷମେଣ୍ଟ ହେଉଛି |

ତାଙ୍କ କହିବା କଥା ସ୍ୱାମୀ ସ୍ତ୍ରୀ ମଧ୍ୟରେ କଣ ଏପରି ସମ୍ପର୍କ ରଖିବା ଉଚିତ ଯୋଉଥିରେ ପୁରୁଷଟି ନିଜର ଇଚ୍ଛା ଜାହିର କରିପାରିବନି, ତେଣୁ ସେ କହିଛନ୍ତି କି ଅନୁଭବ ମୋ ଭାଇ ପରି ତେଣୁ ସେ କୋଟ ରେ ତାଙ୍କର ଏହିଭଳି ତାଙ୍କ ଜୀବନରେ ଘଟିଥିବା ଅଭିଯୋଗ କୁ କୋଟ, ଓ ଯୋଜ ଆଗରେ ରଖନ୍ତୁ, କୋଟ ନିଶ୍ଚୟ ତାଙ୍କର ଦୁଃଖକୁ ଶୁଣିବେ ଓ ଅନୁଭବଙ୍କୁ ନ୍ୟାୟ ମଧ୍ୟ ମିଳିବ |କିନ୍ତୁ ଏବେ ସୋସିଆଲ ମିଡିଆରେ ଭାଇରଲ ହୋଉଥିବା ବର୍ଷା ଓ ଅନୁଭବ ଙ୍କ ଘଟଣା ଚାରିଆଡେ ଭାଇରଲ ହୋବାକୁ ଲାଗିବ ସହିତ , ସମସ୍ତଙ୍କର ନଜର ରହିଛି ସେମାନଙ୍କ ଉପରେ ସତରେ କାହାର ରହିଛି ଭୁଲ ଓ କାହାର ରହିଛି ନ୍ୟାୟ ବର୍ତମାନ ଏହା ପ୍ରଶ୍ନର ବିଷୟ ସାଜିଛି|

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment